ନାଲକୋ ଅଫିସ୍ ପରିଦର୍ଶନ କଲେ ଗଜପତି ମହାରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ନାଲ୍‌କୋ ନିଗମ କାର୍ଯ୍ୟାଳୟକୁ ଗସ୍ତ କରି କମ୍ପାନିର ଅଧ୍ୟକ୍ଷ, ନିର୍ଦ୍ଦେଶକ ଏବଂ ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ନାଲ୍‌କୋ ଅନ୍ତର୍ଜତୀୟ...

ପାଟକୁରା ତେଣ୍ଡାଗୁଡ଼ା ଗାଁରୁ ଆତଙ୍କବାଦୀ, ହବିବୁର୍ ରହମାନର ଘର ଠାବ କଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଧରା ପଡ଼ିଥିବା କୁଖ୍ୟାତ ଆତଙ୍କବାଦୀ ହବିବୁର ରହମାନର ଘର କେନ୍ଦ୍ରାପଡା ଜିଲ୍ଲାରେ କୁହାଯାଉଥିବା ବେଳେ ତାହାର ନିର୍ଦ୍ଦିଷ୍ଟ ଠିକଣା ପାଇବାକୁ କେନ୍ଦ୍ରାପଡ଼ା ପୋଲିସକୁ...

ତେଜିଲା ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୋର୍ ଧରିଲା ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନର ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କେନ୍ଦ୍ର ଉପରେ ଚାପ ପକାଇବା ପାଇଁ ଦାବି କରିଛନ୍ତି।...

ଟିଟୋକୁ ଦିନିକିଆ ରିମାଣ୍ଡରେ ନେଲା ମାର୍ଶାଘାଇ ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଟିଟୋ। କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ପରେ ମାର୍ଶାଘାଇ ଥାନା ପୋଲିସ ଟିଟୋକୁ ଦିନିକିଆ ରିମାଣ୍ଡରେ ନେଇଛି। ଏସ୍‌ଟିଏଫ୍‌ ପରେ ଗତ ୪ ଓ ୫ ତାରିଖରେ ଟିଟୋକୁ...

୨୦ ବର୍ଷ ହେଲା କୁଷ୍ଠ ରୋଗରେ ଛଟପଟ ବୁଦ୍ଧିଆ, ଖୋଜୁଛନ୍ତି ବଞ୍ଚିବାର ରାହା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଖୁଣ୍ଟା ବ୍ଲକର ବୁଦ୍ଧିଆ ସିଂ କୁଷ୍ଠ ରୋଗ ପାଇଁ ଏକ ଘରିକିଆ ଆହା ପଦେ କହିବାକୁ କେହି ନାହିଁ ତାଙ୍କ ପାଇଁ ସରକାରୀ ଯୋଜନା ନାଲିଫିତା ତଳେ ଜନ୍ମଠୁ ନେଇ...

ବିଗୁଡ଼ୁଛି କରୁଣାନିଧିଙ୍କ ସ୍ୱାସ୍ଥ୍ୟ, ହସ୍ପିଟାଲ ବାହାରେ ସମର୍ଥକଙ୍କ ଭିଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍ କରୁଣାନିଧିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଛି। ଆସନ୍ତା ୧୪ ଘଣ୍ଟା କରୁଣାନିଧିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା...

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ, ଜଣେ ଅଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଥିବା ଜନୈକା ନାବାଳିକାଙ୍କୁ ଜଣେ କୃଷି ବୈଜ୍ଞାନିକ ଅସଦାଚରଣ କରିଥିବା ଆଜି କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ କେନ୍ଦ୍ରାପଡ଼ା ସଦର ଥାନା...

ବ୍ରହ୍ମ ବିଭ୍ରାଟକୁ ତିନି ବର୍ଷ, କେବେ ସାର୍ବଜନୀନ ହେବ ତଦନ୍ତ ରିପୋର୍ଟ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମ ବିଭ୍ରାଟକୁ ତିନି ବର୍ଷ ବିତିଯାଇଥିଲେ ହେଁ ଏହା ପଛରେ କାରଣ କ'ଣ ଥିଲା ତାହାସ୍ପଷ୍ଟ କରୁନାହିଁ ପ୍ରଶାସନ। ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦ ଥମିବା ନାଁ ଧରୁନାହିଁ। ଗୋଟିଏ ପରେ ଗୋଟିଏ...

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ବାଜିଲା ବିଗୁଲ୍, ବିଜେଡି ଉପରେ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ କ'ଣ କରିବ ବିଜେଡି? କାହାକୁ ସମର୍ଥନ କରିବ ନା ସମଦୂରତ୍ୱ କାର୍ଡ ଖେଳିବ ତାକୁ ନେଇ ବଢ଼ିଛି ଚର୍ଚ୍ଚା। ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌।...

ସାଇନସ୍ ପାର୍କ ବସ୍ତି ଉଚ୍ଛେଦ, ନିର୍ମାଣ ହେବ ବକ୍ସ ଡ୍ରେନ ପ୍ଲାନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଚାର୍ଯ୍ୟ ବିହାର ଅଂଚଳରେ ଥିବା ସାଇନସ୍ ପାର୍କ ବସ୍ତିର ଉଚ୍ଛେଦ କାର୍ଯ୍ୟ ସଫଳ ହୋଇଛି। ଉଚ୍ଛେଦ ସମୟରେ ଉଚ୍ଛେଦକାରୀ ଦଳଙ୍କୁ ବହୁ ପ୍ରତିରୋଧର ସାମନା କରିବାକୁ ପଡିଥିଲା। ଆଚାର୍ଯ୍ୟ ବିହାର ଅଂଚଳରେ ଏକ...