ସେପ୍ଟେମ୍ବର ୨୭ରେ ଓସିଏ ନିର୍ବାଚନ – ପ୍ରକାଶ ପାଇଲା ୭୩ ଜଣିଆ ଭୋଟର ତାଲିକା

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ: ଆସନ୍ତା ୨୭ତାରିଖରେ ହେବାକୁ ଥିବା ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ନିର୍ବାଚନ ପାଇଁ ଆଜି ୭୩ ଜଣିଆ ଭୋଟର ତାଲିକା ପ୍ରକାଶ ପାଇଛି। ଶନିବାର ଆପତ୍ତି, ଅଭିଯୋଗ ଶୁଣାଣି ରହିଥିବା ବେଳେ ୧୫...

ଡିଏଲ୍ ପାଇଁ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଖୋଲିବ ଆଉ ୫ କାଉଣ୍ଟର

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ ପାଇଁ ସବୁ ଆର୍‌ଟିଓ ଅଫିସ୍‌ରେ ଲୋକଙ୍କ ଭିଡ଼ ଲାଗୁଛି। ଏଣୁ ଭିଡ଼କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ...

ସହିଦନଗରରେ ଲକ୍ଷ୍ନୌ ନବାବଙ୍କର ରାଜପ୍ରାସାଦରେ ବିରାଜିବେ ମା’ ଦୁର୍ଗା

ଓଡ଼ିଶାଲାଇଭ୍ ବ୍ୟୁରୋ ପାଖେଇ ଆସିଲାଣି ଧରାପୃଷ୍ଠରେ ମା'ଙ୍କ ଅବତରଣ। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ସବୁଠି ଚାଲିଛି ଜୋର୍ ସୋର୍ ପ୍ରସ୍ତୁତି। କିଏ ସୁନ୍ଦର ତୋରଣ ବାନ୍ଧିବାରେ ଧ୍ୟାନ ଦେଉଛି ତ ଆଉ...

କମିସନରେଟ୍ ପୋଲିସର କଟକ ଦଶହରା ପ୍ରସ୍ତୁତି – ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କଲେ କାର୍ଯ୍ୟାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ୧୨ରେ ସରିବ ମେଲୋଡି ପୂଜା କମିଟି ଭଲ୍ୟୁଣ୍ଟର ନେବେ ତାଲିମ ସାଉଣ୍ଡ ଉପରେ କଟକଣା ସବୁ ପୂଜା ମଣ୍ଡପରେ ସିସିଟିଭି ସୁନା, ଚାନ୍ଦି ମେଢ଼ ଜଗିବେ ବନ୍ଧୁକଧାରୀ ପୋଲିସ କଟକ...

କଂଗ୍ରେସର ସୁର ଭାଇ କହିଲେ : ମୋଦି-ନବୀନ ଭାଇଭାଇ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ବିଜେପି ସାହାରାରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ବଡ଼ ଭାଇ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସାନ ଭାଇ। ଏହା ଆମେ କହୁନୁ, କଂଗ୍ରେସର...

ଦିଲୀପ ଶତପଥୀଙ୍କ ଶ୍ରଦ୍ଧାଞ୍ଜଳି ସଭା: ମନେ ପକାଇଲେ, ସ୍ମୃତି ବଖାଣିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ଇଡିକଲ ଅଡିଟୋରିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜନେତା, ମନ୍ତ୍ରୀଙ୍କଠୁ ଆରମ୍ଭ କରି ବହୁ ବରିଷ୍ଠ ସାମ୍ବାଦିକ, ପ୍ରଶାସନିକ...

ନୂଆ ଟ୍ରାଫିକ ନିୟମ ପାଇଁ କଟକରୁ ଗଡ଼ିଲା ସଚେତନତା ରଥ

ଓଡ଼ିଶାଲାଇଭ ବ୍ୟୁରୋ ନୂଆ ଟ୍ରାଫିକ ନିୟମ ବିଷୟରେ ଲୋକଙ୍କୁ ସଚେତନ କରାଇବାକୁ ଆରମ୍ଭ ହେଲା ପ୍ରୟାସ। କଟକ-ଭୁବନେଶ୍ଵରରେ କମିଶନରେଟ ପୋଲିସ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏନେଇ ଗୁରୁବାର କଟକରୁ ସଚେତନତା ରଥ ମାଧ୍ୟମରେ...

ଦୁର୍ଗାପୂଜା ଲାଗି କଟକରେ ହେଲାଣି ପ୍ରତିଯୋଗିତା, ଏଥର ନଜରରେ ଖାନନଗର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା। ଧରାବତରଣ କରିବେ ଜଗତ୍‌ଜନନୀ। ଚାନ୍ଦୀ, ସୁନା ମେଢ଼ରେ ଝଲସି ଉଠିବ ମା’ଙ୍କ ମୂର୍ଣ୍ଣୟୀ ମୂର୍ତ୍ତି। ଏଥିପାଇଁ କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଆରମ୍ଭ...

ଆଚାର୍ଯ୍ୟ ବିହାର-ବାଣୀବିହାରରୁ ବସ୍‌ ଧରିପାରିବେନି ଯାତ୍ରୀ, ସତ୍‌ସଙ୍ଗ ବିହାରରେ ହେବ ବସ୍‌ ଓ୍ୱେ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଚାର୍ଯ୍ୟ ବିହାର, ବାଣୀ ବିହାର ଓ ଜୟଦେବ ବିହାର ଛକରେ ଥିବା ବସ୍‌ ଷ୍ଟପରେ ଆଉ ବସ୍‌ ରହିବ ନାହିଁ। ଏଣିକି ଆଚାର୍ଯ୍ୟ ବିହାର ଓ ବାଣୀବିହାରରୁ ବସ୍‌ ଧରିବାକୁ ଥିବା...

୧୮୩୨ରେ ଆରମ୍ଭ ହୋଇଥିଲା କଟକର ପ୍ରଥମ ଦୁର୍ଗା ପୂଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସାଂସ୍କୃତିକ ରାଜଧାନୀ କଟକ ଦଶହରା ଭାରତ ପ୍ରସିଦ୍ଧ। କଲିକତା ପରେ କଟକ ବୋଧହୁଏ ଦ୍ଵିତୀୟ ସହର ଯେଉଁଠି ଏତେ ଆଡ଼ମ୍ବର ସହକାରେ ଦୁର୍ଗାପୂଜା ପାଳିତ ହୁଏ। ଇତିହାସ କହୁଛି, ୧୮୩୨ ସାଲରେ...