ମୂଷା ମୃତ୍ୟୁ ରହସ୍ୟ: ତତ୍କାଳୀନ ଥାନା ଅଧିକାରୀଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଚୋରି ଅଭିଯୁକ୍ତ ଅବିନାଶ ପାଇଟାଳ ଓରଫ୍ ମୂଷା ମୃତ୍ୟୁ ଉପରୁ ହଟୁନି ପରଦା। ତତ୍କାଳୀନ ମହାକାଳପଡ଼ା ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ ଦାବିରେ ଆନ୍ଦୋଳନ ତେଜୁଥିଲେ ମଧ୍ୟ ପୋଲିସ...

ପୋଲିସ କବ୍‌ଜାରେ ବ୍ରହ୍ମପୁରର କଂସେଇ ଡାକ୍ତର, ପ୍ରେମ ପାଇଁ ବ୍ୟାଙ୍କ ଏଜେଣ୍ଟକୁ କରିଥିଲେ ତିନିଗଡ଼

ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀ ଏବେ ପୋଲିସ କବ୍‌ଜାରେ। ବ୍ରହ୍ମପୁର ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ ହତ୍ୟା ମାମଲାର ପର୍ଦ୍ଦାଫାସ ହୋଇଛି।...

ସନ୍ଦେହଘେରରେ ଇଞ୍ଜିନିୟରଙ୍କ ମୃତ୍ୟୁ – ପରିବାରବର୍ଗ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସହକର୍ମୀଙ୍କ ଉପରେ ସନ୍ଦେହ ଇଞ୍ଜିନିୟରଙ୍କ ମୃତଦେହ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ିଦେଇ ଛୁ ସହକର୍ମୀ ପୋଲିସର ତନାଘନା ଡେରାବିଶ ଥାନାରେ ଠିକା କମ୍ପାନିର ୬ କର୍ମଚାରୀ ଅଟକ କେନ୍ଦ୍ରାପଡ଼ା: ଘଟଣାଟି ଯେତିକି ଗମ୍ଭୀର...

ଚତୁର୍ଥ ଦିନରେ ଅନଶନ – ମୂଷା ମୃତ୍ୟୁ ରହସ୍ୟ ଉପରୁ କେବେ ଉଠିବ ପରଦା?

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଲିଛି ଅନଶନ ଅନଶନସ୍ଥଳକୁ ଆସିଲେ ପିସିସି ଟିମ୍ ମୃତ ଅବିନାଶ ପାଇଟାଳଙ୍କ ଗାଁରେ ସ୍ଥିତି ଅନୁଧ୍ୟାନ କଲା ଟିମ୍ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଭେଟିଲେ ତତ୍କାଳୀନ...

ମୂଷା ହତ୍ୟାକାଣ୍ଡକୁ ୨୦ ଦିନ – ତତ୍କାଳୀନ ଥାନା ଅଧିକାରୀଙ୍କ ଗିରଫ ଦାବିରେ ତେଜିଲା ଆନ୍ଦୋଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅବିନାଶ ପାଇଟାଳ ଓରଫ ମୂଷା ହତ୍ୟାକାଣ୍ଡ ଉପରୁ ପରଦା ହଟାଇବା ଦାବିରେ ତେଜିଲା ଆନ୍ଦୋଳନ। କେନ୍ଦ୍ରାପଡ଼ା: ଅବିନାଶ ପାଇଟାଳ ଓରଫ ମୂଷା ହତ୍ୟାକାଣ୍ଡ ଘଟଣାରେ ମହାକାଳପଡ଼ା ଥାନାର ପୂର୍ବତନ ଅଧିକାରୀ ଶ୍ୟାମଘନ ବେହେରାଙ୍କ ଗିରଫ...

କଂସେଇ ଡାକ୍ତର! ଜିଅନ୍ତା ମଣିଷକୁ କଲେ ତିନିଗଡ଼

ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡ ପଛରେ ପ୍ରେମ ସମ୍ପର୍କ ଥିଲା। ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ। ବ୍ରହ୍ମପୁର ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡ ଉପରୁ ଧିରେ...

ଗୋସାଇଁନୂଆଗାଁ ଚୋରି ଘଟଣା, ଲୁଟେରା ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁର: ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ସନ୍ତୋଷୀ ମା’ ମନ୍ଦିର ନିକଟରେ ଗତ ମାସ ୯ ତାରିଖରେ ହୋଇଥିବା ୫ ଲକ୍ଷ ଟଙ୍କା ଲୁଟ୍ ଘଟଣା ଉପରୁ ପରଦା ହଟିଛି। ପୋଲିସ ଆଜି...

ମୁଖ୍ୟମନ୍ତ୍ରୀ ନବୀନଙ୍କ ହତ୍ୟା ଧମକକୁ ନେଇ ଚାଲିଛି ତନାଘନା

ଓଡ଼ିଶାଲାଇଭ୍ ବ୍ୟୁରୋ ନବୀନଙ୍କୁ ଧମକପୂର୍ଣ୍ଣ ଚିଠି ୫୦ କୋଟି ଟଙ୍କା ଦାବି ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଯାହାକୁ ନେଇ ଛତିଶଗଡ଼ ପୋଲିସ ଜୋରସୋରରେ ତନାଘନା ଚଲାଇଛି। ଛତିଶଗଡ...

ଘରେ ପଶି ଯୁବକଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଢେଙ୍କାନାଳର ମୀନାବଜାରରେ ଘଟିଛି ଅଭାବନୀୟ ଘଟଣା। ଘରେ ପଶି ଯୁବକଙ୍କ ଗଳା କାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଜଣକ ହେଉଛନ୍ତି ମଣ୍ଟୁ ପାତ୍ର ଏବଂ ସେ ଜଣେ ଗହଣା ଦୋକାନୀ।...

ସନ୍ଦେହଘେରରେ ଚୋରି ଅଭିଯୁକ୍ତଙ୍କ ମୃତ୍ୟୁ – ମହାକାଳପଡ଼ା ଥାନାରେ କ୍ରାଇମବ୍ରାଞ୍ଚର ତନାଘନା

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଭିନ୍ନ ମୋଡ଼ ନେଲା କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତର ମୃତ୍ୟୁ ଘଟଣା। ଏହି ମୃତ୍ୟୁ ପଛରେ ପୋଲିସର ହାତ ଥିବା ପରିବାର ଲୋକ ଅଭିଯୋଗ କରିବା...