ନୂଆ ଜୀବନ ପାଇଲେ ଶ୍ରମିକ, ପେଟରେ ପଶି ପିଠି ପଟେ ବାହାରିଥିଲା ଲୁହାଛଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଲକାତା ନିକଟ ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁରର ଘଟଣା ୪୦ କିଲୋମିଟର ଦୂର ମେଡିକାଲକୁ ଆସିଲେ ଶ୍ରମିକ ସାଢ଼େ ତିନି ଘଣ୍ଟାର ଅପରେସନ ପରେ ବାହାରିଲା ଲୁହାଛଡ଼ କଟରରେ କଟାଗଲା...

ଶ୍ରୀମନ୍ଦିର ସଂସ୍କାର ଚିନ୍ତା! ଜନଶୁଣାଣି ବେଳେ ସେବାୟତ କଲେ ବିରୋଧ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ଜନଶୁଣାଣି ବନ୍ଦ କୋଠରୀରେ ଜନଶୁଣାଣିକୁ ବିରୋଧ ସେବାୟତ କହିଲେ ଓପନ ଫୋରମ୍‌ରେ ହେଉ ଜନଶୁଣାଣି ଜନଶୁଣାଣିକୁ ବର୍ଜନ କଲେ ସେବାୟତ ଅଗଷ୍ଟ ଶେଷ ସୁଦ୍ଧା ଆଇନ...

ପାରାଦୀପ ରାଜନୀତି ଗରମ୍ – ଦାମଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ବିଭୁ ତରାଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଜଣକ ପରେ ଜଣେ କଂଗ୍ରେସ ନେତା ଟାର୍ଗେଟ କରୁଛନ୍ତି। ବାପି ସାର୍ଖେଲଙ୍କ ପରେ ବିଭୁ ତରାଇ ଦାମଙ୍କୁ କରିଛନ୍ତି ସମାଲୋଚନା। କଂଗ୍ରେସ ନେତା ବାପି ସର୍ଖେଲଙ୍କ...

ବଞ୍ଚିବ ମଲା ପୁଅ! ଗୁରୁଙ୍କ ଫଟୋ ତଳେ ପୁଅର ଶବ ରଖି ଧ୍ୟାନରେ ବସିଲେ ବାପା, ମା’

କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ ଅନ୍ଧ ବିଶ୍ୱାସର ମାୟା ଜାଲରୁ ମୁକୁଳି ପାରୁନି ମଣିଷ। ପୁଅ ମରିଯିବା ପରେ ବି ତାକୁ ବଞ୍ଚାଇବା ପାଇଁ ଘର ଲୋକ ଗୁରୁଙ୍କ ଫଟୋ ତଳେ ଶରଣ ପସିଲେ। ଏହି...

ଖୁବଶିଘ୍ର ପରଦାକୁ ଆସୁଛି ଫିଲ୍ମ ‘ବତି ଗୁଲ ଔର୍ ମିଟର ଚାଲୁ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଫିଲ୍ମ ‘ବତି ଗୁଲ୍‌ ମିଟର୍‌ ଚାଲୁ’ର ଟ୍ରେଲର୍‌ ରିଲିଜ୍‌। ‘ବତି ଗୁଲ୍‌ ମିଟର୍‌ ଚାଲୁ’ ସିନେମାର ଟ୍ରେଲର୍‌ ରିଲିଜ୍‌। ଶାହିଦ‌ କପୁର ଓ ଶ୍ରଦ୍ଧା କପୁର ଷ୍ଟାରର ଏହି ଫିଲ୍ମ ବିଦ୍ୟୁତ...

ମହାରାଷ୍ଟ୍ରର କ୍ରାନ୍ତି ବନ- ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାଁରେ ସାତ ଶହ ଗଛ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରର କ୍ରାନ୍ତି ବନରେ ଲାଗିଛି ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାଁରେ ସାତ ଶହ ଗଛ। କେଉଁ ଗଛର ନାଁ ଚନ୍ଦ୍ରଶେଖର ଆଜାଦ ତ ଆଉ କେଉଁଟିର ବିର୍ସା ମୁଣ୍ଡା। ସ୍ଵାଧୀନତା ସଂଗ୍ରାମୀମାନଙ୍କ ନାଁରେ ନାମିତ...

୩ ଲକ୍ଷ ସବସ୍କ୍ରାଇବର୍ କ୍ଲବରେ ଓଡ଼ିଶାଲାଇଭ୍ ୟୁଟ୍ୟୁବ ଚ୍ୟାନେଲ

ଓଡ଼ିଶାଲାଇଭ୍ ବ୍ୟୁରୋ  ଡିଜିଟାଲ ମିଡିଆରେ ଦେଶବିଦେଶର ଦର୍ଶକଙ୍କୁ ଓଡ଼ିଶା ସହ ଯୋଡ଼ୁଛି ଓଡ଼ିଶାଲାଇଭ୍‌। ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଚ୍ୟାନେଲ୍ ପୁଣି ଏକ ମାଇଲଖୁଣ୍ଟ ହାସଲ କରିଛି। ଗୁରୁବାରଦିନ ଏହି ସୋସିଆଲ ମିଡିଆ ଚ୍ୟାନେଲର ସବସ୍କ୍ରାଇବର୍‌ ସଂଖ୍ୟା ପହଞ୍ଚିଛି...

ମୋଦି କହିଲେ – ‘ଧନ୍ୟବାଦ ନବୀନବାବୁ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କ ପାଇଁ ବିଜେଡିର ସମର୍ଥନ ଲୋଡ଼ିଥିଲେ ନରେନ୍ଦ୍ର ମୋଦି। ବିଜେଡି ସମର୍ଥନ ଦେବା ପରେ ଆଜି ମୋଦି ଫୋନରେ ନବୀନଙ୍କୁ ଦେଇଛନ୍ତି ଧନ୍ୟବାଦ। ରାଜ୍ୟସଭା ଉପାଧ୍ୟକ୍ଷ...

ମହଙ୍ଗା ପଡ଼ିଲା କିକି ଷ୍ଟଣ୍ଟ୍‌, ତିନି ଦିନ ପାଇଁ ଷ୍ଟେସନ ସଫା କରିବାକୁ ତିନି ଯୁବକଙ୍କୁ ନିର୍ଦ୍ଦେଶ ଦେଲେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହଙ୍ଗା ପଡ଼ିଲା କିକି ଷ୍ଟଣ୍ଟ୍‌, ତିନି ଦିନ ପାଇଁ ଷ୍ଟେସନ ସଫା କରିବାକୁ ତିନି ଯୁବକଙ୍କୁ ନିର୍ଦ୍ଦେଶ ଦେଲେ ରେଳବାଇ କୋର୍ଟ। ମହଙ୍ଗା ପଡ଼ିଲା କିକି ଚ୍ୟାଲେଞ୍ଜ। ମୁମ୍ବାଇର ଲୋକାଲ ଟ୍ରେନ୍‌ ଆଗରେ...

ଅନନ୍ତ ବାସୁଦେବ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ରୋଷଶାଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନନ୍ତ ବାସୁଦେବ ମନ୍ଦିରରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ରୋଷଶାଳାର ୨୨ ବଖରା ଘର ନିଆଁରେ ପୋଡ଼ି ଯାଇଛି। ରୋଷଘର ଛଣରେ ତିଆରି ହୋଇଥିବାରୁ ନିଆଁ ବ୍ୟାପି...