ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ଶୁକ୍ରବାର ଆଇଏଏସ୍‌ ଏବଂ ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ୩୨ ଜଣ ବରିଷ୍ଠ ଅଧିକାରୀଙ୍କ ବିଭାଗ ଓ ପଦବୀରେ ପରିବର୍ତ୍ତନ ହୋଇଛି। ଏମାନଙ୍କ ମଧ୍ୟରୁ ୯ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳି ହୋଇଛନ୍ତି। ଏହି ଅଦଳବଦଳ ପ୍ରକ୍ରିୟାରେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନର ନୂଆ କମିଶନର ହୋଇଛନ୍ତି ପ୍ରେମ ଚନ୍ଦ୍ର ଚୌଧୁରୀ।

  • ଦାଶରଥୀ ଶତପଥୀ – ଓଡ଼ିଶା ବିଧାନସଭା ସଚିବ
  • ପ୍ରେମ ଚନ୍ଦ୍ର ଚୌଧୁରୀ – ବିଏମ୍‌ସି କମିଶନର
  • ଅର୍ଚ୍ଚନା ପଟ୍ଟନାୟକ – ଉଠା ଜଳ ସେଚନ ନିଗମ ଏମ୍‌ଡି
  • ନିରଞ୍ଜନ ସାହୁ – ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ
  • ନିର୍ମଳ ଚନ୍ଦ୍ର ମିଶ୍ର – ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ
  • ଅଞ୍ଜନ କୁମାର ମାଣିକ – ଅବକାରୀ କମିଶନର
  • ଡକ୍ଟର ତ୍ରିବିକ୍ରମ ପ୍ରଧାନ – ଅବକାରୀ ବିଭାଗର ଅତିରିକ୍ତ ସଚିବ
  • ବିଭୁତି ଭୂଷଣ ପଟ୍ଟନାୟକ – ରେଜିଷ୍ଟ୍ରାର, କୋପରେଟିଭ୍‌ ସୋସାଇଟି
  • କୃପାସିନ୍ଧୁ ମିଶ୍ର – ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ
  • ଲକ୍ଷ୍ମୀଧର ମହାନ୍ତି – ଉଚ୍ଚଶିକ୍ଷା ଅତିରିକ୍ତ ସଚିବ
  • ରମେଶ ଚନ୍ଦ୍ର ରାଉତ – ESI ନିର୍ଦ୍ଦେଶକ
  • ବିଭୂତିଭୂଷଣ ଦାସ – ରାଜସ୍ୱ ବିଭାଗ ଅତିରିକ୍ତ ସଚିବ
  • ଅରବିନ୍ଦ ଅଗ୍ରୱାଲ – ନିର୍ଦ୍ଦେଶକ, ସାମିଜିକ କଲ୍ୟାଣ, ମିଶନ ଶକ୍ତି
  • ଜ୍ୟୋତିପ୍ରକାଶ ଦାସ – ବୟନ ଶିଳ୍ପ ନିର୍ଦ୍ଦେଶକ
  • ଗୁହା ପୁନମ ତାପସ କୁମାର – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ସଚିବ

୯ଟି ଜିଲ୍ଲାର ଜିଲ୍ଲାପାଳ ବଦଳିଛନ୍ତି

  • କେନ୍ଦ୍ରାପଡ଼ା – ସମର୍ଥ ବର୍ମା
  • ବାଲେଶ୍ୱର – ସୁଦର୍ଶନ ଚକ୍ରବର୍ତ୍ତୀ
  • କୋରାପୁଟ – ଡକ୍ଟର ପୋମା ଟୁଡୁ
  • ନୂଆପଡ଼ା – ମଧୁସ୍ମିତା ସାହୁ
  • ବୌଦ୍ଧ – ଲଲାଟେନ୍ଦୁ ମିଶ୍ର
  • ଖୋର୍ଦ୍ଧା – ସିତାଂଶୁ କୁମାର ରାଉତ
  • ଜଗତସିଂହପୁର – ସଂଗ୍ରାମ କେଶରୀ ମହାପାତ୍ର
  • ଝାରସୁଗୁଡ଼ା – ଜ୍ୟୋତି ରଞ୍ଜନ ପ୍ରଧାନ
  • କଟକ – ଭବାନୀ ଶଙ୍କର ଚଇନି

Comment