ଦେବଦୂତ ସାଜିଲେ ଯବାନ – ଗର୍ଭବତୀ ମହିଳାଙ୍କୁ ୭ କିଲୋମିଟର କାନ୍ଧରେ ବୋହିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି : ସୀମାନ୍ତ ଛତିଶଗଡ ରାଜ୍ୟର କୋଣ୍ଡାଗାଁ ଜିଲ୍ଲାରେ ଦେବଦୂତ ସାଜିଲେ ଆଇଟିବିଟି ଯବାନ। ଜଣେ ଗର୍ଭବତୀ ମହିଳାଙ୍କୁ ୭ କିଲୋମିଟର ଦୂରକୁ କାନ୍ଧରେ ବୋହିଲେ ଏହି ଯବାନମାନେ ଯବାନମାନଙ୍କ ଏଭଳି ମାନବିକତା...
ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା – ୧୩ଟି ଜିଲ୍ଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି ସମ୍ଭାବନା। ଏଥିପାଇଁ ସତର୍କ ରହିବାକୁ ୧୩ଟି ଜିଲ୍ଲାକୁ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
୧୩ଟି...
କେରଳରେ ବର୍ଷା ତାଣ୍ଡବ – ୨୯ ମୃତ, ବିଦେଶୀ ପର୍ଯ୍ୟଟକଙ୍କ ସହ ଅନେକ ନିଖୋଜ
ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳରେ ହେଉଥିବା ଲଗାଣ ବର୍ଷା ଓ ଭୂସ୍ଖଳନ ଫଳରେ ଏବେ ସୁଦ୍ଧା ୨୯ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଏହାସହ ଅନେକେ ନିଖୋଜ ଥିବା ମଧ୍ୟ କୁହାଯାଉଛି।
କେରଳରେ ଭୟଙ୍କର ବର୍ଷା...
ଟେନିସ୍ ନିଶା – ୭ ମାସର ଗର୍ଭବତୀ ଥାଇ ଟେନିସ୍ ଖେଳୁଛନ୍ତି ସାନିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଟେନିସ୍ ସୁନ୍ଦରୀ ସାନିଆ ମିର୍ଜା ଆସନ୍ତା ଅକ୍ଟୋବରରେ ମା’ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ନିଜକୁ ସୁସ୍ଥ ଏବଂ ସତେଜ ରଖିବା ଲାଗି ସେ ବିଭିନ୍ନ ବ୍ୟାୟାମ କରିବା ସହ ଟେନିସ୍...
ଆଣ୍ଡରସନଙ୍କ ବୋଲିଂ ଯାଦୁରେ ଭାରତ ଧରାଶାୟୀ – ୧୦୭ ରନରେ ଅଲଆଉଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବର୍ଷା ଭିଜା ଲର୍ଡସ ଟେଷ୍ଟ୍ର ଦ୍ୱିତୀୟ ଦିବସରେ ମାତ୍ର ୩୫.୨ ଓଭର ଖେଳ ସମ୍ଭବ ହୋଇଛି। ଭାରତ ୧୦୭ ରନ୍ରେ ଅଲଆଉଟ ହୋଇଯାଇଛି।
ଲର୍ଡସ ଟେଷ୍ଟ୍ରେ ଆଣ୍ଡରସନ୍ଙ୍କ କମାଲ୍। ଭାରତ ଓ ଇଂଲଣ୍ଡ...
ଏବେ ଓଲିଉଡରେ ସମ୍ବିତ୍ ଓ ଜ୍ୟୋତିଙ୍କ ଭିତରେ କଡା ଟକ୍କର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡରେ ଏବେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ନାୟକ ହେଲେ ସମ୍ବିତ୍ ଓ ଜ୍ୟୋତି। ଜାଣନ୍ତୁ ଏବେ ଏହି ଦୁହିଁଙ୍କ ଭିତରେ କିଭଳି ଜୋରଦାର ଟକ୍କର ଲାଗିଛି...
କିଛିବର୍ଷ ତଳେ ଓଲିଉଡର ଦୁଇ...
ଭଲ କାମ କରୁଥିବା ସଙ୍ଗଠନକୁ ନଭେମ୍ବର ୨୫ରେ ପୁରସ୍କୃତ କରିବ ‘ୟେସ ଉଇ କ୍ୟାନ’
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବର ୨୫ ତରିଖରେ ଭୁବନେଶ୍ୱରର ମେଫେଆର କନଭେନ୍ସନ୍ ହଲରେ ୟେସ ଉଇ କ୍ୟାନ ପକ୍ଷରୁ ସ୍ୱତନ୍ତ୍ର ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ୧୧ଟି ବିଷୟରେ ଭଲ କାମ କରୁଥିବା ସଙ୍ଗଠନମାନଙ୍କୁ...
ଟିଟୋର ପଲିଟିକାଲ ଲିଙ୍କ୍ – ବଡ଼ଚଣା ବିଧାୟକଙ୍କ ନାଁରେ ଫେରାଦ ହେଲା କଂଗ୍ରେସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ୟାଙ୍ଗଷ୍ଟର ଟିଟୋର ପଲିଟିକାଲ ଲିଙ୍କ୍କୁ ନେଇ ଚର୍ଚ୍ଚା ଥମୁନି। ଟିଟୋ ସହ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ବିଧାୟକଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଥିବା ବେଳେ ଆଜି କଂଗ୍ରେସ କିନ୍ତୁ ବଡ଼ଚଣା ବିଧାୟକ...
ପୁରୀରେ ଆଉ ୫ଟି ବ୍ୟାଟେରୀ ଚାଳିତ ଗାଡ଼ି ଶୁଭାରମ୍ଭ କଲା ନାଲକୋ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀକ୍ଷେତ୍ର ପୁରୀରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସୁବିଧା ନିମନ୍ତେ ଆଉ ୫ଟି ବ୍ୟାଟେରୀ ଚାଳିତ ଗାଡ଼ିର ଶୁଭାରମ୍ଭ କରିଛି ନାଲ୍କୋ। ଏହି ସେବାରେ ମହିଳା ଓ ଶିଶୁମାନଙ୍କୁ ସାମିଲ କରିବା...
ମାଲକାନଗିରି ଜିଲ୍ଲାରେ ପୁଣି ଲଜ୍ୟା – ନାବାଳିକାକୁ ଦୁଷ୍କର୍ମ, ଥାନାରେ ଏତଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କିଛିଦିନ ହେଲା ଲଜ୍ୟାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଚଳିତ ସପ୍ତାହରେ ତିନିଟି ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି।
ଶିଖାପାଲି ବାଳିକା ସେବାଶ୍ରମରେ ଛାତ୍ରୀ ମୃତ୍ୟୁ, ଗୁମୁକାରରେ ଆଦିବାସୀ ଦୁଇ...





















