ବିଜେଡିକୁ ଘାରିଛି ସିବିଆଇ ଭୟ: ନିରଞ୍ଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ  ବିଜେଡି ସମର୍ଥନ କରିବା ପରେ ରାଜ୍ୟ ରାଜନୀତିରେ କମ୍ପନ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ବାଣ ମାରିଛନ୍ତି।...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି – ପ୍ଲାଷ୍ଟିକ୍ ପାଣି ବୋତଲ ଫେରାଇଲେ ଏଣିକି ମିଳିବ ଟଙ୍କା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଣିକି ଓମ୍ଫେଡ୍ ଜରି, ପ୍ଲାଷ୍ଟିକ୍‌ ପାଣି ବୋତଲ ଫେରାଇଲେ ଟଙ୍କା ମିଳିବ। ଓମ୍ଫେଡ୍ ଜରି, ପ୍ଲାଷ୍ଟିକ୍‌ ପାଣି ବୋତଲ ଫେରାଇଲେ...

ଭିନ୍ନ ଢଙ୍ଗରେ ‘କ୍ରାନ୍ତି ଦିବସ’ ପାଳିଲେ ଶ୍ରୀମନ୍ଦିର ସେବାୟତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରାନ୍ତି ଦିବସକୁ ଭିନ୍ନ ଢଙ୍ଗରେ ପାଳିଛନ୍ତି ପୁରୀ ଶ୍ରୀମନ୍ଦିର ସେବାୟତ। ଆଜି ଅଗଷ୍ଟ ୯ ତାରିଖ। ସାରା ଭାରତରେ ପାଳନ ହେଉଛି କ୍ରାନ୍ତି ଦିବସ। ଅଗଷ୍ଟ ୯ ତାରିଖ ଭାରତର ସ୍ଵାଧୀନତା ଇତିହାସରେ...

୨୧ ବର୍ଷ ପରେ ବଦଳିଲା ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମର ରୂପରେଖ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବ ନୂଆ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପ୍ରଚଳିତ ଡାକ୍ତରୀ ଶିକ୍ଷା  ପାଠ୍ୟକ୍ରମ ଅନୁସାରେ ଡାକ୍ତରୀ ଛାତ୍ରଛାତ୍ରୀମାନେ ଶିକ୍ଷାରମ୍ଭର ତୃତୀୟ ବର୍ଷରେ ହିଁ ଡାକ୍ତରଖାନା ଯାଇ ରୋଗୀଙ୍କ ଚିକିତ୍ସା ଦେଖିବାର ସୁଯୋଗ...

ନବଜାତ ଶିଶୁକନ୍ୟାକୁ ବୁଦା ମୂଳରେ ଫୋପାଡି ଦେଇ ଚାଲିଗଲା ମା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ହଦଗଡ଼ ଜଙ୍ଗଲ ନିକଟରୁ ଥିବା ଏକ ବୁଦା ମୂଳରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି। ନାରୀମାନଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଥିଲେ...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବିଷୟରେ ଜାଣନ୍ତୁ କିଛି ଅଜଣା ତଥ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ସରିଛି ନିର୍ବାଚନ। ହରିବଂଶ ନାରାୟଣ ସିଂହ ହୋଇଛନ୍ତି ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ। ରାଜ୍ୟସଭାର ଉପାଧ୍ୟକ୍ଷ ଚୟନ ପ୍ରକ୍ରିୟା ଆଜିକୁ ପ୍ରାୟ ୪୯ବର୍ଷ ପୂର୍ବରୁ ହୋଇଥିଲା। ପୂର୍ବରୁ...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ – ବାଜି ମାରିଲେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କ ବାଜିମାତ୍‌। ହରିବଂଶ ନାରାୟଣ ସିଂହ ହେଲେ ରାଜ୍ୟସଭାର ନୂଆ ଉପାଧ୍ୟକ୍ଷ। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ହରାଇଛନ୍ତି ଏନଡିଏ ପ୍ରାର୍ଥୀ...

ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ – କୋହଲିଙ୍କ ଉପରେ ସମସ୍ତଙ୍କ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ-ଇଂଲଣ୍ଡ ଟେଷ୍ଟ୍‌ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଆଜିଠାରୁ ଐତିହାସିକ ଲର୍ଡସ୍‌ ପଡ଼ିଆରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡର ବିଜୟ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୨ୟ...

ବଲିଉଡ ଷ୍ଟାରଙ୍କ ରହସ୍ୟମୟ ଆଫେଆର

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ କେତେକ କଳାକାରଙ୍କ ପ୍ରେମ ସମ୍ପର୍କ ଏବେ ବି ରହସ୍ୟଘେରରେ ରହିଛି। ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା... ବଲିଉଡରେ ଷ୍ଟାରମାନେ ଅନେକ ସମୟରେ ଆଫେଆର୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର...

ହକି ବିଶ୍ୱକପ୍ ପାଇଁ ଝଲସିବ ଭୁବନେଶ୍ୱର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଚିବାଳୟରେ ସମୀକ୍ଷା ବୈଠକ ରାଜଧାନୀ ରାସ୍ତାକଡ଼ରେ ହେବ ବନୀକରଣ ରାସ୍ତାକଡ଼ କାନ୍ଥରେ ଅଙ୍କା ଯିବ ଚିତ୍ର ବସ୍‌ଷ୍ଟାଣ୍ଡ ଓ ସିଟି ବସ୍‌ ହକି ରଙ୍ଗରେ ସଜେଇ ହେବ ସବୁ ଜିଲ୍ଲାରେ...