ମୁମ୍ବାଇ ଗଲେ ନବୀନ – ଶିଳ୍ପପତିଙ୍କୁ ଭେଟିବେ, ରୋଡ ସୋ’ରେ ସାମିଲ୍ ହେବେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ଦିନ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ନିବେଶକ ଓ ଶିଳ୍ପପତିମାନଙ୍କୁ ଭେଟିବେ। ଓଡ଼ିଶା ପ୍ରତି ନିବେଶକମାନଙ୍କୁ ଆକୃଷ୍ଟ କରିବା ପାଇଁ ନବୀନ...
ମହିଳାଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ୩୧ ଦିନରେ ତେଲେଙ୍ଗାନାର ୩୧ ଜିଲ୍ଲା ବୁଲିଲେ ସ୍ୱେଚ୍ଛାସେବୀ ଶ୍ରବ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦର ମହିଳା ସ୍ୱେଚ୍ଛାସେବୀ ଶ୍ରବ୍ୟା ରେଡ୍ଡି ଗାଁ ଗହଳିରେ ରହୁଥିବା ମହିଳାମାନଙ୍କର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିବା ପାଇଁ ୩୧ ଦିନରେ ତେଲେଙ୍ଗାନାର ୩୧ଟି ଜିଲ୍ଲା ବୁଲି ପ୍ରାୟ ଏକ ହଜାର...
ଗୋଟିଏ ମାଛର ଦାମ ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇ ଉପକୂଳରେ ଗତ ରବିବାର ଦିନ ବିକ୍ରି ହୋଇଥିବା ଗୋଟିଏ ମାଛର ଦର ଶୁଣିଲେ ଯେ କେହି ବି ସହଜରେ ବିଶ୍ୱାସ କରିବେ ନାହିଁ। ତିରିଶି କିଲୋଗ୍ରାମ ଓଜନର ଏହି ଘୋଲ...
ଆନ୍ଧ୍ରପ୍ରଦେଶରେ ବିଶ୍ୱର ପ୍ରଥମ ଥର୍ମାଲ୍ ବ୍ୟାଟେରି କାରଖାନା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ସର୍ବପ୍ରଥମ ଥର୍ମାଲ ବ୍ୟାଟେରି କାରଖାନା ସ୍ଥାପନ ହେବ। ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଅମରାବତୀରେ ସ୍ଥାପିତ ହେବ ଏହି କାରଖାନା।
ଆନ୍ଧ୍ରପ୍ରଦେଶରେ ସ୍ଥାପିତ ହେବ ବିଶ୍ୱର ସର୍ବପ୍ରଥମ ଥର୍ମାଲ ବ୍ୟାଟେରି କାରଖାନା। ଆନ୍ଧ୍ରପ୍ରଦେଶର...
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗ – ହରିବଂଶଙ୍କୁ ସମର୍ଥନ ପାଇଁ ନବୀନଙ୍କୁ ଅନୁରୋଧ କଲେ ନୀତିଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହାକୁ ନେଇ ଅଙ୍କେୋ ଆରମ୍ଭ ହୋଇଯାଇଛି।
ଏହି ପ୍ରସଙ୍ଗରେ ମଙ୍ଗଳବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏନ୍ଡିଏ...
ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ – ମେଜରଙ୍କ ସମେତ ୪ ଜଣ ସହିଦ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର କାଶ୍ମୀର ବାନ୍ଦିପୋରର ଗୁରେଜ ସେକ୍ଟରରେ ପାକିସ୍ତାନୀ ଆତଙ୍କବାଦୀ ଗୁଳି ବର୍ଷଣ କରିବା ସହ ମୋର୍ଟାର ମାଡ଼ କରିଛି। ଏଥିରେ ୪ ଜଣ ଯବାନ ସହିଦ୍ ହୋଇଛନ୍ତି।
ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ...
ଦେଶବ୍ୟାପୀ ଚାଲିଛି ଧର୍ମଘଟ – ଯାତାୟତ ବାଧାପ୍ରାପ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମୋଟର ଭେଇକିଲ୍ ଆକ୍ଟ ୧୯୮୮ର ସଂଶୋଧନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି।
ପରିବହନ ଶିଳ୍ପ ଉପରେ...
ଲଗାଣ ବର୍ଷା ଯୋଗୁଁ ଶ୍ରୀମନ୍ଦିର ଜଗମୋହନରୁ ଗଳୁଛି ପାଣି – ସେବାୟତ କଲେ ଅଭିଯୋଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିରର ଜଗମୋହନରୁ ଗଳୁଛି ବର୍ଷାଜଳ। ପାଣି ଝରି ବଲ୍ଲଭପିଣ୍ଡିରେ ଲଗାଯାଇଥିବା ଚାନ୍ଦୁଆ ଓଦା ହୋଇଯାଇଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି।
ଲଘୁଚାପ ବର୍ଷା ପୁରୀ ସହର ବେହାଲ। ପ୍ରବଳ ବର୍ଷା ଯୋଗୁଁ...
ବର୍ଷାରେ ସାରା ରାଜ୍ୟ ବେହାଲ – ଝଡ଼ତୋଫାନ ସହ ଆହୁରି ବର୍ଷିବ, ୧୦ଟି ଜିଲ୍ଲାକୁ ସତର୍କ ସୂଚନା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ କଟକ ଓ ଖୋର୍ଦ୍ଧାରେ ସମସ୍ତ ସ୍କୁଲ ଓ କଲେଜକୁ ଆଜି ଦିନକ ପାଇଁ ଛୁଟି ଘୋଷଣା...
ଫେରୁଛି ହରର୍ ସିନେମାର ଜମାନା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଏବେ ନିର୍ଦ୍ଦେଶକମାନେ ଦର୍ଶକଙ୍କୁ ଡରାଇବା ପାଇଁ ତିଆରି କରୁଛନ୍ତି ହିନ୍ଦୀ ସିନେମା। ଲାଗୁଛି ସତେ ଯେମିତି ହରର୍ ସିନେମାର ଜମାନା ଫେରୁଛି।
ବଲିଉଡରେ ପ୍ରତିବର୍ଷ ଭିନ୍ନ ଭିନ୍ନ ସ୍ୱାଦର ସିନେମା...





















