ଭାରତକୁ ଦୁଇଟି ଓସ୍କାର ଆଓ୍ଵାର୍ଡ: ଦେଶ ପାଇଁ ଗୌରବ ଆଣିଲା ‘ଆରଆରଆର’ ଏବଂ ‘ଦ ଏଲିଫ୍ୟାଣ୍ଟ ହୁଇସ୍ପରର୍ସ’

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତକୁ ମିଳିଲା ଦୁଇ ଦୁଇଟି ଓସ୍କାର ଆଓ୍ଵାର୍ଡ। ୨୦୨୨ରେ ରିଲିଜ ହୋଇଥିବା ସୁପରହିଟ ସାଉଥ ସିନେମା ‘ଆରଆରଆର’ର ‘ନାଟୁ ନାଟୁ’ ଗୀତ ଏବଂ ତାମିଲ ଭାଷାରେ ନିର୍ମିତ ଡକ୍ୟୁମେଣ୍ଟାରି ‘ଦ ଏଲିଫ୍ୟାଣ୍ଟ...

ପ୍ରୋ-ଲିଗ୍ ହକି: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଫଆଇଏଚ୍‌ ପ୍ରୋ-ଲିଗ୍ ହକିରେ ରବିବାର ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତୀୟ ପୁରୁଷ ହକି ଦଳ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆକୁ ୫-୪...

ନୂଆ ରୂପରେ ଚମକୁଛି ବିଜୁବାବୁଙ୍କ ‘ଡାକୋଟା’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=feOyCCjbudg] ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂଆ ରୂପରେ ଚମକୁଛି ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନ। ଲାଗୁଛି ସତେ ଯେମିତି ଶତ୍ରୁପକ୍ଷଙ୍କୁ ଏବେ ଏବେ ହରାଇ ଆକାଶ ମାର୍ଗରୁ ଓହ୍ଲାଇଛି...

କେଜ୍ରିଓ୍ୱାଲଙ୍କ ‘ଓ୍ୱାଲ’ ମନୀଷ ସିସୋଦିଆଙ୍କୁ ସିବିଆଇ ଝାଡ଼ୁ – ଦୁଲୁକୁଛି ଦିଲ୍ଲୀ ରାଜନୀତି!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏକଦା ଦୁର୍ନୀତି ହଟାଓ ନାରା ଦେଇ ଭାରତୀୟ ରାଜନୀତିରେ ପ୍ରବେଶ କରିଥିବା ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଆମ ଆଦମୀ ପାର୍ଟି ଉପରେ ଏବେ ଝାଡ଼ୁ ମାରିଛି ସିବିଆଇ। ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସହ ଦୁର୍ନୀତି ବିରୋଧୀ...

ପରଲୋକରେ ଅଭିନେତା ପିଣ୍ଟୁ ନନ୍ଦ, ଆଉ ଦେଖିବାକୁ ମିଳିବନି ସେହି ମନଛୁଆଁ ଅଭିନୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ୪୫ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଲିଭର ପ୍ରତ୍ୟାରୋପଣ ପାଇଁ...

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠାରୁ ଆରମ୍ଭ ଓଡ଼ିଶାରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ତେବେ ସରକାରଙ୍କ ସାମନାରେ ଏହି ପରୀକ୍ଷା ପରିଚାଳନା କରିବା ପାଇଁ ଦେଖା ଦେଇଥିବା ସମସ୍ୟା ଏବେ ଦୂର ହୋଇଛି। ଧାରଣାରେ...

ବଜେଟ ପୂର୍ବରୁ ଆସିଲା ଓଡ଼ିଶା ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩-୨୪ରେ ଓଡ଼ିଶା ୮.୫ ପ୍ରତିଶତ ହାରରେ ବିକାଶ କରିବ  ଓଡ଼ିଶାରେ ଜିଡିପି ଅଭିବୃଦ୍ଧିର ହାର ଜାତୀୟ ହାରଠାରୁ ଅଧିକ ଓଡ଼ିଶାର ପ୍ରତି ବ୍ୟକ୍ତି ମୁଣ୍ଡ ପିଛା ଆୟ ଦେଢ଼ ଲକ୍ଷ...

ଭୁବନେଶ୍ୱରରେ ଫେବ୍ରୁଆରି ୨୩ରେ ପଞ୍ଚମ ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍’ – ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଆଉ ପାଦେ ଆଗକୁ...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗେଇ ନେବା ପାଇଁ ଆସନ୍ତା ଫେବ୍ରୁଆରି ୨୩ ତାରିଖରେ ହେବାକୁ ଯାଉଛି ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ୍ - ୨୦୨୩’। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ)...

ପୁଲଓ୍ୱାମା ଆକ୍ରମଣକୁ ୪ ବର୍ଷ, ମନରୁ ଲିଭୁନି ଛାତିଥରା ଦୃଶ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁଲଓ୍ୱାମା ଆକ୍ରମଣକୁ ପୂରିଲା ୪ ବର୍ଷ। ହେଲେ ଆଜିବି ମନରୁ ଲିଭୁନି ସେହି ଛାତିଥରା ଘଟଣା। ଆଜିର ଦିନରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଜଣ ସିଆରପିଏଫ୍‌ ଯବାନ। ଆଜି...

ପ୍ରେମ ପାଇଁ ଦିନଟିଏ ‘ଭାଲେଣ୍ଟାଇନ୍ସ ଡେ’

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରେମ ଏକ ଶାଶ୍ୱତ ଅନୁଭବ। ଦୁଇଟି ମନର ନିଆରା ବନ୍ଧନ। ଅଢ଼େଇ ଅକ୍ଷରରେ ଗଢ଼ା ଏହି ସମ୍ପର୍କ ଦୁଇଟି ମନ ଏବଂ ପ୍ରାଣକୁ ଏକାଠି କରିଦିଏ। ସେହି ପ୍ରେମର ମଧୂର ସମ୍ପର୍କକୁ...