ଓଡ଼ିଶାଲାଇଭ ବ୍ୟୁରୋ

ମଧୁସୂଦନ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଦ୍ଵିତୀୟବାର ନାମ ଲେଖାଇବା ପାଇଁ ୧୮ ଜୁଲାଇ ୨୦୧୯ଠାରୁ ଦରଖାସ୍ତ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ଇଚ୍ଛୁକ ପ୍ରାର୍ଥୀମାନେ ପ୍ରଥମଥର ଅନଲାଇନ ଦରଖାସ୍ତ ଦେଇପାରିନାହାନ୍ତି ସେମାନେ ଏହାର ସୁଯୋଗ ନେଇପାରିବେ। ମଧୁସୂଦନ ସରକାର ଶିଳ୍ପ ତାଲିମ୍ ଅନୁଷ୍ଠାନରେ ବିଭନ୍ନ ବିଭାଗରେ ତାଲିମ ପାଇଁ ନାମ ଲେଖାଇ ପାରିବେ। ଅଧିକ ଜାଣିବା ପାଇଁ ଓ୍ଵେବସାଇଟ www.samsodisha.gov.in କୁ ଯାଇପାରିବେ।

ବିଭାଗ ଗୁଡ଼ିକ

  • ଫିଟର
  • ଇଲେକ୍ଟିସିଆନ
  • ଇଲେକଟ୍ରୋନିକ ମେକାନିକ
  • ଡ୍ରାଫ୍ଟସମ୍ୟାନ ସିଭିଲ
  • ଡ୍ରେସ ମେକିଂ
  • ସୁଇଙ୍ଗ ଟେକ୍ନଲୋଜି
  • ମେକାନିକ ମୋଟର ଭେହୀକିଲ୍
  • ଓ୍ଵେଲଡର
  • ଅଟୋ ବଡି ରିପେୟାର
  • ଅଟୋ ବଡି ପେଣ୍ଟିଙ୍ଗ

Comment