ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୋର୍ଦ୍ଧାରୋଡ୍‌ କେନ୍ଦ୍ରୀୟ ବିଦ୍ୟାଳୟରେ ଉଭୟ ଶିକ୍ଷକ ଏବଂ ଅଣ-ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେବ୍ରୁଆରି ୨୫ରେ ଅନୁଷ୍ଠିତ ହେବାକୁ ଯାଉଛି ଓ୍ଵାକ୍‌ ଇନ୍‌ ଇଣ୍ଟରଭ୍ୟୁ।

ପଦବୀ:

  • ପିଜିଟି (ଇଂରାଜୀ, ହିନ୍ଦୀ, ମ୍ୟାଥ୍‌, ଫିଜିକ୍ସ, କେମେଷ୍ଟ୍ରୀ, ବାୟୋଲୋଜୀ, କମ୍ପ୍ୟୁଟର ସାଇନ୍ସ, ଇକୋନୋମିକ୍ସ, କମର୍ସ)
  • ଟିଜିଟି (ଇଂରାଜୀ, ହିନ୍ଦୀ, ସଂସ୍କୃତ, ମ୍ୟାଥ୍‌, ସାଇନ୍ସ, ସୋସିଆଲ୍‌ ସାଇନ୍ସ)
  • ପିଆର୍‌ଟି
  • କ୍ୟାରିଅର୍‌ କାଉନ୍‌ସେଲର୍‌
  • ସ୍ପୋର୍ଟସ୍‌ କୋଚ୍
  • ଡ୍ୟାନ୍ସ କୋଚ୍‌
  • ଡାକ୍ତର
  • ନର୍ସ
  • ଯୋଗ ଇନ୍‌ଷ୍ଟ୍ରକ୍ଟର୍‌
  • ରିଜିଓନାସ୍‌ ଲାଙ୍ଗୁଏଜ୍‌ ଟିଚର୍‌
  • କମ୍ପ୍ୟୁଟର ଇନ୍‌ଷ୍ଟ୍ରକ୍ଟର୍‌ ଆଣ୍ଡ ଡାଟା ଏଣ୍ଟ୍ରୀ ଅପରେଟର୍‌

ଇଣ୍ଟରଭ୍ୟୁ ସମୟ– ୨୦୨୦ ଫେବ୍ରୁଆରି ୨୫ ସକାଳ ୯ (ଏହା ପୂର୍ବରୁ ରେଜିଷ୍ଟ୍ରେସନ୍ କରିପାରିବେ)

ଏହି ବିଜ୍ଞପ୍ତି ବିଷୟରେ ଅଧିକ ଜାଣିବା ପାଇଁ khurdaroad.kvs.ac.in ଓ୍ଵେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ।

ଯୋଗାଯୋଗ ପାଇଁ:

Comment