ମଦ ଦୋକାନକୁ ୧ ଲକ୍ଷ ଜରିମାନା କଲେ ଗଞ୍ଜାମ ଜିଲ୍ଲାପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅପରିଷ୍କାର କରିଥିବାରୁ ମଦ ଦୋକାନକୁ ୧ ଲକ୍ଷ ଟଙ୍କା ଜରିମାନା। ବ୍ରହ୍ମପୁରରେ କର୍ପୋରେସନ ରୋଡରେ ଥିବା ଏକ ଦେଶୀ ମଦ ଦୋକାନକୁ ଏହି ଫାଇନ କରିଛନ୍ତି ଜିଲ୍ଲାପାଳ। ମଦ ଦୋକାନ ଆଗରେ...

ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟ ଅଧୀନରେ ଶିକ୍ଷକ ନିଯୁକ୍ତି, ମାର୍ଚ୍ଚ ୨୨ରେ ୱାକ୍ ଇନ୍ ଇଣ୍ଟରଭ୍ୟୁ 

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁର କ୍ଲଷ୍ଟର ଅଧୀନରେ ଥିବା ୭ଟି କେନ୍ଦ୍ରୀୟ ବିଦ୍ୟାଳୟରେ ପିଜିଟି, ଟିଜିଟି ଓ ପିଆରଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆସନ୍ତା ମାର୍ଚ୍ଚ ୨୨ରେ ଅନୁଷ୍ଠିତ ହେବାକୁ...

ବ୍ରହ୍ମପୁର ସହରର ମଧ୍ୟରେ ଗଞ୍ଜେଇ ଗଛ, ଘେରାଯାଇଛି ବିଡିଏ ତାର ଜାଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁର ସହର ରାସ୍ତା ଉପରେ ବିଡିଏ ତାର ଜାଲି ମଧ୍ୟରେ ବଢୁଥିଲା ଗଞ୍ଜେଇ ଗଛ। ଏହାର ଫୋଟ ଭାଇରାଲ ହେବା ପରେ କଟାଗଲା ଗଛ।   (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ସହରର...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧ୍ୟାପକଙ୍କ ଘରୁ ଚୋରି

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଅଧ୍ୟାପକ ଜଣକ ହେଉଛନ୍ତି ସାମ୍ଵାଦିକ ଓ ଗଣ ଯୋଗାଯୋଗ ବିଭାଗର ହରିହର ବେହେରା। ଗୋଶାଣିନୂଆଗାଁ...

ରାତି ବେଳା ସଫା ହେଉଛି ବ୍ରହ୍ମପୁର ରାସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ କୁମାର ପଟ୍ଟନାୟକ): ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଏଣିକି ରାତିରେ ସଫା ହେଉଛି ରାସ୍ତାଘାଟ। ସକାଳ ପହରେ ଲୋକେ ବାହାରକୁ ବାହାରିବା ବେଳେ ଯେଭଳି ପରିଷ୍କାର ପରିଚ୍ଛନ୍ନ ପରିବେଶ...

ବ୍ରହ୍ମପୁର ଷ୍ଟେସନରୁ ତୀର୍ଥଯାତ୍ରା ଆରମ୍ଭ କଲେ ୯୭୦ ବରିଷ୍ଠ ନାଗରିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ରେଳ ଷ୍ଟେସନରୁ ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ ବାହାରିଛି। ଦିନ ୧୨ଟାରେ ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାର ୯୭୦ ବରିଷ୍ଠ ନାଗରିକଙ୍କୁ ନେଇ...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଓ୍ଵମେନ୍‌ ଷ୍ଟଡିଜ୍‌ ରିସର୍ଚ୍ଚ ସେଣ୍ଟର (WSRC) ରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ୨୦୨୦ ମାର୍ଚ୍ଚ ୩୧...

ଜାପାନରୁ ଫେରିଲେ ଓଡ଼ିଆ ଇଞ୍ଜିନିୟର, କୋରୋନା ସନ୍ଦେହରେ ଥିଲେ ଅଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାପାନରୁ ଫେରିଲେ ଓଡ଼ିଆ ଇଞ୍ଜିନିୟର ଶିବାଶିଷ ନାୟକ। କୋରୋନା ସନ୍ଦେହରେ ଜାପାନର ୟୋକହମା ବନ୍ଦରରେ ତାଙ୍କୁ ଅଟକ ରଖାଯାଇଥିଲା। ଡାଇମଣ୍ଡ ପ୍ରିନ୍‌ସେସ ନାମକ ଏକ ଜାହାଜରେ ଶିବାଶିଷ ନାୟକ ଓ ତାଙ୍କ...

ବ୍ରହ୍ମପୁର: ପାଟିରେ ଫୁଟିଲା ଅଫୁଟା ବୋମା, ଗର୍ଭବତୀ ଗାଈ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ପାଟିରେ ଅଫୁଟା ବୋମା ଫୁଟି ମୃତ୍ୟୁବରଣ କଲା ଗର୍ଭବତୀ ଗାଈ। ବ୍ରହ୍ମପୁରର ହରିଡ଼ାଖଣ୍ଡି ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବ୍ରହ୍ମପୁର ହରିଡ଼ାଖଣ୍ଡି ଛକରେ ଏକ ଗାଈ ଗୁରୁବାର...

ଚିକିତ୍ସାରେ ଅବହେଳା – ବ୍ରହ୍ମପୁର ଗୁରୁଦେବ ଘରୋଇ ହସ୍ପିଟାଲ ସିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ (ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଅସ୍ତ୍ରୋପଚାର ବେଳେ ଚିକିତ୍ସାରେ ଅବହେଳା ପାଇଁ ସ୍ଥାନୀୟ ଗୋଇଲୁଣ୍ଡି ରୋଡ୍‌-ନୂଆ ବସଷ୍ଟାଣ୍ଡସ୍ଥିତ ଗୁରୁଦେବ ଘରୋଇ ହସ୍ପିଟାଲରେ ଐଶ୍ୱର୍ଯ୍ୟ ସିଂ ଦେଓ (୨୫ ବର୍ଷ) ନାମକ ବିବାହିତା ମହିଳାଙ୍କ...