ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡିର ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକା ଶୁକ୍ରବାର ପ୍ରକାଶ ପାଇଛି। ୬ ଜଣ ବରିଷ୍ଠ ନେତାଙ୍କୁ ଜାତୀୟ ମୁଖପାତ୍ର, ୧୬ ଜଣଙ୍କୁ ମୁଖପାତ୍ର, ୧୪ ଜଣଙ୍କୁ ପ୍ୟାନେଲିଷ୍ଟ ଭାବେ ଦାୟିତ୍ୱ ଦେଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ମୁଖପାତ୍ରମାନେ ଏଣିକି ଦଳର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମରେ ମନ୍ତବ୍ୟ ରଖିବେ।

ଜାତୀୟ ମୁଖ୍ୟପାତ୍ର ଦାୟିତ୍ୱରେ ଅଛନ୍ତି ପିନାକୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅଚ୍ୟୁତ ସାମନ୍ତ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ଶର୍ମିଷ୍ଠା ସେଠୀ।

ମୁଖପାତ୍ର ଦାୟିତ୍ୱରେ ଅଛନ୍ତି ପ୍ରତାପ କେଶରୀ ଦେବ, ଚନ୍ଦ୍ର ଶେଖର ସାହୁ, ରମେଶ ମାଝୀ, ସ୍ନେହାଙ୍ଗିନୀ ଛୁରିଆ, ଲେନିନ ମହାନ୍ତି, ସୁଲତା ଦେଓ, ବ୍ୟୋମକେଶ ରାୟ, ରାସେଶ୍ୱରୀ ପାଣିଗ୍ରାହୀ,  କସ୍ତୁରୀ ମହାପାତ୍ର, ଅନୁଭବ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ସଞ୍ଜୟ ବାବୋ, ଶ୍ରୀମୟୀ ମିଶ୍ର, ଚିନ୍ମୟ ସାହୁ,  ଏଲିନା ଦାସ,  ହରିଶ ଚୌଧୁରୀ।

ସେହିପରି ପ୍ୟାନେଲିଷ୍ଟ ଦାୟିତ୍ୱରେ ଅଛନ୍ତି ଚନ୍ଦ୍ରାଣୀ ମୁର୍ମୂ, ପ୍ରିୟବ୍ରତ ମାଝି, ଚକ୍ରଧର ଦାସ, ଓମ ପ୍ରକାଶ ସାହୁ,  ମଧୁସ୍ମିତା ନାୟକ, ଇପ୍ସିତା ସାହୁ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ସୋଫିଆ ଆଲାମ, ତୁମ୍ବନାଥ ପଣ୍ଡା,  ପ୍ରଶାନ୍ତ କୁମାର ସାହୁ, ଅମିତ ମଲ୍ଲିକ,  ଛବି ମହାଲି, ମୀନାକ୍ଷୀ ମିଶ୍ର, ସ୍ମୃତି ନନ୍ଦ।

Comment