ୟେଦୁରପ୍ପାଙ୍କୁ ‘ସୁପ୍ରିମ’ ଝଟକା: ୨୪ଘଣ୍ଟା ମଧ୍ୟରେ ବହୁମତ ପରୀକ୍ଷା ଦେବାକୁ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୪ଘଣ୍ଟା ମଧ୍ୟରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କର୍ଣ୍ଣାଟକ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼  ନିଷ୍ପତ୍ତି। ଶନିବାର ଦିନ ୪ଟାବେଳେ ବିଧାନସଭାରେ...

ପରଦାକୁ ଆସୁଛି ଓଡ଼ିଆ ଥ୍ରିଡ଼ି ସିନେମା ‘ରହସ୍ୟ’

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ବଲିଉଡ ପରି ଓଲିଉଡରେ ମଧ୍ୟ କେତୋଟି ଥ୍ରିଡି ଫିଲ୍ମ ନିର୍ମିତ ହୋଇଛି। ଏବେ ପୁଣି ଏକ ଓଡ଼ିଆ ଥ୍ରିଡି ମୁଭି ପରଦାକୁ ଆସୁଛି। ବଲିଉଡରେ ‘ଶିବା କା ଇନସାଫ୍’ ଓ ‘ଛୋଟା...

ଖରାଦିନେ କେମିତି ନେବେ ତ୍ୱଚାର ଯତ୍ନ: ଆପଣାନ୍ତୁ କିଛି ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାଦିନେ ବଢ଼ୁଥିବା ତାପମାତ୍ରା ଯୋଗୁଁ ତ୍ୱଚା ଉପରେ କୁପ୍ରଭାବ ପଡ଼ିଥାଏ। ବିଶେଷକରି ତେଲିଆ ତ୍ୱଚା ଥିବା  ମହିଳାଙ୍କ ପାଇଁ ଏହା ସବୁଠୁ ବଡ଼ ସମସ୍ୟା। କିନ୍ତୁ ଏମିତି କିଛି  ଉପାୟ ରହିଛି,...

ମୁଁ ମୋର ଭୁଲ୍ ମାନୁଛି

ଡକ୍ଟର ହରପ୍ରସନ୍ନ ଦାସ ନିଜ ଭୁଲ୍‌କୁ ମାନିବା ପରିବର୍ତ୍ତେ ଆମେ ନିଜ ସପକ୍ଷରେ ଅନେକ ସଫେଇ ଦେଉ, ହେଲେ ଏଥିରେ ଲାଭ ପରିବର୍ତ୍ତେ  ନିଜର ଏବଂ ପରିବାରର କ୍ଷତି ହୋଇଥାଏ। ଏକ ମଧ୍ୟବିତ୍ତ ଶିକ୍ଷିତ ପରିବାରରେ...

ରାଜ କପୁରଙ୍କଠାରୁ ରାଜକୁମାର ହିରାନୀଙ୍କ ସହ କାମ କରିନାହାନ୍ତି ବିଗ୍ ବି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ବିଗ୍-ବି ଅମିତାଭ ବଚ୍ଚନ ‘ସାତ ହିନ୍ଦୁସ୍ଥାନୀ’ ଫିଲ୍ମରୁ କ୍ୟାରିଅର୍ ଆରମ୍ଭ କରିଥିଲେ। ଦୀର୍ଘ ୪୭ ବର୍ଷର କ୍ୟାରିଅର ଭିତରେ ସେ ବଲିଉଡର ଅଧିକାଂଶ ନାମୀ ଦାମୀ ନିର୍ଦ୍ଦେଶକଙ୍କ ସହ...

କିଶୋରୀ କନ୍ୟାର ଗର୍ଭଧାରଣର ନିରାକରଣ

ଡାକ୍ତର ସରୋଜିନୀ ଷଡ଼ଙ୍ଗୀ ଅଳ୍ପ ବୟସରେ ଗର୍ଭଧାରଣ ଜଣେ ନାରୀ ପାଇଁ ନାହିଁ ନଥିବା ଶାରୀରିକ, ସାମାଜିକ ତଥା ମାନସିକ ସମସ୍ୟା ସୃଷ୍ଟି କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଭଳି ଭାରତବର୍ଷରେ ମଧ୍ୟ ଅବାଞ୍ଛିତ ଗର୍ଭଧାରଣ ପାଇଁ...

ରିପୋର୍ଟ କାର୍ଡ: ଗ୍ରାମ୍ୟ ଉନ୍ନୟନ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରକାରଙ୍କ ଚାରି ବର୍ଷ ପୂର୍ତ୍ତି ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଓ ଲୋକସମ୍ପର୍କ ବିଭାଗ ସୌଜନ୍ୟରୁ ପ୍ରାପ୍ତ ପ୍ରେସନୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ଗ୍ରାମାଞ୍ଚଳରେ...

ନିଜ ଦେହରେ ନିଜେ ନିଆଁ ଲଗାଇଥିଲେ ଉନ୍ମୟ ପାଢ଼ୀ: ପୋଲିସ କମିଶନର

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁ ଚର୍ଚ୍ଚିତ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି କମିଶନରେଟ୍ ପୋଲିସ। ପୋଲିସ କମିଶନର ୱାଇ ବି ଖୁରାନିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଉନ୍ମୟଙ୍କୁ ହତ୍ୟା କରାଯାଇ ନାହିଁ।...

କର୍ଣ୍ଣାଟକ ଫର୍ମୁଲା: ଚାରି ରାଜ୍ୟରେ ରାଜନୈତିକ ଅସ୍ଥିରତା

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକ ଫର୍ମୁଲା ଏବେ ବିହାର, ମେଘାଳୟ, ଗୋଆ ଓ ମଣିପୁରରେ ହଲଚଲ ସୃଷ୍ଟି କରିଛି। କର୍ଣ୍ଣାଟକ ନିର୍ବାଚନରେ ସବୁଠାରୁ ବଡ଼ ଦଳ ରୂପେ ସାମ୍ନାକୁ ଆସିଥିବା ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ...

କର୍ଣ୍ଣାଟକରେ ହାଇଭୋଲଟେଜ ଡ୍ରାମା, ରାତି ସାରା ସୁପ୍ରିମକୋର୍ଟରେ ଚାଲିଲା ପାଲା

ଓଡ଼ିଶାଲାଇଭ୍ ବ୍ୟୁରୋ କର୍ଣ୍ଣାଟକ ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ବୁଧବାର ରାତିରେ ସୁପ୍ରିମକୋର୍ଟ ଯାଇଥିଲା କଂଗ୍ରେସ। ରାତି ତମାମ୍ ମାମଲାର ବିଚାର ଚାଲିଥିଲା। କର୍ଣ୍ଣାଟକରେ ହାଇଭୋଲଟେଜ ଡ୍ରାମା। ବି ଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣରୁ...