ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଖାଦ୍ୟପେୟରେ ଅନିୟମିତତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ବର୍ତ୍ତମାନ ଅନେକ ରୋଗ ଦେଖାଦେଉଛି। ଏହା ମଧ୍ୟରୁ ସବୁଠାରୁ ଆଗରେ ରହିଛି ମଧୁମେହ ବା ଡାଏବେଟିସ୍। ଏବେ ପ୍ରତ୍ୟେକ ଘରେ କାହାକୁ ନା କାହାକୁ ଡାଇବେଟିସ୍ ସମସ୍ୟା ଥିବା ଦେଖିବାକୁ ମିଳେ।

ମଧୁମେହର ଶିକାର ହେଉଥିବା ରୋଗୀଙ୍କଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଥାଏ। ଡାଏବେଟିସ୍‌ ଶରୀରର ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ।

ଡାଇବେଟିସର ପ୍ରଭାବ ଆମ ଦାନ୍ତ ଉପରେ ମଧ୍ୟ ପଡ଼ିଥାଏ। ଏଭଳି ପରିସ୍ଥିତିରେ କେମିତି କରିବେ ଚିକିତ୍ସା? ସେ ସମ୍ପର୍କରେ ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଲିପ୍ସା ପାଢ଼ୀଙ୍କଠାରୁ ଆସନ୍ତୁ ଜାଣିବା।

Tags: #Diabetes #DentalProblem #DoctorsAdvice #OdiaHealthTips

Comment