ପାଖେଇ ଆସିଲା ଭୋଟ୍ – ଆଦିବାସୀ କାର୍ଡ ଖେଳିଲା ବିଜେଡି, ରାଜରାସ୍ତାକୁ ଓହ୍ଲାଇଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ପାଇଁ ୨୪ ପ୍ରତିଶତ ଆଦିବାସୀ ଭୋଟ ଉପରେ ନଜର ପକାଇଛନ୍ତି ବିଜେଡି ଓ ବିଜେପି। ବିଜେଡି ଆଦିବାସୀ ପ୍ରତିନିଧିଙ୍କୁ ନେଇ ସମାବେଶ କରିଥିବା ବେଳେ ବିଜେପି ସରକାରଙ୍କ ବିଫଳତାକୁ ଅସ୍ତ୍ର...
ମୋଦିଙ୍କ ସହ ହାତ ମିଳାଇବାକୁ ମନାକଲେ ଅରୁଣ ଜେଟଲୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହାତ ମିଳାଇବାକୁ ମନା କଲେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ। ଜାଣନ୍ତୁ କାହିଁକି?
ଗୁରୁବାରଦିନ ରାଜ୍ୟସଭାରେ ଥିଲା ଉପାଧ୍ୟକ୍ଷ ନିର୍ବାଚନ। ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେଉଥିବାରୁ ଭୋଟିଂ...
ଆଦିବାସୀଙ୍କ ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ: ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ବିଜେଡି ପାଳିଲା ବିଶ୍ୱ ଆଦିବାସୀ ଦିବସ। ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ପ୍ରତିନିଧିମାନେ ଏକାଠି ହୋଇଥିଲେ।
"ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଲୋକପ୍ରିୟ ଯୋଜନା ପ୍ରଣୟନ...
ଅପରାଜିତା ଆସୁଛନ୍ତି ଦମଦାର ଭୂମିକାରେ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ଫେରୁଛନ୍ତି ଏକ ଦମଦାର ରୋଲରେ। ଆସନ୍ତୁ ଜାଣିବା କେଉଁ ସିନେମାରେ ଏଭଳି ଏକ ଚାଲେଞ୍ଜିଙ୍ଗ ରୋଲରେ ଖୁବ୍ ଶୀଘ୍ର ନଜର ଆସିବେ।
ଓଡ଼ିଆ ସିନେଜଗତର ଅପ୍ରତିଦ୍ୱନ୍ଦ୍ୱୀ...
ଦିଲ୍ଲୀ ଗଲା ଏସଟିଏଫ୍ ଟିମ୍, ହବିବୁର୍ ରେହମାନକୁ କରିବ ଜେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା କ୍ରଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଆଜି ନୂଆଦିଲ୍ଲୀ ଯାଇଛନ୍ତି। ଲସ୍କର-ଇ-ତୋଏବା ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍ ଅଭିଯୋଗରେ ଗିରଫ କେନ୍ଦ୍ରାପଡ଼ା ଯୁବକ ହବିବୁର୍ ରେହମାନ୍କୁ ଜେରା କରିବ। ହବିବୁର୍ର ଓଡ଼ିଶା ଲିଙ୍କ୍...
କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ – ୨୨ ମୃତ, ଅନେକ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି।
କେରଳରେ ପ୍ରଳୟଙ୍କରୀ ବନ୍ୟା ଓ ଭୂସ୍ଖଳନ। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଆସିଛି ବନ୍ୟା। ବିଭିନ୍ନ ସ୍ଥାନରେ...
ଏନଡିଏକୁ ଢଳୁଛି ବିଜେଡି! ଧର୍ମେନ୍ଦ୍ର କହିଲେ, ଓଡ଼ିଶାରେ ନିଜ ଦମ୍ରେ ଲଢ଼ିବୁ ନିର୍ବାଚନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ୨୦୧୯ରେ ବିଜେପି ନିଜ ଦମ୍ରେ ନିର୍ବାଚନ ଲଢ଼ିବ।
ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ ଦେବା ପରେ...
ମାଲକାନଗିରି ଜିଲ୍ଲାରେ ପୁଣି ମାଓବାଦୀ ତାଣ୍ଡବ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜିଲ୍ଲାରେ ପୁଣି ମାଓବାଦୀ ଉପଦ୍ରବ। ଜଣେ ବ୍ୟକ୍ତିଙ୍କୁ ନକ୍ସଲମାନେ ହତ୍ୟା କରିଥିବା ବେଳେ ରେଳ ଧାରଣା ଓପାଡ଼ି ଦେଇଛନ୍ତି।
ମାଲକାନଗିରି ସୀମାରେ ପୁଣି ମାଓବାଦୀ ତାଣ୍ଡବ। ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କମଳା...
ବହିର ମଲାଟ ବଦଳାଇ ଲେଖକ ସାଜିଥିବା ଠକ ଧରାପଡ଼ିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜକୁ ଜଣେ ବିଶିଷ୍ଟ ଲେଖକ ଏବଂ ଏକ ବିଦେଶୀ ବିମାନ ଚଳାଚଳ ସଂସ୍ଥାର ପଦସ୍ଥ ଅଧିକାରୀ ରୂପେ ଉପସ୍ଥାପନ କରି ଲୋକଙ୍କୁ ଭୂଆଁ ବୁଲାଇ ଟଙ୍କା ଠକି ନେଉଥିବା ୨୪ ବର୍ଷର...
ଚଉଦ ବର୍ଷ ଜେଲରେ ରହି ମୃତ୍ୟୁ ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ହତ୍ୟା ଅଭିଯୁକ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପତ୍ନୀହତ୍ୟା ଅଭିଯୋଗରେ ତଳକୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡାଦେଶ ପାଇଥିବା ବିମଳେନ୍ଦୁଙ୍କୁ କଲିକତା ହାଇକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। କିନ୍ତୁ ଏହି ରାୟ ଶୁଣିବାକୁ ସେ ଆଉ ନାହାନ୍ତି। ଦୁଇବର୍ଷ ଆଗରୁ ତାଙ୍କର...





















