ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଗୁରୁବାର ସୁଦ୍ଧା କଣ ରହିଛି କରୋନା ରିପୋର୍ଟ?

ଓଡ଼ିଶାରେ କରୋନା

  • ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯କୁ ବୃଦ୍ଧି।
  • ବାଲେଶ୍ୱରରୁ ପୁଣି ୨ କରୋନା ପଜିଟିଭ୍।
  • ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ
  • ଯାଜପୁରରେ ଚିହ୍ନଟ ହେଲେ ଆଉ ୪ନୂଆ ପଜିଟିଭ୍।
  • ଆକ୍ରାନ୍ତଙ୍କ ମଧ୍ୟରେ ତିନି ଜଣ ମହିଳା, ଜଣେ ପୁରୁଷ।
  • ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୫,୯୮୪ ନମୁନା ପରୀକ୍ଷଣ ହୋଇଛି।
  • ଓଡ଼ିଶାରେ କରୋନା କବଳରୁ ସୁସ୍ଥ ହେଲେଣି ୩୩ ଆକ୍ରାନ୍ତ।
  • ବର୍ତ୍ତମାନ ରାଜ୍ୟରେ ୫୫ ଜଣ ସକ୍ରିୟ କରୋନା ଆକ୍ରାନ୍ତ।
  • ଝାରସୁଗୁଡ଼ାରେ ଖୋଲିଲା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ।
  • ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୨ଟି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ।

corona

ଦେଶ ଓ ବିଶ୍ୱରେ କରୋନା

  • ଭାରତରେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୫୪୨ଟି ନମୁନା ପରୀକ୍ଷଣ ହୋଇଛି।
  • ଭାରତରେ ୨୧,୩୯୩ ପଜିଟିଭ୍ କେସ୍ ସାମନାକୁ ଆସିଛି।
  • ଭାରତରେ ୪୨୫୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
  • ୬୮୧ଜଣ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି।
  • ବର୍ତ୍ତମାନ ଭାରତରେ ୧୬,୪୫୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।
  • ବିଶ୍ୱର ୨୧୦ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
  • ଏବେ ସୁଦ୍ଧା ବିଶ୍ୱରେ ୨୬,୪୮,୩୬୦ ଜଣ ଲୋକ କରୋନା ଆକ୍ରାନ୍ତ।

Comment