ବୌଦ୍ଧରେ ପୋଲିସ ବାବୁଙ୍କ ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ଓ ୨ କନଷ୍ଟେବଳ ନିଲମ୍ବିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବୌଦ୍ଧରୁ ଦେବବ୍ରତ ଦାଶ): ଗଞ୍ଜେଇ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଫଣ୍ଡି ଅଧିକାରୀଙ୍କ ସହ ୨ ଜଣ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା ବଘିଆପଡ଼ା ପାଣ୍ଡି ଅଧିକାରୀ...
କୋରାପୁଟରେ ୪ କୁଖ୍ୟାତ ମାଓବାଦୀଙ୍କ ପୋଷ୍ଟର: ଧରାଇବା ଲୋକଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା...
ଓଡ଼ିଶାଲାଇଭ୍ ବ୍ୟୁରୋ
କେରାପୁଟ ବସଷ୍ଟାଣ୍ଡରେ ଶୁକ୍ରବାର ଦିନ ସକାଳେ ଦେଖିବାକୁ ମିଳିଛି ୪ ଜଣ କୁଖ୍ୟାତ ମାଓବାଦୀଙ୍କ ପୋଷ୍ଟର। ଏହି ମାଓବାଦୀମାନଙ୍କୁ ଧରାଇ ଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି କୋଲକାତା ସ୍ଥିତ...
ସଙ୍କଟରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର-ଶ୍ରୀୟାଙ୍କ ସମ୍ପର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଦାରେ ପଡ଼ିଲା ଜଣାଶୁଣା ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପାରିବାରିକ କଳି। ପୋଲିସ କଳି ତୁଟାଇବାକୁ ଚେଷ୍ଟା କରୁଥିବାବେଳେ କେଉଁ ବାଟରେ ଗତି କରିବ ଶ୍ରୀୟା...
ହକି ବିଶ୍ଵକପ ଟିକେଟ କଳାବଜାରୀ କରିବା ଅଭିଯୋଗରେ ୫ ଗିରଫ, ୩୫ଟି ଟିକେଟ ଜବତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ଭୁବନେଶ୍ଵର ଏବଂ ରାଉରକେଲାଠାରେ ଆୟୋଜିତ ହୋଇଥିବା ହକି ବିଶ୍ଵକପ ୨୦୨୩କୁ ନେଇ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ହକି ପ୍ରେମୀଙ୍କୁ ମିଳିପାରୁ ନାହିଁ ଟିକେଟ କିମ୍ବା ପାସ। ହକି ଟିକେଟ କଳାବଜାରୀ...
ପୁଅକୁ ମାରି ସାବତ ମା’ର ଆତ୍ମହତ୍ୟା ଘଟଣା: ଗିରଫ ହେଲେ ମୃତକଙ୍କ ସ୍ଵାମୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇ ବର୍ଷର ପୁଅକୁ ହତ୍ୟା କରିବା ପରେ ସାବତ ମା’ର ଆତ୍ମହତ୍ୟା ଘଟଣାକୁ ନେଇ ସୋମବାର ଦିନ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଥିବାବେଳେ ମଙ୍ଗଳବାର ଦିନ ମୃତ ମହିଳାଙ୍କ ସ୍ଵାମୀକୁ ଗିରଫ...
କୋରାପୁଟ: ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଘାଟୁଆଳଗୁଡ଼ା ଗ୍ରାମରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବୃଦ୍ଧ ହେଲେ ଚିଲାମାଣ୍ଡି ଗ୍ରାମର ଧନିଆ ମୁଦୁଲି। ପର୍ଜାପାତ୍ରପୁଟ ଗ୍ରାମର ଉଦୟ ବିଶୋୟୀ...
ଜୟପୁର: ଚାଲାଣ ବେଳେ ୨୦୦ କେଜି ଗଞ୍ଜେଇ ଜବତ, ୨ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଜୟପୁର): ଗଞ୍ଜେଇ ଚାଲାଣ ବେଳେ ଜୟପୁର ଅବକାରୀ ବିଭାଗ ଚଢ଼ଉ କରି ୨୦୦ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲିମେଳାର...
ମଡେଲ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବ ବ୍ୟବସାୟୀ ତଥା ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଉପରୁ ଏଯାଏଁ ହଟିନି ପରଦା। ଏହି ଘଟଣାକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ନ୍ୟାୟ ଅପେକ୍ଷାରେ ରହିଛନ୍ତି ପରିବାର...
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: ଇଡିରେ ହାଜର ହେଲେ ଆଉ ତିନିଜଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଶୁକ୍ରବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି ଆଉ ୩ ଜଣ। ଏମାନଙ୍କ ମଧ୍ୟରେ ରହିଛନ୍ତି ଅର୍ଚ୍ଚନା ନାଗଙ୍କ ଚାଟାର୍ଡ ଆକାଉଟାଣ୍ଟ ଏବଂ ଅର୍ଚ୍ଚନାଙ୍କ...
ଫୁଲବାଣୀ: ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
(ଫୁଲବାଣୀରୁ ସଦାଶିବ ପାତ୍ର): ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଜଣେ ନାବାଳିକା ଗଣ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ସାବ୍ୟସ୍ତ ହୋଇଥିବା ଲିପୁନ ନାଏକକୁ...





















