ଟଙ୍କା ପାଇଁ ପୁଅର ଶବକୁ କାନ୍ଧରେ ୫ କିଲୋମିଟର ପର୍ଯ୍ୟନ୍ତ ବୋହିଲେ ପରିବାର ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦାରିଦ୍ର୍ୟର ଆଉ ଏକ ଜ୍ଵଳନ୍ତ ଉଦାହରଣ। ସାପ କାମୁଡ଼ାରେ ପୁଅ ମରିଯିବା ପରେ ଶବ ବ୍ୟବଛେଦ କଲେ ସରକାରୀ ସହାୟତା ମିଳିବା ଆଶାରେ ପୁଅର ଶବକୁ କାନ୍ଧରେ ଧରି ୫କିଲୋମିଟର ପର୍ଯ୍ୟନ୍ତ...

ଆଶାକର୍ମୀଙ୍କ ମୁହଁରେ ଫୁଟିଲା ହସ – ଆର୍ଥିକ ସହାୟତା ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଶାକର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଆଶା ଅବ୍ୟାହତି ଯୋଜନା’ ଅନ୍ତର୍ଗତ ଏକକାଳୀନ ଆର୍ଥିକ ସହାୟତା ରାଶିକୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଆଶାକର୍ମୀଙ୍କ ମୁହଁରେ ଫୁଟିଲା...

ଓଆରଏଚଡିସି ଦୁର୍ନୀତି ମାମଲା – ଆଇଏଏସ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଆରଏଚଡିସି ଦୁର୍ନୀତି ମାମଲାରେ ଆଇଏଏସ ବିନୋଦ କୁମାର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ଭିଜିଲାନ୍ସ କୋର୍ଟ  ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ଭିଜିଲାନ୍ସ କୋର୍ଟ। ଆଇଏଏସ ବିନୋଦ...

ବିଶ୍ୱର ଏକମାତ୍ର ଦମ୍ପତି ଭାବେ ଦୁଇଥର ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଆ ଦମ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଦମ୍ୟ ଇଚ୍ଛାଶକ୍ତି ଓ ଆପ୍ରାଣ ଚେଷ୍ଟା ଆଗରେ ହାର ମାନିଛି ବୟସ। ଏହାର ନିଚ୍ଛକ ଉଦାହରଣ ହେଲେ ପୁରୀର ୬୫ ବର୍ଷୀୟ ଦୁର୍ଗାଚରଣ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋତ୍ସା ମିଶ୍ର।...

ବର୍ଷାରେ ଧୋଇଗଲା ଲର୍ଡସ ଟେଷ୍ଟର ପ୍ରଥମ ଦିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲଗାଣ ବର୍ଷା ପାଇଁ ଐତିହାସିକ ଲର୍ଡସ ପଡ଼ିଆରେ ଆୟୋଜିତ  ହେଉଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ୍‌ର ପ୍ରଥମ ଦିନ ଖେଳକୁ ବାତିଲ କରି ଦିଆଯାଇଛି। ଗୁରୁବାରଠାରୁ ଲର୍ଡସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ଭାରତ...

ରାଜ୍ୟସଭା ନିର୍ବାଚନ – ରାହୁଲଙ୍କ ରଣନୀତି ଉପରେ ଉଠିଲା ପ୍ରଶ୍ନ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀ ଏକତାକୁ ଲାଗିଛି ବଡ଼ ଝଟ୍‌କା। ସମସ୍ତେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରଣନୀତି ଉପରେ ଆଙ୍ଗୁଳି ଉଠାଇଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଗୁରୁବାର...

ଏହି ବଲିଉଡ ଷ୍ଟାରମାନେ ନିଜଠାରୁ ବୟସରେ ସାନ ବ୍ୟକ୍ତିଙ୍କୁ ବାହା ହୋଇଛନ୍ତି

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ପ୍ରିୟଙ୍କା ଚୋପ୍ରା ତାଙ୍କଠାରୁ ଦଶବର୍ଷ ସାନ ନିକ ଜୋନ୍‌ସଙ୍କୁ ବାହା ହେବେ ବୋଲି ଚର୍ଚ୍ଚା ହେଉଛି। ହେଲେ ଜାଣନ୍ତି କି ଆଗରୁ ବି ନିଜଠାରୁ ବୟସରେ ସାନ ବ୍ୟକ୍ତିଙ୍କୁ ବାହା...

ପୋଲିସ ଚାକିରି ପାଇଁ ଦେଉଥିଲେ ଇଣ୍ଟରଭ୍ୟୁ, ଚାଲିଗଲା ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲିସ କନଷ୍ଟେବଳ ଇଣ୍ଟରଭ୍ୟୁ ବେଳେ ଅଘଟଣ। କଟକରେ ଦୌଡ଼ ପ୍ରତିଯୋଗିତା ଚାଲିଥିବା ବେଳେ ଜଣେ ଆଶାୟୀଙ୍କର ମୃତ୍ୟୁ ଘଟିଛି। 'ପୋଲିସ ଚାକିରି କରିବି। ନିଜ ଗୋଡ଼ରେ ନିଜେ ଛିଡ଼ା ହେବି' - ଏମିତି...

ଚିଦାମ୍ବରମ୍ ମାରିଲେ ବାଣ – କହିଲେ, “ନିଜ ଗୋଡ଼ରେ ନିଜେ ଗୁଳି ମାରିଛି ବିଜେଡି”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି ସମର୍ଥନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂ ହୋଇଛନ୍ତି ରାଜ୍ୟସଭା ଉପାଧ୍ୟକ୍ଷ। ବିରୋଧୀ ଦଳର ପ୍ରାର୍ଥୀ ବି କେ ହରିପ୍ରସାଦ ପରାଜିତ ହୋଇଛନ୍ତି। ଏହାକୁ ନେଇ ରାଜନୀତିରେ ଆରୋପ ପ୍ରତ୍ୟାରୋପ...

ପାଣିଘେରରେ ଆଦର୍ଶ ବିଦ୍ୟାଳୟ, କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଣିଘେରରେ କେନ୍ଦ୍ରାପଡ଼ା ଜିଲ୍ଲାର ଆଦର୍ଶ ବିଦ୍ୟାଳୟ। ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା ଏବଂ କ୍ୟାମ୍ପସରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଥିବାରୁ ଛାତ୍ରଛାତ୍ରୀ ଅସୁବିଧା ଭୋଗୁଛନ୍ତି। କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ତରାଣ୍ଡୋଠାରେ ଥିବା ଓଡ଼ିଶା ଆଦର୍ଶ...