ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ନେତାମାନଙ୍କୁ ମିଳିଛି ନୂଆ ନିଯୁକ୍ତି । ନେତାମାନଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜାଣନ୍ତୁ କିଏ କେଉଁ ପଦବୀରେ ନିଯୁକ୍ତି ପାଇଛନ୍ତି।

ପୁଷ୍ପେନ୍ଦ୍ର ସିଂହ ଦେଓ: ସଦସ୍ୟ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

କସ୍ତୁରୀ ମହାପାତ୍ର: ଅଧ୍ୟକ୍ଷା, ସମାଜ ମଙ୍ଗଳ ବୋର୍ଡ

ମିନତୀ ବେହେରା: ଅଧ୍ୟକ୍ଷା, ରାଜ୍ୟ ମହିଳା କମିଶନ

ସୁଲୋଚନା ଦାସ: ଅଧ୍ୟକ୍ଷା, ଭିନ୍ନକ୍ଷମ କମିଶନ

ଲୋପାମୁଦ୍ରା ବକ୍ସିପାତ୍ର: ଉପଦେଷ୍ଟା, ମିଶନ ଶକ୍ତି

ଲେନିନ୍‌ ମହାନ୍ତି: ସଂପାଦକ, ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁ

ସୁଜିତ୍‌ କୁମାର: ଉପଦେଷ୍ଟା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ

ଅନୁଭବ ପଟ୍ଟନାୟକ: ଉପଦେଷ୍ଟା, ଇଟି ଓ ଆଇଟି

କୃତିବାସ ପାତ୍ର: ଉପଦେଷ୍ଟା, କୃଷି କୃଷକ ସଶକ୍ତୀକରଣ ବିଭାଗ

ଉତ୍କଳ କେଶରୀ ପରିଡ଼ା: ଉପଦେଷ୍ଟା, ଚିଲିକା ଉନ୍ନୟନ ପରିଷଦ

ଦେବାଶିଷ ଘୋଷ: ଉପଦେଷ୍ଟା, ଓଡ଼ିଶା ବନ ଉନ୍ନୟନ ବିଭାଗ

ସୁଲତା ଦେଓ: ଉପଦେଷ୍ଟା, ମହିଳା ଓ ଶିଶୁ ବିକାଶ ବିଭାଗ

ଜନ୍ମେଜୟ ଲେଙ୍କା: ଉପଦେଷ୍ଟା, ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ବିଭାଗ

ରାମଚନ୍ଦ୍ର ପଣ୍ଡା: ଉପଦେଷ୍ଟା, ରାଜ୍ୟ କୃଷି ବିପଣନ ବୋର୍ଡ

ଦେବାଶିଷ ମହାନ୍ତି: ଅଧ୍ୟକ୍ଷ, ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌

ଇଶ୍ଵର ପାଣିଗ୍ରାହୀ: ଅଧ୍ୟକ୍ଷ, ରାଜ୍ୟ ବିହନ ନିଗମ

ପ୍ରଭାତାଦିତ୍ୟ ମିଶ୍ର: ଅଧ୍ୟକ୍ଷ, ଆପିକଲ୍‌

ଅନୁପ ସାଏ: ଅଧ୍ୟକ୍ଷ, ରାଜ୍ୟପଣ୍ୟାଗାର ନିଗମ

ଅସିତ ପଟ୍ଟନାୟକ: ଅଧ୍ୟକ୍ଷ, ଓଡ଼ିଶା ମତ୍ସ୍ୟ ଉତ୍ପାଦନ ନିଗମ

ଅମରେନ୍ଦ୍ର ଦାସ: ଅଧ୍ୟକ୍ଷ, କାଜୁ ଉନ୍ନୟନ ନିଗମ

ଲୁଲୁ ଅମାତ: ଅଧ୍ୟକ୍ଷ, ରାଜ୍ୟ ଗ୍ରାମ୍ୟ ଗୃହ ନିର୍ମାଶ ନିଗମ

ଚିନ୍ମୟ ସାହୁ: ଅଧ୍ୟକ୍ଷ, କ୍ଷୁଦ୍ର ଶିଳ୍ପ ନିଗମ

ଶ୍ରୀମୟୀ ମିଶ୍ର: ଅଧ୍ୟକ୍ଷ, ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ

ଅମରେଶ ପତ୍ରୀ: ଅଧ୍ୟକ୍ଷ, ରାଜ୍ୟ ଉଠା ଜଳସେଚନ ନିଗମ

ସତ୍ୟବ୍ରତ ତ୍ରିପାଠୀ: ଅଧ୍ୟକ୍ଷ, ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ

ବିଜୟ କୁମାର ନାୟକ: ଅଧ୍ୟକ୍ଷ, ରାଜ୍ୟ ଯୁବ କଲ୍ୟାଣ ବୋର୍ଡ

ପ୍ରିୟଦର୍ଶୀ ମିଶ୍ର: ଅଧ୍ୟକ୍ଷ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ

ସୁବାସ ସିଂହ: ଅଧ୍ୟକ୍ଷ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ

ସଂଜୀବ ପାଇକରାୟ: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ନିଗମ

ସୁଧୀର ଦାସ: ଅଧ୍ୟକ୍ଷ, ରାଜ୍ୟ ସାମାଜିକ କଲ୍ୟାଣ ବୋର୍ଡ

ଦିଲ୍ଲୀପ ତିର୍କି: ଅଧ୍ୟକ୍ଷ, ରାଜ୍ୟ ହକି ପ୍ରମୋସନ କାଉନ୍‌ସିଲ

ମାନସ ମାଡ଼କାମୀ: ଅଧ୍ୟକ୍ଷ, ମାଲକାନଗିରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ

ବିନୟ ଟପ୍ପୋ: ଅଧ୍ୟକ୍ଷ, ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦ

ସୁସ୍ମିତା ବାଗ୍‌ଚି: ଅଧ୍ୟକ୍ଷ, ମୋ ସ୍କୁଲ

ଆକାଶ ଦାସ ନାୟକ: ଅଧ୍ୟକ୍ଷ, ମୋ କଲେଜ୍‌

Comment