ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଜି ହେଉଛି ବିଶ୍ଵ ଫିଜିଓଥେରାପି ଦିବସ। ଆଣ୍ଠୁଗଣ୍ଠି ବାତ ରୋଗୀ କେମିତି କରିବେ ଫିଜିଓଥେରାପି? ଜାଣିବା ପାଇଁ ଦେଖନ୍ତୁ ଭିଡିଓ…

ଆର୍ଥ୍ରାଇଟିସ୍‌ ବା ଗଣ୍ଠିବାତ ରୋଗ ସାଧାରଣତଃ ବୟସ୍କ ବ୍ୟକ୍ତିଙ୍କଠାରେ ଅଧିକ ଦେଖାଦେଇଥାଏ। ବୟସ ଅଧିକ ହେଲେ, ଗଣ୍ଠିରେ ଚାପ ପଡ଼ିଲେ ଆଣ୍ଠୁଗଣ୍ଠି ବାତ ହୋଇଥାଏ।

ଆଣ୍ଠୁଗଣ୍ଠି ବାତ ରୋଗୀ କେଉଁଭଳି ଫିଜିଓଥେରାପି କଲେ ଉପଶମ ପାଇପାରିବେ? ସେ ନେଇ ଫିଜିଓଥେରାପିଷ୍ଟ ରଶ୍ମିତା ପାଣ୍ଡବଙ୍କଠାରୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

(ସୌଜନ୍ୟ: ସ୍ଵାସ୍ଥ୍ୟପ୍ଲସ)

Tags: #WorldPhysiotherapyDay # Knee Pain Relief #Physiotherapy #Exercise #Treatment #HealthyLife #OdiaHealthTips

Comment