ଓଡ଼ିଶାଲାଇଭ ବ୍ୟୁରୋ

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଲଘୁଚାପ ଆସୁଥିବା ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ଲଘୁଚାପ ଆସନ୍ତା ୧୩ ତାରିଖ ସୁଦ୍ଧା ସୃଷ୍ଟି ହୋଇପାରେ।

ଏହାରି ପ୍ରଭାବରେ ରାଜ୍ୟରେ ୨ ଦିନ ବର୍ଷା ହୋଇପାରେ। ଦକ୍ଷିଣ ଓଡ଼ିଶାରେ ଏହାର ଅଧିକ ପ୍ରଭାବ ପଡ଼ିପାରେ ବୋଲି ଆକଳନ କରାଯାଉଛି। ୧୪ ତାରିଖରେ ଏହାର ପ୍ରଭାବ ଓଡ଼ିଶାରେ ସର୍ବାଧିକ ରହିବ।

BGU

ନିକଟରେ ଲଗାତର ୩ଟି ଲଘୁଚାପ ବର୍ଷା ହୋଇଥିଲା। ଯାହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଥିଲା। ଫଳରେ ରାଜ୍ୟରେ ବନ୍ୟା ହୋଇଥିଲା।

Comment