ଟ୍ରାଫିକ ଉଲ୍ଲଙ୍ଘନକାରୀ ସାବଧାନ! ଉପରେ ବୁଲୁଛି ଡ୍ରୋନ୍ କ୍ୟାମେରା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ଯେଉଁମାନେ ଇଛାକୃତ ଭାବରେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନେ ଏଣିକି ସାବଧାନ ହୋଇ ଯାଆନ୍ତୁ। ଟ୍ରାଫିକ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ଚିହ୍ନଟ କରିବା ପାଇଁ କମିଶନରେଟ...
ଆତଙ୍କବାଦୀ ଆକ୍ରମଣର ମୁକାବିଲା ପାଇଁ ଭୁବନେଶ୍ୱର ସପିଂ ମଲ୍ରେ ମକ୍ଡ୍ରିଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆତଙ୍କବାଦୀ ଆକ୍ରମଣ ହେଲେ କିଭଳି ମୁକାବିଲା କରିବେ ସୁରକ୍ଷାକର୍ମୀ। ଏନେଇ ରାଜଧାନୀ ଭୁବନେଶ୍ୱରର ଏକ ସପିଂ ମଲ୍ରେ ମକ୍ଡ୍ରିଲ କରାଯାଇଛି। ବମ୍ ନିଷ୍କ୍ରିୟକାରୀ ଟିମ୍, ଆଣ୍ଟି ଟେରୋରିଷ୍ଟ ସ୍ୱାଡ , ଏନଡିଆରଏଫ୍...
‘‘ମୋ’ ପୁଅ ଚାଲିଗଲା, ମୋ’ ସ୍ୱପ୍ନ ଚୁନା ହୋଇଗଲା’’
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=WkH42O-bXBg
ମେ’ ୨୫ରେ ଭୁବନେଶ୍ୱର ନୟାପଲ୍ଲୀ ନିକଟରେ ହୋଇଥିବା ଦୁର୍ଘଟଣାରେ ଦୁଇ ଜଣ ଛାତ୍ରଙ୍କ ଜୀବନ ଚାଲି ଯାଇଥିଲା। ସେହି ଦୁର୍ଘଟଣା ଦିନର ଦୁଃଖଦ ମୁହୂର୍ତ୍ତକୁ ମନେପକାଇଛନ୍ତି ଚନ୍ଦ୍ରାଂଶୁଙ୍କ ମା’ ନମିତା।
‘‘ମାମା ମୁଁ ୨...
ଡିସେମ୍ବରରେ ବିଜେପିର ନବକଳେବର – କିଏ ହେବେ ରାଜ୍ୟ ସଭାପତି?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ତୃଣମୂଳ ସ୍ତରରୁ ସଙ୍ଗଠନ ସୁଦୃଢ଼ କରୁଛି ବିଜେପି। ଡିସେମ୍ବରରେ ହେବ ରାଜ୍ୟ ସଭାପତି ଚୟନ।
ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ବିଜେପି ତାର ନୂଆ ରାଜ୍ୟ ସଭାପତି ଚୟନ କରିବ।...
ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ଜଳିଗଲା ବସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଥିବା ବସ୍ରେ ଲାଗିଲା ନିଆଁ। ନିଆଁ ଲାଗି ବସ୍ଟି ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଫାୟାର ଷ୍ଟେସନରୁ ଅଗ୍ନିଶମ କର୍ମଚାରୀ ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ପହଞ୍ଚି ନିଆଁକୁ...
କିଟ୍ରେ ମର୍ସିଡିସ୍ ବେଞ୍ଜର ଅଟୋମୋଟିଭ୍ ମେକାଟ୍ରୋନିକ୍ସ ଲର୍ଣ୍ଣିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
କିଟ୍ ବିଶ୍ଵବିଦ୍ୟାଳୟରେ ମଙ୍ଗଳବାର ମର୍ସିଡିସ୍ ବେଞ୍ଜର ଅଟୋମୋଟିଭ୍ ମେକାଟ୍ରୋନିକ୍ସ ଲର୍ଣ୍ଣିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଉଦ୍ଘାଟିତ ହୋଇଛି। ମର୍ସିଡିସ୍ ବେଞ୍ଜ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍ଟିନ୍ ସ୍ୱେ ଏହି ସେଣ୍ଟରକୁ...
ଟୁଇନ୍ ସିଟିରେ ଅପରାଧ ନିୟନ୍ତ୍ରଣ ଆମ ପାଇଁ ବଡ଼ ଚାଲେଞ୍ଜ : ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=2jfblaQyQg8
କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ସତ୍ୟଜିତ ମହାନ୍ତିଙ୍କ ଜାଗାରେ ସେ ନୂଆ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୦...
ଆମ ଲୋକକଳା ଆମ ସଂସ୍କୃତି: ବିମୋହିତ କଲା ଢ଼େମ୍ସା ନୃତ୍ୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ସୋମବାର ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ସନ୍ଧ୍ୟାରେ କଳାହାଣ୍ଡି ଓ କୋରାପୁଟର କଳାକାରମାନେ...
ଭୁବନେଶ୍ଵରରେ ଦବିଲା ଫ୍ଲାଏଓଭର – ଦୁଇଘଣ୍ଟା ଧରି ରାସ୍ତା ଜାମ୍
ଓଡ଼ିଶାଲାଇଭ ବ୍ୟୁରୋ
ବମିଖାଲ ଫ୍ଲାଏଓଭର ନିର୍ମାଣ ବେଳେ ଦୁଇଟି ବଡ଼ ଅଘଟଣ ଭୁବନେଶ୍ଵର ବାସୀଙ୍କ ମନରୁ ନଲିଭୁଣୁ ପୁଣି ଓଭର ବ୍ରିଜକୁ ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ଶନିବାର ହାଇଟେକ୍ ଛକରେ...
ଇସ୍କନ୍ ଆଗରେ ବହିଲା ଯମୁନା, ଜନ୍ମାଷ୍ଟମୀରେ ଭକ୍ତ ହଟହଟା
ଓଡ଼ିଶାଲାଇଭ୍ ବ୍ୟୁରୋ
ହାତରେ ଭୋଗ, ଫୁଲମାଳ ଧରି ଅଣ୍ଟାଏ ପାଣିରେ ପଶି ଶ୍ରୀକୃଷ୍ଣଙ୍କୁ ପୂଜା କରିବାକୁ ଆସିଛନ୍ତି ଭକ୍ତ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ଵରସ୍ଥିତ ଇସ୍କନ୍ ସମ୍ନାରେ। ଇସ୍କନ୍ ମନ୍ଦିର ସମ୍ନାରେ...





















