ବାଇକ୍ ଉପରେ ଚଢ଼ିଗଲା ସ୍କର୍ପିଓ, ୪ ଆହତ

ମୟୁରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ ମୟୂରଭଞ୍ଜ ଜିଲ୍ଲାର ୧୮ ନ° ଜାତୀୟ ରାଜପଥର ନଛିପୁରିଆଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ସକାଳ ୧୦ଟାରେ ଘଟିଥିଲା। ଭୁବନେଶ୍ୱରରୁ ବାରିପଦା ଯାଉଥିବା ‘ମହାପାତ୍ର’ ନାମକ...

ପ୍ଲାଟ୍‌ଫର୍ମ ଭଳି କ୍ଲାସ୍‌ରୁମ୍, ଆକର୍ଷିତ ହେଉଛନ୍ତି ଛାତ୍ରଛାତ୍ରୀ

ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବାସହ ଅଧାରୁ ପାଠପଢ଼ା ଛାଡୁଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବନାଯାଇଛି ଏହି ପ୍ଲାଟ୍‌ଫର୍ମ ଭଳି କ୍ଲାସ୍‌ରୁମ୍‌। ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ପ୍ରତି ଆକର୍ଷିତ କରିବା ପାଇଁ ବ୍ରହ୍ମପୁର ଶିଳ୍ପ...

ରାଜ୍ୟପାଳଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ

ମୟୁରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ ଦୁଇ ଦିନିଆ ଗସ୍ତରେ ମୟୁରଭଞ୍ଜ ଆସିଥିଲେ ରାଜ୍ୟପାଳ। ‘କ୍ରାନ୍ତି ଦିବସ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ। ଓଡିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଦୁଇ ଦିନ ଲାଗି ମୟୁରଭଞ୍ଜକୁ ଆସିଥିଲେ।...

ଦୋହଲିଲା ଉତ୍ତର – ପୂର୍ବ ଭାରତ, ଭୟଭୀତ ହୋଇ ଘରୁ ବାହାରିଲେ ଲୋକେ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ଅନେକ ସ୍ଥାନରେ ଭୂକମ୍ପର ଝଟକା ଭୂକମ୍ପର ତୀବ୍ରତା ୫. ୬ ବିହାରରେ ଭୂକମ୍ପର ଜୋର୍‌ଦାର୍‌ ଝଟକା ଭୂକମ୍ପ ଝଟକାରୁ ଭୟଭୀତ ହୋଇ ଘରୁ ବାହାରିଲେ ଲୋକେ ଦେଶର ବିଭିନ୍ନ ଅଞ୍ଚଳରେ...

ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ୍ ଚିଲି ପନିର

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତୁ ଜାଣିବା ଘରେ କିଭଳି ପ୍ରସ୍ତୁତ କରିବା ରେସ୍ତୋରାଁ ଷ୍ଟାଇଲ୍ ଚିଲି ପନିର ସେ ସମ୍ପର୍କରେ… ଆବଶ୍ୟକୀୟ ସାମଗ୍ରୀ - ୨୫୦ ଗ୍ରାମ୍‌ ପନିର(ସମାନ ଆକାରରେ କଟା ହୋଇଥିବା), ୧ଟି ପିଆଜ, ୧ଚାମଚ...

ସ୍ମାର୍ଟ ସିଟି ସିରିଜ – ୪: ଗାଡ଼ି ଚଳାଇବା ବେଳେ ସ୍ମାର୍ଟ ଫୋନ ବ୍ୟବହାର ଓ ବିକଟାଳ ହର୍ଣ୍ଣ...

କପିଳାସ ଭୂୟାଁ ରାଜଧାନୀ ରାସ୍ତାରେ ଅନ୍ୟ ଏକ ମୁଖ୍ୟ ଟ୍ରାଫିକ ଦୌରାତ୍ମ୍ୟ ହେଉଛି ବିକଟାଳ ଶବ୍ଦ କରୁଥିବା ପାୱାର ହର୍ଣ୍ଣ ବ୍ୟବହାର ଓ ବିନା କାରଣରେ ଲଗାତାର ହର୍ଣ୍ଣ ବଜାଇବା। ବିଶେଷକରି ଯୁବ...

ବିଭିନ୍ନ ସମୟରେ କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ ବିବାଦରେ ରହିଛି, ଜାଣନ୍ତୁ କାରଣ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ କଙ୍ଗନା ରାନାୱତଙ୍କ ନୂଆ ସିନେମା ‘ମଣିକର୍ଣ୍ଣିକା’ ବିଭିନ୍ନ କାରଣରୁ ବିବାଦରେ ରହିଆସିଛି। ଆସନ୍ତୁ ନଜର ପକାଇବା ସେହି ବିବାଦ ଉପରେ… ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈଙ୍କ ବାୟୋପିକ୍‌ ହେଉଛି ‘ମଣିକର୍ଣ୍ଣିକା- ଦ କୁଇନ୍‌...

ଦାମଙ୍କୁ ନେଇ ବିଜେଡି ରାଜନୀତି ଗରମ- ନବୀନ କହିଲେ, “ମୁଁ ବିଚାର କରିବି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଆସିଥିବା ଦଳ ବିରୋଧୀ ଅଭିଯୋଗର ବିଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଗୋଟିଏ...

ମାଲ୍‌ବାହୀ ଟ୍ରେନ ଲାଇନଚ୍ୟୁତ, କୋରାପୁଟ-ରାୟଗଡ଼ା ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାୟଗଡ଼ା ଜିଲ୍ଲା ଭାଲୁମସ୍କା ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଫଳରେ କୋରାପୁଟ-ରାୟଗଡ଼ା ମଧ୍ୟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲକ୍ଷ୍ମୀପୁରଠାରେ ହୀରାଖଣ୍ଡ ଏକ୍ସପ୍ରେସ୍ ଏବଂ ଟିକିରିଠାରେ କୋରାପୁଟ-ରାଉରକେଲା...

ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ାଇଲେ କେନ୍ଦ୍ର ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩ ହଜାର ଟଙ୍କା ପାଉଥିବା ଅଙ୍ଗନବାଡ଼ି କର୍ମୀ ପାଇବେ ୪, ୫୦୦ ଟଙ୍କା ୨୨୦୦ ଟଙ୍କା ପାଉଥିବା କର୍ମୀ ପାଇବେ ୩୫୦୦ ଟଙ୍କା ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୧୫୦୦ରୁ ହେଲା...