ବିଧାନସଭା ନିର୍ବାଚନ ପାଇଁ ପାଗ ଭିଡ଼ିଲା ବିଜେପି – ଧର୍ମେନ୍ଦ୍ରଙ୍କୁ ମଧ୍ୟପ୍ରଦେଶ ଦାୟିତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮ ଡିସେମ୍ବରରେ ହେବାକୁ ଥିବା ଚାରି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ସଜବାଜ ହେଲାଣି ବିଜେପି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ହେବାକୁ ଥିବା ବିଧାନସଭା ନିର୍ବାଚନ ବିଜେପି ପାଇଁ ବଡ଼...

ଗୁରୁବାରଠୁ କଂଗ୍ରେସ କରିବ ଜନସମ୍ପର୍କ ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲୋକଙ୍କ ସହ ଯୋଡ଼ି ହେବା ପାଇଁ କଂଗ୍ରେସ କରିବ ଜନସମ୍ପର୍କ ଅଭିଯାନ। ଗୁରୁବାରଠୁ ଏହି ଅଭିଯାନ ଆରମ୍ଭ ହେବ ବୋଲି ଓଡ଼ିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି। ୩୧୪...

ଛାତ୍ରକୁ ଅପହରଣ କରିଲେ ମାଓବାଦୀ

ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ ମାଓବାଦୀଙ୍କ ଟାର୍ଗଟେରେ ସାଧାରଣ ଲୋକ। ଏହାର ନମୁନା ଦେଖିବାକୁ ମିଳିଛି ଆଜି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାର ମୁରଲିଗୁଡ଼ାରେ। ଜଣେ ଛାତ୍ରକୁ ମାଓବାଦୀମାନେ ଅପହରଣ କରିନେବା ଘଟଣା ଏଠାରେ ହଇଚଇ...

ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ ପୁରୀ ବାସିନ୍ଦା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରର ତିନି ଦ୍ୱାର ଦେଇ ପୁରୀ ବାସିନ୍ଦା ପ୍ରବେଶ କରିପାରିବେ। ପ୍ରବେଶ କରିବା ବେଳେ ପରିଚୟପତ୍ର ଦେଖାଇବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଜିଲ୍ଲାପାଳ...

ଏଣିକି ସୁପ୍ରିମକୋର୍ଟରେ ତୁରନ୍ତ ଶୁଣାଣି ବନ୍ଦ – ପ୍ରଥମ ଦିନରେ ହିଁ ପ୍ରଧାନ ବିଚାରପତି ଦେଖାଇଲେ ତାଙ୍କ କଡ଼ା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ୪୬ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ରଞ୍ଜନ ଗୋଗୋଇ ଦାୟିତ୍ୱ ନେବା ମାତ୍ରେ ହିଁ ତାଙ୍କ ପରାକ୍ରମ ଦେଖାଇଛନ୍ତି। 'ତୁରନ୍ତ ଶୁଣାଣି' ବ୍ୟବସ୍ଥାରେ ସେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି।...

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ – ପୁରୀରେ ଲଙ୍କାକାଣ୍ଡ, ଜଳିଲା ବଡ଼ଦାଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୯ ଦଫା ଦାବି ନେଇ ଶ୍ରୀଜଗନ୍ନାଥ ସେନାର ପୁରୀ ବନ୍ଦ ବନ୍ଦ ବେଳେ ଅଘଟଣ ବିକ୍ଷୋଭକାରୀ-ପୋଲିସ ଖଣ୍ଡଯୁଦ୍ଧ ମାର୍କେଟ ଛକ ଟ୍ରାଫିକ ପୋଷ୍ଟ ଭାଙ୍ଗିଲେ ବିକ୍ଷୋଭକାରୀ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ...

ଦି ଇଣ୍ଟରଭ୍ୟୁ ଟାଇମ୍ସର ୭ମ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୭ମ ବାର୍ଷିକ ଉତ୍ସବ ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୭ମ ବାର୍ଷିକ ଉତ୍ସବ ମଙ୍ଗଳବାର ଦିନ...

ରିଲିଜ୍ ଅପେକ୍ଷାରେ ଦୁଇଟି ଓଲିଉଡ ଫିଲ୍ମ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆଗକୁ ଆସୁଛି ଦଶହରା। ଏଥର ପୂଜାରେ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେବାର ଏକପ୍ରକାର ନିଶ୍ଚିତ। ଆସନ୍ତୁ ଆଗାମୀ ପୂଜା ବଜାରର ନାୟକ, ନାୟିକା ଭିତରେ ଲଢ଼େଇ ବିଷୟରେ ଜାଣିବା... ଏଥର...

ଦୁଲୁକିଲା କ୍ୟାମ୍ପସ – ରାଲିରେ ଆସିଲେ ପ୍ରାର୍ଥୀ, ଦାଖଲ କଲେ ପ୍ରାର୍ଥିପତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଆଶାୟୀ ପ୍ରାର୍ଥୀମାନେ କରିଛନ୍ତି ପ୍ରାର୍ଥିପତ୍ର ଦାଖଲ। ଦୁଲୁଦୁଲିରେ ଦୁଲୁକିଲା କ୍ୟାମ୍ପସ। ଜିନ୍ଦାବାଦ୍ ଧ୍ୱନିରେ ଫାଟି ପଡୁଥିଲା ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ କଲେଜ ପରିସର। ବାଜାର ତାଳେତାଳେ...

ଲଣ୍ଡନରେ ପ୍ରବାସୀ ଓଡ଼ିଆ ପାଳିଲେ ନୂଆଁଖାଇ ଭେଟ୍‌ଘାଟ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ପାଳନ କଲେ ଲଣ୍ଡନର ଏନ୍‌ଆର୍‌ଓ ସଂଘ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ଲଣ୍ଡନରେ ଧୁମ୍‌ଧାମରେ ପାଳନ କରିଛନ୍ତି ପ୍ରବାସୀ ଓଡ଼ିଆ। ସମ୍ବଲପୁରୀ ଲୋକନୃତ୍ୟ ଏବଂ ଗୀତରେ ଝୁମି...