ଓଡ଼ିଶାଲାଇଭ୍ ବ୍ୟୁରୋ

ମେକ୍ସିକୋରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି। ଏହା ଫଳରେ ଏପର୍ଯ୍ୟନ୍ତ ୧୫୦ ଲୋକଙ୍କ ପ୍ରାଣହାନୀ ଘଟିଛି। ଖବର ଅନୁସାରେ ଏଥିରେ ୨ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୨୭ଟି ବଡ଼ ବଡ଼ କୋଠା ମାଟି ତଳେ ମିଶିଯାଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପ ର ତୀବ୍ରତା ଥିଲା ୭.୧। ମେକ୍ସିକୋ ରାଜଧାନୀର ଦକ୍ଷିଣ ପୂର୍ବ ଦିଗରେ ଥିବା ପେଉବ୍ଲା ରାଜ୍ୟରେ ଏହି ଭୂମିକମ୍ପର କେନ୍ଦ୍ରବିନ୍ଦୁ ଥିଲା। ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ବହୁ ଲୋକ ମାଟି ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି।

 

LEAVE A REPLY

Please enter your comment!
Please enter your name here