ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରାଦେଶରେ ଆଜି ରଙ୍ଗର ପର୍ବ ହୋଲି ପାଳତି ହେଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପ୍ରିୟଙ୍କା ଗାନ୍ଧି ପର୍ଯ୍ୟନ୍ତ ସଭିଏଁ ହୋଲିର ଅଭିନନ୍ଦନ ଜଣାଇଛନ୍ତି। ହେଲେ ପ୍ରିୟଙ୍କା ଗାନ୍ଧି ଟିକେ ଭିନ୍ନ ଢଙ୍ଗରେ ଦେଶବାସୀଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଆଜି ଏକ ସାୟରୀ ଲେଖି ଦେଶବାସୀଙ୍କୁ ହୋଲିର ଅଭିନନ୍ଦନ ଜଣାଇଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଟୁଇଟ କରି ହୋଲିର ଅଭିନନ୍ଦନ ଜଣାଇଛନ୍ତି।

Comment