ଆରପାରିରେ କରୁଣାନିଧି -ସମର୍ଥକଙ୍କ ଆଖିରେ ଲୁହ, ତାମିଲନାଡୁରେ ୭ ଦିନିଆ ଶୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କାବେରୀ ହସ୍ପିଟାଲ ବାହାରେ ସମର୍ଥକଙ୍କ ଭିଡ଼ ସାରା ଦେଶରେ ଶୋକର ଛାୟା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପ୍ରକାଶ କଲେ ଶୋକ ତାମିଲନାଡ଼ୁରେ ଥିଏଟର ବନ୍ଦ ଚାଲିଗଲେ ଦକ୍ଷିଣ ଭାରତ ରାଜନୀତିର ପିତାମହ ଏମ୍...

ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ଦିନିକିଆ ରିମାଣ୍ଡରେ ନେଲା ମାର୍ଶାଘାଇ ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋକୁ ମାର୍ଶାଘାଇ ପୋଲିସ ମଙ୍ଗଳବାର ପୁଣି ଥରେ ଦିନିକିଆ ରିମାଣ୍ଡରେ ନେଇଛି। ଟିଟୋକୁ ପୁଣି ରିମାଣ୍ଡରେ ଆଣିଲା ମାର୍ଶାଘାଇ ଥାନା ପୋଲିସ। କୁସୁନପୁର ଗାଁର ଲୁଲୁ ଓରଫ ବିଶ୍ୱଜିତ ସାହୁ ହତ୍ୟାକାଣ୍ଡର...

ଅମିତ ଶାହଙ୍କୁ ଏବେ ଲୋଡ଼ା ପଡ଼ିଲା ‘ପୋଡ଼ା ଟ୍ରାନ୍ସଫର୍ମର!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ନବୀନ ସରକାରଙ୍କୁ ପୋଡ଼ା ଟ୍ରାନ୍ସଫର୍ମର କହି ସମାଲୋଚନା କରିଥିବା ଅମିତ ଶାହ ଏବେ ନବୀନଙ୍କ ସାହାଯ୍ୟ ଲୋଡ଼ିଛନ୍ତି। ରାଜ୍ୟସଭା ଉପାଧ୍ୟକ୍ଷ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ କରିବା ପାଇଁ ଶାହ ନବୀନଙ୍କୁ...

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ କରୁଣାନିଧିଙ୍କ ପରଲୋକ। ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ଗତକିଛିଦିନ ହେବ ଗୁରୁତର ଅବସ୍ଥାରେ ଚେନ୍ନାଇର କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କରୁଣାନିଧି। ମଙ୍ଗଳବାରଦିନ ସନ୍ଧ୍ୟା...

ଟେଲିନାୟିକା ସୁଲଗ୍ନାଙ୍କ ନୂଆ ଠିକଣା ଏବେ ଯଲିଉଡ

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଛୋଟ ପରଦାର ଜଣେ ନାମୀ ନାୟିକା ଯଲିଉଡରେ ପ୍ରବେଶ କରିଛନ୍ତି। ସେ ହେଲେ ‘ଶଙ୍ଖା ସିନ୍ଦୂର’ ଫେମ୍ ସୁଲଗ୍ନା। ଆସନ୍ତୁ ଜାଣିବା ଟେଲିଭିଜନରୁ ଯାତ୍ରାକୁ ଆସିଥିବା ନାୟିକା ସୁଲଗ୍ନାଙ୍କ ସମ୍ପର୍କରେ... ଯଲିଉଡ...

ସୁନାଚେନ୍ ପାଇଁ ନବବଧୂଙ୍କୁ ଜାଳି ଦେଲେ ଶାଶୂଘର ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନା ଚେନ୍‌ ପାଇଁ ନବବଧୂଙ୍କୁ ଜାଳି ହତ୍ୟା ଉଦ୍ୟମ କରିଛନ୍ତି ଶାଶୂଘର ଲୋକେ। ଏମିତି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ। ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ...

କରୁଣାନିଧିଙ୍କ ଅବସ୍ଥା ଆହୁରି ଗୁରୁତର – ତାମିଲନାଡୁରେ ହାଇଆଲର୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମେ୍‌କ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟଜନକ ହୋଇପଡ଼ିଛି। ସେ ଚିକିତ୍ସିତ ହେଉଥିବା ଚେନ୍ନାଇର କାଭେରୀ ହସ୍ପିଟାଲ ପକ୍ଷରୁ ଜାରି ଏକ ସ୍ୱାସ୍ଥ୍ୟ ବୁଲେଟିନରେ୍‌...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ – ତରଳୁଛି ନବୀନଙ୍କ ମନ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ପାଇଁ ଆଜି ତିନି ଜଣ ଜାତୀୟ ସ୍ତରର ନେତା ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ବିଜେପି ସଭାପତି ଅମିତ ଶାହ,...

ମୟୂରଭଞ୍ଜରେ ସଂଗଠନ ସଜାଡ଼ୁଛି ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ: ଅାଗାମୀ ସାଧାରଣ ନିର୍ବାଚନକୁ ଅାଖି ଅାଗରେ ରଖି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ପକ୍ଷରୁ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାରେ ବିଜୁ ଜନତାଦଳ ପକ୍ଷରୁ...

‘ପୁଅ ନୁହେଁ, ଦେଶ ବଡ଼’ – କହିଲେ ଆତଙ୍କବାଦୀ ହବିବୁରର ବାପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲସ୍କର-ଇ-ତୋଇବା(ଏଲ୍‍ଇଟି) ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା ହବିବୁରର ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଜଣାପଡିବା ପରେ ଦେଶରେ ଚର୍ଚ୍ଚାକୁ ଆସିଛି ଓଡ଼ିଶା। ଆତଙ୍କବାଦୀଙ୍କ ସହ ସମ୍ପର୍କ ଥିବା କେନ୍ଦ୍ରାପଡ଼ାର ହବିବୁର ରେହମାନର ଘର...