ଛାତ୍ରୀଙ୍କ ଆତ୍ମହତ୍ୟା – ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ବ୍ଲକ ଅନ୍ତର୍ଗତ ଶିଖପାଲିଠାରେ ଏସ୍ ଏସ୍ ଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ରହିଥିବା ଛାତ୍ରାବାସରେ ଜଣେ ଛାତ୍ରୀ ହାତ କାଟି ଆତ୍ମହତ୍ୟା କରିଛନ୍ତି।
ଛାତ୍ରାବାସରେ ଛାତ୍ରୀଙ୍କ ଆତ୍ମହତ୍ୟା। ମାଲକାନଗିରି ବ୍ଲକ ଅନ୍ତର୍ଗତ...
ସାପ୍ତାହିକ ହାଟରେ ମାଓବାଦୀଙ୍କ ଆଖିବୁଜା ଗୁଳିଚାଳନା, ୨ ଯବାନ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ବାସାଗୁଡା ସାପ୍ତାହିକ ହାଟରେ ମାଓବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଫଳରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ମାଓବାଦୀଙ୍କ ସହିଦ...
ବ୍ୟାଙ୍କରେ କଳାକନା ବୁଲାଇଲେ ଦୁର୍ବୃତ୍ତ – ବନ୍ଧୁକ ଦେଖାଇ ଲୁଟିନେଲେ ପ୍ରାୟ ୧୧ଲକ୍ଷ ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଜିଲ୍ଲା ଯମନକିରା ବ୍ଲକରେ ଥିବା ଆନ୍ଧ୍ର ବ୍ୟାଙ୍କରୁ ଲୁଟ
ବନ୍ଧୁକ ମୁନରେ ୧୦ଲକ୍ଷ ୯୩ହଜାର ଟଙ୍କା ଲୁଟ
ସିସିଟିଭି ହାର୍ଡଡିକ୍ସ ନେଇ ଚମ୍ପଟ୍ ମାରିଛନ୍ତି ଦୁର୍ବୃତ୍ତ
ଘଟଣା ସ୍ଥଳରେ...
ଗୁରୁପ୍ରିୟା ରାଜନୀତି – କେନ୍ଦ୍ରକୁ ତଥ୍ୟ ଦେଲା ରାଜ୍ୟ, ବିଜେପି ଦାବି କଲା ସିବିଆଇ ତଦନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜନୀତି ପଶାପାଲିରେ ଗୁରୁପ୍ରିୟା
ଲୋକାର୍ପଣ ପରେ ରାଜନୀତି ଜୋର୍
ଅଧିକ ୭୪ କୋଟି ଟଙ୍କା ଖର୍ଚ୍ଚକୁ ନେଇ ଝଡ଼
ରାଜ୍ୟପାଳଙ୍କୁ ଭେଟିଲା ବିଜେପି
କେନ୍ଦ୍ରକୁ ଗୁରୁପ୍ରିୟା ତଥ୍ୟ ଦେଲେ ରାଜ୍ୟ...
ବିନା ପ୍ରାଇସରେ ଆକ୍ଟିଂ କରିଛନ୍ତି ଏହି ବଲିଉଡ ଆକ୍ଟର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଆକ୍ଟରମାନେ ସାଧାରଣତଃ ପ୍ରାଇସ୍ ଅଧିକ ନିଅନ୍ତି ବୋଲି ଚର୍ଚ୍ଚା ହୁଏ। କିନ୍ତୁ କିଛି ଆକ୍ଟରମାନେ ବିନା ପ୍ରାଇସରେ ବି ଫିଲ୍ମରେ ଆକ୍ଟିଂ କରିଛନ୍ତି। ଆସନ୍ତୁ ଜାଣିବା ଏହି ଆକ୍ଟରମାନେ...
ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧରେ ବୋହିଲେ ବିଧାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧରେ ବୋହିଲେ ରେଙ୍ଗାଲି ବିଧାୟକ ରମେଶ ପଟୁଆ।
ଆଜିକାଲି ସମାଜରେ ହଜିଯାଇଛି ମାନବିକତା। ୨୪ଘଣ୍ଟା ଧରି ଅସହାୟ ବୃଦ୍ଧାଙ୍କ ଶବ ପଡ଼ରହିଲା। ସମସ୍ତେ ଦେଖି ମୁହଁ ବୁଲାଇ ଚାଲିଗଲେ।...
ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି – ସୁପର ସ୍ପେଶାଲିଟି ଡାକ୍ତର ମାସକୁ ଇନସେଣ୍ଟିଭ୍ ପାଇବେ ୩୦ ହଜାର ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ମେଡିକାଲ ହେଲ୍ଥ ସର୍ଭିସ୍ କ୍ୟାଡରର ଡାକ୍ତରଙ୍କ ପାଇଁ ପ୍ରୋତ୍ସାହନ ରାଶି
ପିଜି ଡାକ୍ତର ପାଇବେ ୨୦ ହଜାର ଟଙ୍କା
ପିଜି ଡିପ୍ଲୋମା ଡାକ୍ତର ପାଇବେ ୧୦ ହଜାର ଟଙ୍କା
ମୁଖ୍ୟମନ୍ତ୍ରୀ...
ମଦ ନିଶାରେ ଜୀଅନ୍ତା କୁକୁଡ଼ା ଖାଇଗଲା ଯୁବକ, ଭିଡିଓ ହେଲା ଭାଇରାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଶାସକ୍ତ ମଣିଷ ପକ୍ଷରେ ସବୁ କିଛି ସମ୍ଭବ। ଏମିତି କି ଜୀଅନ୍ତା କୁକୁଡ଼ାକୁ ଖାଇଯିବା ବି ଅସମ୍ଭବ ନୁହେଁ। ଏହି ବୀଭତ୍ସ ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ...
ପରକୀୟା ସଂପର୍କରେ ନାରୀ ଓ ପୁରୁଷ ସମାନ ଭାବେ ଦୋଷୀ: ସୁପ୍ରିମକୋର୍ଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବିଧାନର ୪୯୭ ଧାରା ଅନୁସାରେ ପର ସ୍ତ୍ରୀ ସହ ଯୌନସଂପର୍କ ରଖୁଥିବା ପୁରୁଷଙ୍କ ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି।
ପରକୀୟା ସଂପର୍କ ବିରୋଧରେ ପ୍ରଚଳିତ ଆଇନରେ କେବଳ ପୁରୁଷମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା...
ରାଗିଂ ପ୍ରମାଣିତ ହେଲେ କଲେଜରୁ ବିଦା ହେବେ ଛାତ୍ରଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କଲେଜରେ ରାଗିଂ ପ୍ରମାଣିତ ହେଲେ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯିବ।
ରାଗିଂକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ। କଲେଜରେ ରାଗିଂ କରୁଛନ୍ତି କି? ତେବେ ସାବଧାନ ହୋଇଯାନ୍ତୁ ନହେଲେ କଲେଜରୁ ବିଦା ହୋଇପାରନ୍ତି।
କଲେଜ...





















