ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ମଇଦାନ୍‌ରେ ଆଜି ଦେଖିବାକୁ ମିଳିବ ଏକ କଡ଼ା ଟକ୍କର। କାହିଁକି ନା ଆଜି ମୁହାଁମୁହିଁ ହେବେ ମୁମ୍ଵାଇ ଇଣ୍ଡିଆନ୍ସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ୍। ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଏମ୍ ଏ ଚିଦାମ୍ଵରମ୍ ଷ୍ଟାଡିୟମରେ ଖେଳାଯିବ।

ଆଜିର ଏହି ମ୍ୟାଚ୍‌ଟି ଉଭୟ ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ରହିବ। ବିଶେଷକରି ହାଇଦ୍ରବାଦ୍ ଏହି ମ୍ୟାଚ୍‌ରେ ମୁମ୍ଵାଇକୁ ବାଜିମାତ୍ କରିବାକୁ ଚେଷ୍ଟା କରିବ। କାହିଁକି ନା ଚଳିତ ସଂସ୍କରଣରେ ମୁମ୍ଵାଇ ୨ଟି ମ୍ୟାଚ୍‌ରୁ ଗୋଟିଏ ଜିତିଥିବା ବେଳେ, ହାଇଦ୍ରାବାଦ୍ ୨ଟି ଯାକ ମ୍ୟାଚ୍ ହାରି ଏଯାଏଁ ଖାତା ଖୋଲିପାରିନି।

ମୁମ୍ଵାଇ ଇଣ୍ଡିଆନ୍ସ

ରୋହିତ୍ ଶର୍ମା(ଅଧିନାୟକ), ଆଦିତ୍ୟ ତାରେ, ଅନମୋଲ୍ ପ୍ରୀତ୍ ସିଂହ, କ୍ରିସ୍ ଲିନ୍, ସୂର୍ଯ୍ୟକୁମାର ଯାଦବ, ଅନୁକୁଲ୍ ରାୟ, ଅର୍ଜୁନ ତେନ୍ଦୁଲକର, ଧବଲ୍ କୁଲ୍କର୍ଣ୍ଣି, ହାର୍ଦ୍ଦିକ ପାଣ୍ଡ୍ୟା, ଜେମ୍ସ ନିଶାମ, ମାକ୍ରୋ ଜନସେନ୍, ଇଶାନ୍ କିଷନ୍, କ୍ଵିଣ୍ଟନ ଡିକକ୍, ଆଦାମ ମିଲ୍‌ନେ, ଜଶପ୍ରୀତ୍ ବୁମ୍ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ୍ ପାଣ୍ଡ୍ୟା, ଟ୍ରେଣ୍ଟ ବୋଲ୍ଟ, ନାଥନ୍ କୁଲ୍ଟରନିଲ୍, ସୌରଭ ତିଓ୍ଵାରୀ, ମୋସିନ୍ ଖାନ୍, ପିୟୁଷ ଚାଓ୍ଵାଲା, ୟୁଦ୍ଧବିର ସିଂ।

ସନରାଇଜର୍ସ ହାଇଦ୍ରାବାଦ୍

ଡେଭିଡ ଓ୍ଵାର୍ଣ୍ଣର(ଅଧିନାୟକ), ଅବ୍ଦୁଲ୍ ସାମଦ୍, ଜସନ୍ ରୟ, କେନ୍ ଓ୍ଵିଲିୟମସନ୍, ମନିଷ୍ ପାଣ୍ଡେ, ପ୍ରିୟମ୍ ଗର୍ଗ, ବିରାଟ ସିଂହ, ଅଭିଶେକ୍ ଶର୍ମା, ଜସୋନ୍ ହୋଲ୍ଡର, କେଦାର ଯାଦବ, ମହମ୍ମଦ ନବି, ବିଜୟ ଶଙ୍କର, ଜନି ବାଇରଷ୍ଟୋ, ଶ୍ରୀଭଟ୍ସ ଗେସ୍ଵାମୀ, ଭୁବନେଶ୍ଵର କୁମାର, ଜଗଦୀଶ ସୁଚିଥ୍, ଖଲିଲ୍ ଅହମ୍ମଦ, ମୁଜିବ୍ ଉର୍ ରେହମାନ୍, ରସିଦ୍ ଖାନ୍, ସନ୍ଦୀପ ଶର୍ମା, ସାହାବାଜ୍ ନାଦିମ୍, ସିଦ୍ଧାର୍ଥ କୌଲ୍, ଟି ନଟରାଜନ୍।

Comment