ଓଡ଼ିଶାଲାଇଭ୍‌ ବ୍ୟୁରୋ

India's Dutee Chand celebrates on the podium after winning the silver medal in the women's 100m final during the athletics competition at the 18th Asian Games in Jakarta, Indonesia, Sunday, Aug. 26, 2018. (AP Photo/Bernat Armangue)

କତାରର ରାଜଧାନୀ ଦୋହାଠାରେ ଆୟୋଜିତ ଏସିଆନ୍‌ ଆଥଲେଟିକ୍‌ ଚମ୍ପିଅନ୍‌ସିପ୍‌ରେ ଓଡ଼ିଆ ଝିଅ ଦୂତୀ ଚାନ୍ଦଙ୍କ କମାଲ। ଦୂତୀ ଏହି ଚମ୍ପିଆନ୍‌ସିପ୍‌ରେ ବ୍ରୋଞ୍ଜ ପଦକର ହକ୍‌ଦାର ହୋଇଛନ୍ତି। ମହିଳା ୨୦୦ ମିଟର ଦୌଡ଼ରେ ଦୂତୀ ବ୍ରୋଞ୍ଜ ପଦକ ଜିତିଛନ୍ତି।

୨୩.୨୪ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ବ୍ରୋଞ୍ଜ ପଦକ ଅକ୍ତିଆର କରିଛନ୍ତି ଦୂତୀ ଚାନ୍ଦ ।

ଏପ୍ରିଲ ୨୧ ରୁ ୨୪ ପର୍ଯ୍ୟନ୍ତ ଚଳିତ ବର୍ଷ ଏସିଆନ୍‌ ଆଥଲେଟିକ୍‌ ଚମ୍ପିଆନ୍‌ସିପ୍‌ କତାରର ଦୋହାଠାରେ ଆୟୋଜିତ ହୋଇଥିଲା। ଗତ ବର୍ଷ ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା।

Comment