ଓଡ଼ିଶାରେ ଆଗକୁ ପ୍ରବଳ ତାତି, ୪୨ ଡିଗ୍ରୀ ଡେଇଁବ ପାରଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଆରମ୍ଭ ହୋଇଛି ଗ୍ରୀଷ୍ମର ପ୍ରକୋପ। ଏବେ ପ୍ରତିଦିନ ରାଜ୍ୟର ତାପମାତ୍ରା ବଢ଼ିବାରେ ଲାଗିଛି। ଆସନ୍ତା ୪ ଦିନ ଯାଏଁ ଓଡ଼ିଶାର ତାପମାତ୍ରା ସ୍ଵାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ...
ଓଡ଼ିଶାରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ପ୍ରବଳ ତାତି, ୪୧ ଡିଗ୍ରୀ ପାର କରିବ ତାପମାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଦିନକୁ ଦିନ ତାପମାତ୍ରା ବଢ଼ୁଛି। ଫେବ୍ରୁଆରି ମାସରେ ରାଜ୍ୟର କେତେକ ସ୍ଥାନର ତାପମାତ୍ରା ୩୮ ଡିଗ୍ରୀ ପାର କରିଛି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ତାପମାତ୍ରା ୪୧...
ଓଡ଼ିଶାରେ ଆରମ୍ଭ ହେଲା ଖରାର ପ୍ରକୋପ, ଭୁବନେଶ୍ଵରରେ ତାପମାତ୍ରା ଛୁଇଁଲା ୩୮ ଡିଗ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଖରାର ପ୍ରକୋପ ବଢ଼ିବା ଆରମ୍ଭ ହୋଇଛି। ଏବେ ରାଜ୍ୟର ହାରାହାରି ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି। ମଙ୍ଗଳବାର ଭୁବନେଶ୍ଵରର ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି। ଏଥିସହ ଭୁବନେଶ୍ୱର ରାଜ୍ୟର...
ଓଡ଼ିଶାରେ ଶୀତ ସମାପ୍ତ, ୨ରୁ ୩ ଦିନ ମଧ୍ୟରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଏବେ ଶୀତ ସରିବାକୁ ଆସିଛି। ସମଗ୍ର ରାଜ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ଅନେକ...
ରାଜ୍ୟରେ ପୁଣି ଆରମ୍ଭ ହେଲା ଶୀତର ପ୍ରକୋପ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ପୁଣି ଥରେ ଆରମ୍ଭ ହୋଇଛି ଶୀତଲହରି। ରାଜ୍ୟକୁ ଉତ୍ତର ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଥିବାରୁ ଶୀତ ବଢ଼ିଛି। ଆହୁରି ଚାରିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ...
ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଭୂମିକମ୍ପ ଝଟକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ-ଏନସିଆର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ମଙ୍ଗଳବାର ଦିନ ଦ୍ଵି’ ପ୍ରହରରେ ଭୂମିକମ୍ପ ଅନୁଭୂତ ହୋଇଛି। ଦିନ ପ୍ରାୟ ୨ଟା ୨୮ ମିନିଟରେ ଭୂମିକମ୍ପକୁ ନେଇ ଛାନିଆ ହୋଇଯାଇଥିଲେ ଲୋକେ।...
ଓଡ଼ିଶାରେ ଘନ କୁହୁଡ଼ି ସମ୍ଭାବନା, ସତର୍କତା ଜାରିକଲା ପାଣିପାଗ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଉପକୂଳରେ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟ ଭିତରକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏଥିପାଇଁ ଗତ କିଛିଦିନ ଧରି ଲାଗିରହିଥିବା ଥଣ୍ଡା କମି ଯାଇଛି। ରାଜ୍ୟରେ...
ଘନ କୁହୁଡ଼ି ବଳୟରେ ଓଡ଼ିଶା: ଅନୁଗୁଳ, ଫୁଲବାଣୀ ଓ ଭବାନୀପାଟଣାକୁ ସତର୍କତା ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନ ବ୍ୟବଧାନ ପରେ ପୁଣି ଫେରିଛି ଶୀତ। ଗାଁଠୁ ସହର ଥରୁଛି ସାରା ରାଜ୍ୟ। ସନ୍ଧ୍ୟା ଓ ସକାଳ ସମୟରେ ଶୀତ ବଢ଼ୁଛି। ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ଭୋରରୁ ନିଆଁ...
୧୦ ଡିଗ୍ରୀ ତଳେ ୧୧ଟି ସହର, ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପାରଦ ତଳକୁ ଖସିବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଚଳିତ ଶୀତ ଋତୁରେ ପ୍ରଥମଥର ପାଇଁ ଜି. ଉଦୟଗିରିର ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଏଥିସହ ରାଜ୍ୟର ୧୧...
ଜି.ଉଦୟଗିରି ସବୁଠୁ ଥଣ୍ଡା ସହର, ୫ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଶୀତ। ଆସନ୍ତା ୨ ଦିନରେ ଓଡ଼ିଶାର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ଖସିବା ନେଇ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।...




















