ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କୁ ବୁଧବାର ଗିରଫ କରାଯାଇଛି। ଏନ୍‌ଆଇଏ ୟାସିନଙ୍କୁ ଗିରଫ କରିଛି।

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଏନ୍‌ଆଇଏ ୟାସିନ ମଲ୍ଲିକଙ୍କୁ ଗିରଫ କରିଛି।

ୟାସିନ ମଲ୍ଲିକ ଥିଲେ ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ସଂଗଠନ ଜେକେଏଲ୍‌ଏଫ୍‌(ଜମ୍ମୁ କଶ୍ମୀର ଲିବରେସନ ଫ୍ରଣ୍ଟ)ର ମୁଖ୍ୟ।

Comment