ଇତିହାସରେ ପ୍ରଥମ – ସୁପ୍ରିମକୋର୍ଟରେ ଏକକାଳୀନ ୩ କାର୍ଯ୍ୟରତ ମହିଳା ବିଚାରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଡ୍ରାସ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦିରା ବାନାର୍ଜୀଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ପଦୋନ୍ନତି ମିଳିବା ପରେ ସର୍ବୋଚ୍ଚ ଅଦାଲତରେ ମହିଳା ବିଚାରପତି ସଂଖ୍ୟା ପ୍ରଥମଥର ପାଇଁ ୩ରେ ପହଞ୍ଚିଛି। ସୁପ୍ରିମ୍‌କୋର୍ଟର ଅଷ୍ଟମ ମହିଳା...

ନିଜକୁ ‘ବାଲ୍ଡ ବିୟୁଟି’ କହିଲେ ସୋନାଲି ବେନ୍ଦ୍ରେ – ଜାଣନ୍ତୁ କାହିଁକି?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଲଣ୍ଡା ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। କୌଣସି ଫିଲ୍ମରେ ଅଭିନୟ ପାଇଁ ନୁହେଁ ବରଂ କ୍ୟାନସର ରୋଗ ପାଇଁ କେମୋ ନେଉଥିବାରୁ ତାଙ୍କୁ ଲଣ୍ଡା ହେବାକୁ ପଡ଼ିଛି। ହାଇଗ୍ରେଡ୍‌ କ୍ୟାନସରରେ...

ଆତଙ୍କବାଦୀ ଲିଙ୍କରେ ନୂଆଦିଲ୍ଲୀରୁ ଓଡ଼ିଆ ଯୁବକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆତଙ୍କବାଦୀ ସଙ୍ଗଠନ ସହ ଲିଙ୍କ୍‌ ଅଭିଯୋଗରେ ଗିରଫ ହେଲେ ଓଡ଼ିଆ ଯୁବକ ହବିବୁର ରହମାନ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ (ଏନ୍‌ଆଇଏ) ହବିବୁରକୁ ଗିରଫ...

ପରଦାକୁ ଫେରୁଛନ୍ତି ଦୀପକ-ପିଙ୍କି ପ୍ରିୟଦର୍ଶିନୀଙ୍କ ହିଟ୍ ଯୋଡି

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡକୁ ଫେରୁଛନ୍ତି ଏକ ପୁରୁଣା ହିଟ୍ ଯୋଡ଼ି। ଏହି ଯୋଡ଼ି ହେଲେ ଦୀପକ-ପିଙ୍କି ପ୍ରିୟଦର୍ଶିନୀ। ଆସନ୍ତୁ ଜାଣିବା କେଉଁ ସିନେମାରେ ଫେରୁଛନ୍ତି ଓଲିଉଡରେ ଏମିତି ବି ଘଟିଛି ଯେ ଏକ ଅନ୍‌ସ୍କ୍ରିନ୍‌...

ଓପିଟିସିଏଲର ନବନିଯୁକ୍ତ କର୍ମଚାରୀଙ୍କୁ ଥ୍ରୀ-ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୟଦେବ ଭବନରେ ନବନିଯୁକ୍ତ କର୍ମଚାରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ...

୪୮ବର୍ଷ ପରେ ଟ୍ରେଜେରିରେ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୀର୍ଘ ୪୮ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ଟ୍ରେଜେରି ଷ୍ଟ୍ରଙ୍ଗ ରୁମ୍‍ରେ ରଖାଯିବ। ଦୀର୍ଘ ୪୮ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଟ୍ରେଜେରି(ଜିଲ୍ଲା କୋଷାଗାର)ରେ ରହିବ। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ...

ଦୁଇ ଯବାନଙ୍କ ମଧ୍ୟରେ ମାରପିଟ – ମାମଲା ପହଞ୍ଚିଲା ଥାନାରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୫ମ ବାଟାଲିୟନର ଦୁଇଜଣ ଜବାନଙ୍କ ମଧ୍ୟରେ ମାରପିଟ। ମାମଲା ଯାଇ ପହଞ୍ଚିଲା ଥାନାରେ। ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସଦର ଥାନା ଅନ୍ତର୍ଗତ ରଙ୍ଗାମାଟିଅ।ଠାରେ ଥିବା ୫ମ ବାଟାଲିୟନର ଦୁଇଜଣ ଯବାନକ...

ଶିଖପାଲ୍ଲି ଛାତ୍ରୀ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ଦେଲା ସହାୟତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପରିବାରର ଜଣକୁ କନଷ୍ଟେବଳ ଚାକିରୀ ସେବାଶ୍ରମ ସ୍କୁଲର ୪ କର୍ମଚାରୀ ନିଲମ୍ବିତ ପ୍ରଧାନଶିକ୍ଷକଙ୍କୁ ସମର୍ଥନ କରି ଛାତ୍ରୀମାନଙ୍କର ଧାରଣା ମାଲକାନଗିରି:  ମାଲକାନଗିରି ...

ଅଗଷ୍ଟ ୯ ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଆସନ୍ତା ୯ ତାରିଖରେ ହେବ ନିର୍ବାଚନ। ଏନେଇ ଉପ-ରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଆଜି ରାଜ୍ୟସଭାରେ ଘୋଷଣା କରିଛନ୍ତି। ସକାଳ ୧୧ଟାରୁ ଭୋଟିଂ ହେବ। ରାଜ୍ୟସଭା ଉପାଧ୍ୟକ୍ଷ...

ମାଲକାନଗିରିରେ ପୋଲିସକୁ ବଡ଼ ସଫଳତା – ଟଳିଲେ ୧୪ ମାଓବାଦୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାଲକାନଗିରି ସୀମାରେ ପୋଲିସ ଏନକାଉଣ୍ଟରରେ ୧୪ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମାଲକାନଗିରିରେ ସୀମାରେ ପୋଲିସକୁ ବଡ଼ ସଫଳତା। ପୋଲିସ ଏନକାଉଣ୍ଟରରେ ଟଳିଲେ ୧୪ ମାଓବାଦୀ। ସୁକମା ଜିଲ୍ଲା କୋଣ୍ଟା ନୁଲକାତୁଙ୍ଗ ଗ୍ରାମ ନିକଟସ୍ଥ...