ମନି ଲଣ୍ଡ୍ରିଂ ମାମଲା: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ମହାଠକ କୁହାଯାଉଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅନ୍ତରୀଣ ଜାମିନ ମିଳିଛି। ୨୦୦ କୋଟି ଅର୍ଥ ହଡପ ମାମଲାରେ ବଲିଉଡ ଅଭିନେତ୍ରୀ...

କୋରାପୁଟ: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଛି। ଏହିପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ମାସିଗାଁ ପଞ୍ଚାୟତର ଡେଙ୍ଗାକୁସୁମଗୁଡ଼ା ଗାଁରେ। ମୃତ ମହିଳା ହେଲେ ସୁବର୍ଣ୍ଣ...

ଓଡ଼ିଶା-ଆନ୍ଧ୍ର ସୀମାରୁ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଓଡ଼ିଶା-ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳରୁ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ବିସ୍ଫୋରକ ସାଂସଗ୍ରୀ ଜବତ କରାଯାଇଛି। ଏ ନେଇ ଗୁରୁବାର ଦିନ କୋରାପୁଟ ଏସପି ବରୁଣ ଗୁଣ୍ଟପାଲି ସାମ୍ବାଦିକ ସମ୍ମିଳନୀ...

ମୁନିଗୁଡ଼ାରୁ ଧରାପଡ଼ିଲେ ନକଲି ଡାକ୍ତର, ସିଲ ହେଲା ବେଆଇନ କ୍ଲିନିକ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଡାକ୍ତର ପରିଚୟ ଦେଇ ଲୋକଙ୍କ ଜୀବନ ସହ ଖେଳ ଖେଳି ପୁଳା ପୁଳା ଟଙ୍କା ରୋଜଗାର କରୁଥିଲେ ଏସ୍ ସୁବ୍ରତ ବିଶ୍ଵାସ। ଚିକିତ୍ସା କରୁଥିବା ଡାକ୍ତର ଜଣକ...

ପିଲାଙ୍କ ମୋବାଇଲ ବ୍ୟବହାର ଯୋଗୁଁ ହୋଇପାରେ ସାଇବର ଠକେଇ: ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ

ଓଡ଼ିଶାଲାଇଭ ବ୍ୟୁରୋ ଆଜିକାଲି ପିଲାମାନେ ପାଠପଢ଼ାରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ତେବେ ଅଧିକ ସମୟ ଧରି ଅନଲାଇନ୍ ରହିବା ଦ୍ଵାରା ସାଇବର ଠକେଇର ଭୟ ରହିଥାଏ। ତେଣୁ ଇଣଣ୍ଟରନେଟ୍ ବ୍ୟବହାର କରିବା ଦିଗରେ ପିଲାମାନେ...

ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ରକ୍ତ ଚନ୍ଦନ କାଠ ଜବତ, ୧୧ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶରୁ ଓଡ଼ିଶା, ପୁଣି ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ପରେ ତାମିଲନାଡୁ ଓ କର୍ଣ୍ଣାଟକକୁ ଚାଲାଣ ହେଉଥିବା ରକ୍ତ ଚନ୍ଦନ କାଠ ପୋଲିସ ଜବତ କରିବା ସହ...

ନବରଙ୍ଗପୁର ଜିଲ୍ଲାରେ ବାଲ୍ୟବିବାହ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ  

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲାରେ ବାଲ୍ୟବିବାହ ନିରାକରଣ ସଚେତନତା ଅଭିଯାନର ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର  ଶୁଭାରମ୍ଭ  ହୋଇଛି। ବାଲ୍ୟବିବାହ, ଶିଶୁ...

ଏନ୍‌ସିଆରବି ରିପୋର୍ଟ: ବର୍ଷକରେ ମହିଳା ଆତ୍ମହତ୍ୟା ହାର ୬.୧ ପ୍ରତିଶତ ବୃଦ୍ଧି

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୧ ମସିହାରେ ଦେଶରେ ୧ ଲକ୍ଷ ୬୪ ହଜାର ୩୩ଜଣ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନ୍‌ସିଆରବି) ରିପୋର୍ଟରୁ ଏହି ତଥ୍ୟ ଜଣାପଡ଼ିଛି। ଆତ୍ମହତ୍ୟା କରିଥିବା ମହିଳାଙ୍କ...

ରାଜ୍ୟରେ ଖୋଲିବ ଆଉ ୩୬ ଥାନା: ୫୬୩ ପଦବୀରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଆଉ ୩୬ଟି ପୋଲିସ ଥାନା ଖୋଲିବ। ପ୍ରସ୍ତାବିତ ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବଢ଼ୁଥିବା ଜନସଂଖ୍ୟା ଓ ପ୍ରଶାସନିକ ସୁବ୍ୟବସ୍ଥା...

ମହିଳା ଓ ଶିଶୁ ଅପରାଧ ନିରାକରଣ ସମ୍ପର୍କିତ କର୍ମଶାଳା ଆୟୋଜିତ

ଓଡ଼ିଶାଲାଇଭ୍ ବ୍ୟୁରୋ   ରାଜ୍ୟ ପୋଲିସ୍‍ ମୁଖ୍ୟାଳୟସ୍ଥିତ ଆରକେ ପାଢ଼ୀ ମେମୋରିଆଲ୍‍ ହଲ୍‍ଠାରେ ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଓ ୟୁନିସେଫ୍‍ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ଦୁଇ ଦିନିଆ କର୍ମଶାଳା...