ଓଡ଼ିଶାଲାଇଭ୍ ବ୍ୟୁରୋ

jioଓ୍ଵାର୍କ ଫ୍ରମ୍ ହୋମ୍ କରୁଛନ୍ତି କି? ଜିଓ ଆପଣଙ୍କ ପାଇଁ ଆଣିଛି ଏକ ଦମଦାର୍ ଅଫର। ଏଣିକି ପ୍ରତିଦିନ ୩ ଜିବି ହାଇସ୍ପିଡ୍ ଡାଟା ସହ ଅନଲିମିଟେଡ୍ କଥା ମଧ୍ୟ ହୋଇପାରିବେ।

ଜିଓ ପକ୍ଷରୁ ଜାରି ହୋଇଥିବା ଏହି ପ୍ଲାନର ମୂଲ୍ୟ ରହିଛି ମାତ୍ର ୯୯୯ ଟଙ୍କା। ଏଥିରେ ଗ୍ରାହକମାନଙ୍କୁ ୮୪ ଦିନ ପାଇଁ ପ୍ରତିଦିନ ଜିବି ଲେଖାଏଁ ହାଇସ୍ପିଡ୍ ଡାଟା ଉପଲବ୍ଧ ହୋଇପାରିବ।

ଏଥିସହ ସେମାନେ ଜିଓରୁ ଜିଓ ଅନଲିମିଟେଡ୍ କଲ କରିପାରିବେ। ଅନ୍ୟ ନେଟୱର୍କକୁ ମଧ୍ୟ ସେମାନେ ହଜାର ମିନିଟ୍ ପର୍ଯ୍ୟନ୍ତ ମାଗଣାରେ କଥା ହୋଇପାରିବେ ବୋଲି କୁହାଯାଇଛିBGUଏଥିସହ ଅନ୍ୟ ସମସ୍ତ ପ୍ଲାନ ଭଳି ଏହି ପ୍ଲାନରେ ମଧ୍ୟ ଗ୍ରାହକମାନଙ୍କୁ ପ୍ରତିଦିନ ୧୦୦ ଏସ୍ଏମ୍ଏସ ସୁବିଧା ମିଳିବ। ଏହାବାଦ ଜିଓର ଅନ୍ୟ ସମସ୍ତ ସ୍ପେଶାଲ ଅଫର ମଧ୍ୟ ସେମାନେ ଉଠାଇପାରିବେ

Comment