ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆମ ଶରୀରରେ କିଡନୀ ହେଉଛି ଏକ ଫିଲଟର ଭଳି। ଅପରିଷ୍କାର ରକ୍ତକୁ ଛାଣି ଶରୀରକୁ ବିଶୁଦ୍ଧ ରକ୍ତ ଯୋଗାଇବା ହେଉଛି କିଡନୀର ମୁଖ୍ୟ କାମ। ତେଣୁ କିଡନୀକୁ ସୁସ୍ଥ ରଖିବା ଆବଶ୍ୟକ ବୋଲି ଡାକ୍ତର କୁହନ୍ତି।

କିଡନୀରେ ଷ୍ଟୋନ କାହିଁକି ହୁଏ? କିଡନୀ ଷ୍ଟୋନକୁ କିପରି ଚିହ୍ନି ହେବ? ସେ ନେଇ ବିଶିଷ୍ଟ କିଡନୀ ରୋଗ ବିଶେଷଜ୍ଞ ଡାକ୍ତର ସମୀର ସ୍ଵାଇଁ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #KidneyStone #DoctorsAdvice #Treatment #OdiaHealthTips

Comment