ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତୀୟ ପରୀକ୍ଷା ବୋର୍ଡରେ ଡେପୁଟି ଡାଇରେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର ଏବଂ ଲ’ ଅଫିସର ପଦବୀରେ ମୋଟ୍‌ ୧୫ ଜଣଙ୍କ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆସନ୍ତା ଫେବ୍ରୁଆରି ୨୮ ତାରିଖ ଯାଏଁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା:

ଡେପୁଟି ଡାଇରେକ୍ଟର

ପଦବୀ ସଂଖ୍ୟା: ୭ଟି (ସାଧାରଣବର୍ଗ-୫ଟି, ଏସ୍‌ସି- ଗୋଟିଏ, ଓବିସି-ଗୋଟିଏ)

ଆସିଷ୍ଟାଣ୍ଟ ଡାଇରେକ୍ଟର

ପଦବୀ ସଂଖ୍ୟା: ୭ଟି (ସାଧାରଣବର୍ଗ-୫ଟି, ଏସ୍‌ସି- ଗୋଟିଏ, ଓବିସି-ଗୋଟିଏ)

’ ଅଫିସର

ପଦବୀ ସଂଖ୍ୟା: ୧ଟି (ସାଧାରଣବର୍ଗ- ଗୋଟିଏ)

ଆବେଦନ ପ୍ରକ୍ରିୟା

ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନପତ୍ର ସହ ନିଜର ବାୟୋଡାଟା ଏବଂ ସମସ୍ତ ଦରକାରୀ କାଗଜପତ୍ରକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଡିସ୍‌ନାଲ୍‌ ଡାଇରେକ୍ଟଙ୍କ ପାଖକୁ ପଠାଇବାକୁ ହେବ।

ଏବି ବିଜ୍ଞପ୍ତି ସମ୍ବନ୍ଧିତ ଅଧିକ ତଥ୍ୟ ଜାଣିବା ପାଇଁ www.natboard.edu.in ଓ୍ଵେବ୍‌ସାଇଟ୍‌ ସହ ଯୋଗାଯୋଗ କରିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ସୌଜନ୍ୟ: ଚାକିରି ପ୍ଲସ୍‌

Comment