କଟକ ଦଶହରାରେ ସାହି ମୁରବିମାନଙ୍କ ଭୂମିକା

ଓଡ଼ିଶାଲାଇଭ୍ ବ୍ୟୁରୋ ସାହି ମୁରବିଙ୍କ ନେତୃତ୍ୱରେ ଆଗକୁ ବଢୁଛି କଟକ ସହରର ଭାଇଚାରା। (କଟକରୁ ଜୟ ମହାନ୍ତି): ନଦୀ ପଠାରେ କାଶତଣ୍ଡୀ ଦେଖିଲେ ଭାରି ଖୁସି ହୋଇଯାନ୍ତି କଟକିଆ। ଏହି ଖୁସି ପଛର ମୁଖ୍ୟ କାରଣ...

ଆସନ୍ତାକାଲି ମା’ ଦୁର୍ଗାଙ୍କ ଭସାଣ ଯାତ୍ରା, ଭୁବନେଶ୍ୱରରେ ଲାଗିବ ଟ୍ରାଫିକ କଟକଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି ଧରା ପୃଷ୍ଠରୁ ମେଲାଣି ନେବେ ମା’ ଦୁର୍ଗା। ବିଭିନ୍ନ ପୂଜାମଣ୍ଡପରୁ ମା’ଙ୍କ ଭସାଣ ଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱରରେ ବୁଧବାର ଅପରାହ୍ଣ ୩ଟାରୁ ଭସାଣି ଆରମ୍ଭ ହେବ। ଏଥିପାଇଁ କମିଶନରେଟ୍...

ଆଜି ପବିତ୍ର ଦଶହରା: ଶ୍ରୀମନ୍ଦିରରେ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳିତ ହେଉଛି ଦଶହରା ପର୍ବ। ମଙ୍ଗଳବାର ଦଶହରା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କର ସୁନାବେଶ। ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ ହୋଇ...

ଆଜି ମହାମାୟାଙ୍କ ବିଜୟାଦଶମୀ, ଗାଁଠୁ ସହର ସବୁଆଡ଼େ ଉତ୍ସବର ମାହୋଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ମହାମାୟାଙ୍କ ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ସ୍ୱରୂପ ଆଜି ଦିନର ରହିଛି ବିଶେଷ ମହତ୍ୱ। ବିଜୟାଦଶମୀ ଅବସରରେ ମନ୍ତ୍ର ଉଚ୍ଚାରଣ...

ପ୍ରଶାସନିକ ସେବାରୁ ଭି କେ ପାଣ୍ଡିଆନଙ୍କ ସ୍ଵେଚ୍ଛାକୃତ ଅବସର, ଏବେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ...

ଓଡ଼ିଶାଲାଇଭ୍ ବ୍ୟୁରୋ ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ ନିଜ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ତାଙ୍କ ସ୍ଵେଚ୍ଛାକୃତ ଅବସର ନେବାର ଆବେଦନକୁ ସୋମବାର ଦିନ କେନ୍ଦ୍ର...

ସାବଧାନ! ଭୁବନେଶ୍ଵର ପୂଜା ମଣ୍ଡପ ନିକଟରେ ବୁଲୁଛନ୍ତି ଲୁଟେରା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜଧାନୀ ଭୁବନେଶ୍ଵରରେ ଦୁର୍ଗାପୂଜା ଦେଖିବାକୁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ, କାରଣ ପୂଜା ମଣ୍ଡପ ନିକଟରେ ବୁଲୁଛନ୍ତି ଲୁଟେରା ଗ୍ୟାଙ୍ଗ। ଭିଡ଼ର ସୁଯୋଗ ନେଇ ଆଖି ପିଛୁଳାକେ ଗାଏବ ହୋଇଯାଉଛି ଲୋକଙ୍କ ଗହଣା,...

କଟକ ଦଶହରାରେ ଚାନ୍ଦିମଢ଼ର ଇତିହାସ

ଓଡ଼ିଶାଲାଇଭ୍ ବ୍ୟୁରୋ ଐତିହ୍ୟ ସହର କଟକରେ ବହୁ କାଳରୁ ଚାଲିଆସୁଛି ଦେବୀ ପୂଜାର ପରମ୍ପରା। କଟକ ଦଶହରା ଏବଂ ଚାନ୍ଦିମେଢ଼ ପଛରେ ରହିଛି ଏକ ସୁନ୍ଦର ଇତିହାସ। ତ୍ରୟୋଦଶ ଶତାବ୍ଦୀରେ କଟକରେ ବାରବାଟୀ ଦୁର୍ଗ ନିର୍ମାଣ ସହ ଏଠାକାର ରକ୍ଷାକର୍ତ୍ତ୍ରୀ ଭାବେ ମା’ ଗଡ଼ଚଣ୍ଡୀଙ୍କୁ ସ୍ଥାପନ କରାଯାଇ ପୂଜା କରାଯାଉଛି। ଶାରଦୀୟ...

ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା – ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ ଶାରଦୀୟ ଦୁର୍ଗା ପୂଜା ଅବସରରେ ଏବେ ଚଳଚଞ୍ଚଳ ହୋଇଛି ଗାଁଠୁ ସହର। ଆଜି ଜଗତଜନନୀ ମା’ ଦୁର୍ଗାଙ୍କର ମହାନବମୀ ପୂଜା ମଣ୍ଡପଗୁଡ଼ିକରେ ଅନୁଷ୍ଠିତ ହେଉଥିବାବେଳେ, ସବୁ ଶକ୍ତିପୀଠରେ ବିଶ୍ରାମ ରହିଛି। ମନ୍ତ୍ରପାଠ...

୪୦ ଶଗଡ଼ ସିନ୍ଦୁରରୁ ଆବିର୍ଭାବ ହୋଇଥିଲେ ମା’ କଟକଚଣ୍ଡୀ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ସହରର ଅତ୍ୟନ୍ତ ପ୍ରାଚୀନତମ ଓ ଐତିହାସିକ ପୀଠ ଭାବେ ମା’ କଟକଚଣ୍ଡୀଙ୍କ ପୀଠ ବେଶ୍‌ ପରିଚିତ। ପ୍ରାଚୀନଯୁଗରୁ କଟକର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ କଟକଚଣ୍ଡୀ ପୂଜା ପାଇଆସୁଛନ୍ତି। ୪୦ଟି ଶଗଡ଼...

ଷ୍ଟ୍ରୋକ୍ ପରେ ମାନସିକ ସ୍ୱାସ୍ଥ୍ୟ: କେମିତି ସମ୍ଭାଳିବେ?

ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ https://youtu.be/-ye71-tKyAg?si=dqC1-VnIjtrRBzMQ ବ୍ରେନ୍‌ ଷ୍ଟ୍ରୋକ୍‌ ପରେ ଜଣେ ବ୍ୟକ୍ତିଙ୍କର କର୍ମମୟ ଜୀବନ, ସାମାଜିକ ଜୀବନ ଏବଂ ପାରିବାରିକ ଜୀବନ ଏପଟସେପଟ ହୋଇଯାଏ। ପୀଡ଼ିତଙ୍କ ସହ ସେମାନଙ୍କର ପରିବାର ଲୋକ ଏକ ପ୍ରକାର ଭାଙ୍ଗିପଡ଼ନ୍ତି।...