ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର ୧୦ ଦିନରେ ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାର ରଫାଦଫା ହୋଇଛି। କୋର୍ଟରୁ ଦୁଷ୍କର୍ମକାରୀଙ୍କ ଫଇସଲା ଆସିବା ପୂର୍ବରୁ ପୋଲିସ ଏନ୍‌କାଉଣ୍ଟରରେ ୪ ଅଭିଯୁକ୍ତ ପୂରା ସଫା ହୋଇଛନ୍ତି।

ନଭେମ୍ବର ୨୭ – ହାଇଦ୍ରାବାଦରେ ପୀଡ଼ିତାଙ୍କୁ ୪ ଜଣ ଅଭିଯୁକ୍ତ ଗଣଦୁଷ୍କର୍ମ ଓ ପ୍ରମାଣ ନଷ୍ଟ ପାଇଁ ପୀଡ଼ିତାଙ୍କୁ ଜାଳି ଦେଇଥିବା ଅଭିଯୋଗ।

ନଭେମ୍ବର ୨୮ – ସକାଳ ୭ଟାରେ ଜଳନ୍ତା ଅବସ୍ଥାରେ ମିଳିଥିଲା ପୀଡ଼ିତାଙ୍କ ମୃତଦେହ।

ନଭେମ୍ବର ୨୯ – ଗଣଦୁଷ୍କର୍ମର ୪ ଅଭିଯୁକ୍ତଙ୍କୁ ଗିରଫ। ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ।

ନଭେମ୍ବର ୩୦ – ପୀଡ଼ିତାଙ୍କୁ ନ୍ୟାୟ ଦାବି ଏବଂ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବିରେ ସାରା ଦେଶରେ ପ୍ରତିବାଦ।

ଡିସେମ୍ବର ୧ – ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ।

ଡିସେମ୍ବର ୪ – ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ।

ଡିସେମ୍ବର ୬ – ପୋଲିସ୍‌ ଏନ୍‌କାଉଣ୍ଟରେ ୪ ଅଭିଯୁକ୍ତ ସଫା।

Comment