ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମେନୋପଜ୍‌ ସମୟରେ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ। ଏହି ସମୟରେ ଶରୀରକୁ କ୍ୟାଲସିୟମ୍‌, ଆଇରନ୍‌ ଓ ପ୍ରୋଟିନ୍‌ର ଆବଶ୍ୟକତା ହୋଇଥାଏ। ତେଣୁ ଶରୀରକୁ ସଠିକ ପୋଷଣର ଆବଶ୍ୟକତା ରହିଛି।

ମେନୋପଜ୍ ସମୟରେ କାହିଁକି ହୁଏ ଶାରୀରିକ ପରିବର୍ତ୍ତନ, କ’ଣ ଖାଇବେ ଏବଂ ଏହି ସମୟରେ କେମିତି ନିଜର ଯତ୍ନ ନେବେ? ସେ ସମ୍ପର୍କରେ ଡାଏଟିସିଆନ୍‌ ସୁଶ୍ରୀ ତପସ୍ୱିନୀ ଦାସ କ’ଣ କହୁଛନ୍ତି ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Tags: #Menopause #WeightControl #Treatment #DoctorsAdvice #OdiaHealthTips

Comment