ବିଜୁ ଅନୁଗତଙ୍କୁ ନେଇ ଦାମ ଗଢ଼ିବେ ନୂଆ ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଟୋବର ଶେଷ ସୁଦ୍ଧା ନୂଆ ଦଳ ଗଠନ କରିବେ ଡାକ୍ତର ଦାମୋଦର ରାଉତ।
ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଗଢ଼ିବେ ନୂଆ ରାଜନୈତିକ ଦଳ। ଏନେଇ ସେ ଆଜି ସ୍ପଷ୍ଟ...
ଅକ୍ଟୋବର ୫ରୁ ଓଡ଼ିଶା ଟ୍ରାଭେଲ ବଜାର -୨୦୧୮
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଅକ୍ଟୋବର ୫ରୁ ୭ ତାରିଖ ଯାଏଁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଓଡ଼ିଶା ଟ୍ରାଭେଲ ବଜାର - ୨୦୧୮।
ଓଡ଼ିଶା ଟୁରିଜିମ୍ ଓ ‘ଫିକି’ ସହଯୋଗିତାରେ...
ପ୍ରଧାନମନ୍ତ୍ରୀଙ୍କୁ ମିଳିଲା “ଚାମ୍ପିଅନ୍ସ ଅଫ୍ ଦି ଆର୍ଥ” ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିତି ଜାତିସଂଘ ପକ୍ଷରୁ “ଚାମ୍ପିଅନ୍ସ ଅଫ୍ ଦି ଆର୍ଥ” ସମ୍ମାନରେ ସମ୍ମାନିତ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର “ଚାମ୍ପିଅନ୍ସ ଅଫ୍ ଦି ଆର୍ଥ” ସମ୍ମାନରେ ସମ୍ମାନିତ...
ଅଶାନ୍ତ ପୁରୀ – ଧାଡ଼ି ଦର୍ଶନଙ୍କୁ ବିରୋଧ, ବ୍ୟାରିକେଡ୍ ଭାଙ୍ଗି ପଶିଲେ ଭକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଶାନ୍ତ ପୁରୀ - ଜଗନ୍ନାଥ ସେନାର ଲଙ୍କାକାଣ୍ଡ। ବଡ଼ଦାଣ୍ଡ ଓ ଶ୍ରୀମନ୍ଦିରରେ ବ୍ୟାପକ ଭଙ୍ଗାରୁଜା।
ଶ୍ରୀମନ୍ଦିରରେ ଅକ୍ଟୋବର ୧ରୁ ଆରମ୍ଭ ହୋଇଥିଲା ଧାଡ଼ି ଦର୍ଶନ ବ୍ୟବସ୍ଥା। ଯାହାକୁ ପ୍ରଥମ ଦିନରୁ ହିଁ ବିରୋଧ...
ମାଲକାନଗିରିରେ ବାରହା ଆତଙ୍କ, ଆକ୍ରମଣରେ ଜଣେ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରିରେ ଖେଳିଛି ବାରହା ଆତଙ୍କ। ସେଠାକାର ଲୋକେ ଭୟଭୀତ।
ମାଲକାନଗିରି ସହରରେ ଜଙ୍ଗଲୀ ବାରହାର ଆତଙ୍କ ଯୋଗୁଁ ଲୋକେ ଭୟଭୀତ ଅଛନ୍ତି। ବୁଧବାର ସକାଳୁ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ସହରରେ ପଶି...
ଶପଥ ଗ୍ରହଣ କଲେ ଦେଶର ୪୬ତମ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ପୂର୍ବାହ୍ନରେ ଦେଶର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ରଞ୍ଜନ ଗୋଗୋଇ।
ବୁଧବାର ପୂର୍ବାହ୍ନରେ ସୁପ୍ରିମ୍କୋର୍ଟର ୪୬ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରଞ୍ଜନ ଗୋଗୋଇ ରାଷ୍ଟ୍ରପତି...
ଯାତ୍ରାର ନାମୀ ଖଳନାୟକ ଦୈତାରୀ ପଣ୍ଡା ଏବେ ଓଡ଼ିଆ ଫିଲ୍ମରେ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଯାତ୍ରା ମଞ୍ଚରୁ ଫିଲ୍ମ ପରଦା। ଦୈତାରୀ ପଣ୍ଡାଙ୍କୁ ଦର୍ଶକ ଦେଖିବେ ଫିଲ୍ମ ପଗ୍ଲୁରେ।
ଯାତ୍ରା ଜଗତର ନାମୀ ଚରିତ୍ର ଅଭିନେତାମାନଙ୍କ ମଧ୍ୟରୁ ଆଗଧାଡ଼ିର କଳାକାର ହେଲେ ଦୈତାରୀ ପଣ୍ଡା। ସେ ୩୦...
ଗୁରୁପ୍ରିୟା ସେତୁ ବିରୋଧରେ ମାଓ ସମର୍ଥକଙ୍କ ପ୍ରଜାମେଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ଗୁରୁପ୍ରିୟା ସେତୁ ବିରୋଧରେ ମେଳି ବାନ୍ଧୁଛନ୍ତି ମାଓ ସମର୍ଥକ। ବିଛିନ୍ନାଞ୍ଚଳର ୫ଟି ପଞ୍ଚାୟତର ଶତାଧିକ ମାଓ ସମର୍ଥକ ଗୁରୁପ୍ରିୟାକୁ ବିରୋଧ କରିବା ସହ ବିଚ୍ଛିନ୍ନାଞ୍ଚଳରେ ବନ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି...
ମହାରଥୀଙ୍କ ବିବାଦୀୟ ବୟାନ – ନବୀନ ନିବାସ ଘେରାଉ ଉଦ୍ୟମ କରି ବିଜେପି ମହିଳା ମୋର୍ଚ୍ଚା କର୍ମୀ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳାମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ପଡ଼ିଛନ୍ତି। ମହାରଥୀଙ୍କ ଇସ୍ତଫା ଦାବି କରି ଆସୁଛି ବିଜେପି। ହେଲେ ମହାରଥୀ ଇସ୍ତଫା ଦେଇ ନଥିବାରୁ ଏବଂ ମୁଖ୍ୟମନ୍ତ୍ରୀ...
ଜନ ସମ୍ପର୍କ ପଦଯାତ୍ରାରୁ ବିଜେପିକୁ ଟାର୍ଗେଟ କଲେ ନବୀନ – କହିଲେ, “ଫମ୍ପା ମାଠିଆର ଶବ୍ଦ ବେଶୀ”
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେପିକୁ ଫମ୍ପା ମାଠିଆ କହି ଆକ୍ଷେପ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।
"ନିର୍ବାଚନୀ ଇସ୍ତାହାରରେ ବିଜେପି କହିଥିଲା ଯେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାର ମାନ୍ୟତା ଦିଆଯିବ। କିନ୍ତୁ ଏଯାଏଁ...





















