ରଣବୀର-ଦୀପିକା ଯୋଡ଼ିକୁ ପରଦାରେ ପୁଣି ଦେଖିବେ ଦର୍ଶକ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଲଭ୍, ବ୍ରେକ୍ ଅପ୍ ଓ କ୍ୟାରିଅର୍ - ଏ ତିନିଟି ପ୍ରସଙ୍ଗ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଥାଏ। ବଲିଉଡର ଲୋକପ୍ରିୟ ନାୟକ ରଣବୀର କପୁର ଓ ଦୀପିକା...

ମାଛ ଧରିବାକୁ ନେଇ ତୁମୁଳକାଣ୍ଡ, ପାଣିରେ ବୁଡ଼ାଇ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର ଗାଁରେ ଜଣେ ୭୩ ବର୍ଷିୟ ବୃଦ୍ଧଙ୍କୁ ସେହି ଗାଁର ଏକ ପରିବାରର ଲୋକେ ପାଣିରେ ବୁଡ଼ାଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି...

ଓଡ଼ିଶାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା, ସଚିବାଳୟରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ ମାର୍ଚ୍ଚ ସୁଦ୍ଧା ୨୫ ଲକ୍ଷ ଲୋକଙ୍କୁ ସାମିଲ କରିବାର ଲକ୍ଷ୍ୟ ପ୍ରଥମ ପର୍ଯ୍ୟାୟରେ ୧୫ ଲକ୍ଷ ୭୪ ହଜାର ହିତାଧିକାରୀ ସାମିଲ ପଶ୍ଚିମ ଓଡ଼ିଶାରୁ...

ତାତିଲେ ମହିଳା – ପଞ୍ଚାୟତ ଅଫିସରେ ସରକାରୀ କର୍ମଚାରୀ, ଜନପ୍ରତିନିଧିଙ୍କୁ ପକାଇଲେ ତାଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ପଞ୍ଚାୟତ ଅଫିସରେ ଗ୍ରାମସଭା ଚାଲୁଥିବା ବେଳେ ଅଭାବନୀୟ ଘଟଣା ଘଟିଛି। ସରକାରୀ କର୍ମଚାରୀ ଏବଂ ଜନପ୍ରତିନିଧିଙ୍କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ପଞ୍ଚାୟତ ଅଫିସରେ ପୂରାଇ ତାଲା ପକାଇ...

ପିଲାଙ୍କୁ ଶିକ୍ଷାଦାନ ପାଇଁ ଗାଁ ଲୋକେ ହେଲେ ଏକାଠି, ନିର୍ମାଣ କଲେ କମ୍ୟୁନିଟି ଗୃହ

ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ ମାଲକାନଗିରି ଗୋରାଖୁଣ୍ଟା ପଞ୍ଚାୟତର କୁର୍ସୁୱାଡ଼ା ଗାଁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଏକାଠି ହେଲେ ଗ୍ରାମବାସୀ ଚାନ୍ଦା ଆଦାୟ କରି ନିର୍ମାଣ କଲେ କମ୍ୟୁନିଟି ଗୃହ ଶିକ୍ଷିତ ଯୁବକଙ୍କୁ ଦେଲେ...

ସ୍ମାର୍ଟ ସିଟି ସିରିଜ – ୧୦: ପ୍ରାକୃତିକ ନିଷ୍କାସନ ପ୍ରଣାଳୀଗୁଡ଼ିକର ଅବରୋଧ ପାଇଁ କିଏ ଦାୟୀ?

କପିଳାସ ଭୂୟାଁ ଭୁବନେଶ୍ଵରରେ ରହିଥିବା ସମସ୍ତ ୧୦ଟି ଯାକ ପ୍ରାକୃତିକ ନିଷ୍କାସନ ପ୍ରଣାଳୀଗୁଡ଼ିକର ଅବସ୍ଥା ଅତି ଶୋଚନୀୟ। ଏହାର ଏକ ମୁଖ୍ୟ କାରଣ ହେଲା ଜବରଦଖଲ କରି ସବୁ ନିୟମ କାନୁନକୁ ଆଖି...

ବାଲିଅନ୍ତାରେ ଗାନ୍ଧି ଜ୍ୟୋତି ଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ଆରମ୍ଭ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ବାଲିଅନ୍ତାସ୍ଥିତ ଗାନ୍ଧି ସ୍ମୃତି ପୀଠ ଗସ୍ତ କଲେ ମୁଖ୍ୟମନ୍ତ୍ରୀ ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ...

ହକି ବିଶ୍ୱକପ୍ ପାଇଁ ରାଜଧାନୀର ସବୁ ହୋଟେଲ ବୁକ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଓଡ଼ିଶା ସରକାର କୌଣସି ଉଦ୍ୟମକୁ ହାତଛଡ଼ା କରୁନାହାଁନ୍ତି। ଯେଉଁମାନେ ଖେଳିବାକୁ ଆସିବେ ସେମାନେ ଯେପରି...

ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଝରଣାବସ୍ତିରୁ ଶୁଭାରମ୍ଭ ହେଲା ପଦଯାତ୍ରା ନଭେମ୍ବର ୧୧ ଯାଏଁ ଚାଲିବ ପଦଯାତ୍ରା ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ସଚେତନ କରିବାକୁ ଏହି ପଦଯାତ୍ରା ଗାନ୍ଧି ଜୟନ୍ତୀରୁ ବିଜେଡି ଆରମ୍ଭ କରିଛି...

ଆଜିଠୁ ୬ଟି ସହରରେ ପଲିଥିନ ବନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିଠୁ ୬ଟି ପ୍ରମୁଖ ସହରରେ ବ୍ୟାନ ହେବ ପଲିଥିନ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପୁରୀରେ ପଲିଥିନ ବ୍ୟାନ କରାଯାଇଛି। ୩ ମାସ ପରେ ଅନ୍ୟ ସହରମାନଙ୍କରେ ପଲିଥିନ...