ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତା ତଥା ବଲିଉଡର ରିଅଲ୍ ଷ୍ଟଣ୍ଟ ମ୍ୟାନ୍ ଟାଇଗର୍ ଶ୍ରଫ୍‌ ନିକଟରେ ‘ଏସିକ୍ସ୍’ ନାମକ ଏକ ମଲ୍ଟିନ୍ୟାସନାଲ୍ କମ୍ପାନିର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି। ଏସିକ୍ସ୍ ହେଉଛି ଜାପାନର ଏକ ଜୋତା କମ୍ପାନି। ଖୁବ୍ ଶୀଘ୍ର ଏସିକ୍ସର ଏକ ବିଜ୍ଞାପନରେ ଟାଇଗରଙ୍କୁ ଦେଖିବାକୁ ମିଳିବ।

ଭାରତରେ ନିଜର ସ୍ପୋର୍ଟସ୍ ଷ୍ଟାଇଲ୍ ବ୍ରାଣ୍ଡକୁ ପ୍ରସାର କରିବା ସହିତ ଏହି ଜାପାନୀ କମ୍ପାନି “ଏ ସାଉଣ୍ଡ୍ ମାଇଣ୍ଡ୍ ଇନ୍‌ ଏ ସାଉଣ୍ଡ୍ ବଡି” ନାମକ ଏକ ରାଇମ୍‌ ବି ରହିବ।

ନିଜ ବ୍ରାଣ୍ଡ୍ ପାଇଁ ଟାଇଗର୍ ଶ୍ରଫଙ୍କୁ ବାଛିବା ‘ଏସିକ୍ସ୍’ କମ୍ପାନି ପାଇଁ ଖୁସିର କଥା। ସେ ଭାରତର ସବୁଠାରୁ ବୁଦ୍ଧିମାନ ଏବଂ ବହୁମୁଖୀ ଅଭିନେତା। ସେ ଜଣେ ୟୁଥ୍ ଆଇକନ୍ ହେବା ସହ ଫିଟ୍ ଆଉ ଷ୍ଟାଇଲିସ ବୋଲି ଏସିକ୍ସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ମ୍ୟାନେଜିଙ୍ଗ୍ ଡାଇରେକ୍ଟର କହିଛନ୍ତି।

Comment