ବୃଦ୍ଧ ପିତା-ମାତାଙ୍କ ଦାୟିତ୍ୱ ନ ନେଲେ କଟିବ ୧୦ ପ୍ରତିଶତ ଦରମା: ଆସାମ ସରକାର ଆଣିଲେ ନୂଆ ଆଇନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୃଦ୍ଧ ମାତା-ପିତାଙ୍କ ସେବା ନ କଲେ ସରକାରୀ ଚାକିରିଆଙ୍କ ଦରମାର ୧୦ ପ୍ରତିଶତ କଟିବ। ଆସାମ ସରକାର ଏକ ନୂଆ ଆଇନ ଅନୁମୋଦନ କରିଛନ୍ତି। ଆସାମରେ ୨ଅକ୍ଟୋବରରୁ ନୂଆ ଆଇନ କାର୍ଯ୍ୟକାରୀ ହେବାକୁ...

ନୟାଗଡ଼ରେ ଓକିଲଙ୍କ ଆନ୍ଦୋଳନ

ଓଡ଼ିଶାଲାଇଭ୍‍ ବ୍ୟୁରୋ ବାର ହଲ୍ ବ୍ୟବସ୍ଥା ନଥିବାରୁ ନୟାଗଡ଼ ଜିଲ୍ଲାରେ କୋର୍ଟ ବର୍ଜନ କରିଛନ୍ତି ଓକିଲ ସଂଘ। କୋର୍ଟ ଗେଟ ପାଖରୁ ଫେରୁଛନ୍ତି ବିଚାର ବିଭାଗୀୟ ଅଧିକାରୀ ଓ କର୍ମଚାରୀ।     ନୟାଗଡ଼...

ଟ୍ଵିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=Jqf9cFDr030] ଟ୍ଵିନ୍‌ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ୍ ମହାନ୍ତି। ଷଷ୍ଠ କମିଶନର ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଭୁବନେଶ୍ୱର-କଟକର ନୂଆ ପୋଲିସ କମିଶନର ଭାବେ...

“ଯେକୌଣସି ମୁହୂର୍ତ୍ତରେ ଚାଲିଯାଇପାରେ ମୋ ଜୀବନ”: ଇରଫାନ ଖାନ

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ତଥା ହଲିଉଡର ପପୁଲାର ଆକ୍ଟର ଇରଫାନ ଖାନଙ୍କ ମୁଭି 'କାରୱାଁ’ ଆଜି ରିଲିଜ୍‍ ହୋ‍ଇଛି। ଲଣ୍ଡନରେ ରହି ନିଜ ରୋଗର ଚିକିତ୍ସା କରାଉଥିବା ବେଳେ ନିଜର ସ୍ୱାସ୍ଥ୍ୟାବସ୍ଥା ବିଷୟରେ...

ପାଣିରେ ବୁଡ଼ି ୨ ଛାତ୍ରଙ୍କ ଗଲା ଜୀବନ : ମରିଗଲା ପରେ ପୁଅର ଚକ୍ଷୁଦାନ କଲେ ପରିବାର ଲୋକେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ବଲପୁରରେ ଘଟିଛି ଦୁଃଖଦ ଘଟଣା। ସବୁଦିନ ପରି ପୁଅର ଫେରିବା ବାଟକୁ ଚାହିଁ ବସିଥିଲେ ଘର ଲୋକେ। ହେଲେ ଘରକୁ ଆଉ ଫେରି ନ ଥିଲେ ସେମାନେ, ମିଳିଥିଲା ତାଙ୍କ ମୃତଦେହ। ସମ୍ବଲପୁରରେ...

କୋହଲି ‘ବିରାଟ’ ଇଂନିସ ବଳରେ ଇଂଲଣ୍ଡ ବିରୋଧରେ ସମ୍ମାନ ରଖିଲା ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରାଟ କୋହଲିଙ୍କ ବିରାଟ ଇନିଂସ। ୨୨ତମ ଶତକ ବଳରେ ଭାରତୀୟ ଟିମ୍‌ ଇଂଲଣ୍ଡ ବିରୋଧରେ ୨୭୪ ରନ୍‌ ସଂଗ୍ରହ କରିଛି। ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟରର ୨୨ତମ ଶତକ ବଳରେ ଭାରତୀୟ...

ଏହିସବୁ ସିନେମା ଦ୍ୱାରା ପ୍ରଭାବିତ ହୋଇ ସାଧାରଣ ଲୋକ ଘଟାଇଛନ୍ତି ଅପରାଧ!

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଏପରି କିଛି ସିନେମା ତିଆରି ହୋ‍ଇଛି, ଯାହାକୁ ଦେଖି ଅନ୍ୟ ସାଧାରଣ ଲୋକ ମଧ୍ୟ ପ୍ରଭାବିତ ହୋଇ ଅପରାଧ ଘଟାଇଥିବା ସ୍ୱୀକାର କରିଛନ୍ତି। ଆସନ୍ତୁ ସେଭଳି ସିନେମା ସମ୍ପର୍କରେ...

ଭୁବନେଶ୍ୱର ଏଜି ଛକରେ ହାଇଡ୍ରାମା – ଟ୍ରାଫିକ କନଷ୍ଟେବଳ ଓ ପୋଲିସ ଏଡିଜିଙ୍କ ସ୍ତ୍ରୀ ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ଏଜି ଛକରେ ପୋଲିସ ଏଡିଜିଙ୍କ ପରିବାରକୁ ଅଟକାଇ ଦେଲା ଟ୍ରାଫିକ ପୋଲିସ। ଫଳରେ ଏନେଇ ମୁହାଁମୁହିଁ ହୋଇଛନ୍ତି ଏଡିଜିଙ୍କ ସ୍ତ୍ରୀ ଏବଂ ମହିଳା ଟ୍ରାଫିକ ପୋଲିସ। ଏଡିଜି ପ୍ରାଣବନ୍ଦୁ ଆଚାର୍ଯ୍ୟଙ୍କ ପରିବାର...

୨ ଲକ୍ଷ ଟଙ୍କା ଲୁଟ୍ ବେଳେ ଲୋକଙ୍କ ହାତରେ ଧରାପଡ଼ିଲେ ଲୁଟେରା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଖମଳ ଛକ ନିକଟରେ ଜଣେ ମଦ ବ୍ୟବସାୟୀଙ୍କ ନିକଟରୁ ୨ ଲକ୍ଷ ଟଙ୍କା ଛଡ଼ାଇ ନେବା ସମୟରେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ିଛନ୍ତି ଲୁଟେରା।...

ସହିଦ ବାସୁ ବିସୁନିଙ୍କ ସ୍ମୃତିସ୍ତମ୍ଭ ନିକଟରୁ ମାଟି ଉଠାଣ ବିବାଦରେ ନୂଆ ମୋଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆ ମୋଡ଼ ନେଲା କେନ୍ଦ୍ରାପଡ଼ା ରାଜକନିକା ମାଟିର ସହିଦ ବାସୁ ବିସୁନିଙ୍କ ସ୍ମୃତିସ୍ତମ୍ଭ ନିକଟରୁ ମାଟି ଉଠାଣ ବିବାଦ। ଜିଲ୍ଲା ସ୍ୱାଧୀନତା ସଂଗ୍ରାମ ସମିତି ଅଭିଯୋଗ କରିଛି ଯେ ରାଜକନିକା ବାସୁ...