ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ ବର୍ଷର ପ୍ରଥମ ଦିନରେ ନାଲକୋ ମହିଳା ସମିତି ଏକ ନିଆରା ଢଙ୍ଗରେ ପାଳିଛନ୍ତି ନୂତନ ବର୍ଷ। ନାଲକୋ ମହିଳା ସମିତିର ସଦସ୍ୟମାନେ ଦରିଦ୍ର ଅସହାୟ ବ୍ୟକ୍ତିଙ୍କୁ କମ୍ବଳ ବାଣ୍ଟିଛନ୍ତି।

ନୂଆ ବର୍ଷର ପ୍ରଥମ ଦିନରେ ନାଲକୋ ମହିଳା ସମିତିର ଅଧ୍ୟକ୍ଷା ପ୍ରୀତି ରାୟଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଳ ଷ୍ଟେସନ୍‌, କ୍ୟାପିଟାଲ ହସ୍ପିଟାଲ, ରାମ ମନ୍ଦିର ନିକଟରେ ଥିବା ଗରିବ, ଭିକାରୀ ଏବଂ ଅସହାୟଙ୍କୁ କମ୍ବଳ ବାଣ୍ଟିଥିଲେ।

Comment