ସୁପ୍ରିମକୋର୍ଟରେ ଜୀବନଭିକ୍ଷା କଲେ ନିର୍ଭୟା ଦୁଷ୍କର୍ମ ଅପରାଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଗଣଦୁଷ୍କର୍ମର ଅଭିଯୁକ୍ତ ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ ଫାଶୀଦଣ୍ଡର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି।
ନିର୍ଭୟା ଗଣୁଦଷ୍କର୍ମରେ ଫାଶୀ ଦଣ୍ଡାଦେଶ ପାଇଥିବା ଅପରାଧୀ ସୁପ୍ରିମକୋର୍ଟ ପାଖରେ ନିଜର ଜୀବନଭିକ୍ଷା କରିଛନ୍ତି। ୪ଜଣ ଅଭିଯୁକ୍ତଙ୍କ...
ପ୍ରେମ ସମ୍ପର୍କକୁ ସହି ପାରିଲାନି ବାପା, ଝିଅକୁ କାଟି କରିଦେଲା ୫ ଖଣ୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଝିଅର ପ୍ରେମ ସମ୍ପର୍କ ଯୋଗୁଁ ଝିଅକୁ ହତ୍ୟା କଲା ବାପା। ପରେ ଖଣ୍ଡଖଣ୍ଡ କରି କାଟି ସୁଟକେସରେ ପୁରାଇ ଫୋପାଡ଼ିଦେଲା।
ପ୍ରେମ ହେଲା କାଳ। ପ୍ରେମ ଜନିତ କାରଣରୁ ନିଜ ଝିଅକୁ ହତ୍ୟା...
ମୟୂରଭଞ୍ଜରେ ନାବଳିକାକୁ ଦୁଷ୍କର୍ମ, ନାବାଳକ ଅଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣାଘଟିଛି। ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅଞ୍ଚଳରେ ଏକ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତକୁ ଅଟକ ରଖିଛି ତଦନ୍ତ...
ନିର୍ଭୟା ଦୋଷୀଙ୍କୁ ଶୀଘ୍ର ଫାଶୀ, ଚାଲିଛି ଦଉଡ଼ି ବନ୍ଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଚାରି ଅପରାଧୀଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯିବ। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି। ଏହି କାମ ପାଇଁ ଫାଶୀର ଦଉଡ଼ି ପ୍ରସ୍ତୁତ...
ରାଜସ୍ଥାନର ୬ ବର୍ଷୀୟା ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୮ ବର୍ଷ ପରେ ରାଜସ୍ଥାନର ଜୟପୁରର ୬ ବର୍ଷୀୟା ନାବାଳିକାକୁ ମିଳିଲା ନ୍ୟାୟ। ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି।।
୨୦୧୧...
‘‘୨୫ ଲକ୍ଷ ଟଙ୍କା ଦେଇଦେଲେ ମୋ’ ଝିଅ କ’ଣ ଆଉ ଫେରି ଆସିବ’’?
ଓଡ଼ିଶାଲାଇଭ୍ ବ୍ୟୁରୋ
ଲୁହରେ ଆଖି ଛଳଛଳ ହୋଇ ଯାଉଛି। କଥା କହିଲା ବେଳକୁ କଣ୍ଠ ବାଷ୍ପରୁଦ୍ଧ ହୋଇ ଯାଉଛି। ଗୋଡ଼ ହାତ ବି ଥରୁଛି। ଏମିତି ଅବସ୍ଥା ହେଉଛି ଉନ୍ନାଓ ପୀଡ଼ିତା ବାପାଙ୍କର। ପୀଡ଼ିତା...
ଶୋକାକୂଳ ପରିବେଶରେ ଗାଁରେ ପହଞ୍ଚିଲା ଉନ୍ନାଓ ପୀଡ଼ିତାଙ୍କ ମୃତଦେହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଁରେ ଶୋକାକୂଳ ପରିବେଶ। ସମସ୍ତଙ୍କ ଆଖିରେ ଲୁହ। ଏଭଳି ଏକ ଭାବ ଗମ୍ଭୀର ପରିବେଶ ଭିତରେ ଗାଁରେ ପହଞ୍ଚିଲା ଉନ୍ନାଓ ଗଣସୁଷ୍କର୍ମ ପୀଡ଼ିତାଙ୍କ ମୃତଦେହ। ପୀଡ଼ିତାଙ୍କ ଗାଁରେ ପୋଲିସ ଛାଉଣୀ କରାଯାଇଛି।...
ମୟୁରଭଞ୍ଜ ଅଧ୍ୟାପିକା ଆତ୍ମହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଦୁଷ୍କର୍ମ ପରେ ଅଧ୍ୟାପକଙ୍କ ଆତ୍ମହତ୍ୟା ଘଟଣାରେ ଶନିବାର ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ କେନ୍ଦୁଝର ଜିଲ୍ଲାରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ପୂର୍ବରୁ...
ନିର୍ଭୟା ଗଣଦୁଷ୍କର୍ମ: ରାଜକ୍ଷମା ପାଇବାକୁ ମନା କଲା ଅପରାଧୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତିଙ୍କ ପାଖରୁ ରାଜକ୍ଷମା ପାଇଁ ଆବେଦନ ଫେରାଇ ଆଣିବାକୁ କହିଲେ ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତ।
ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ବଦଳିଲା ମନ। ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ରାଜକ୍ଷମା ଆବେଦନକୁ ଫେରାଇଆଣିବାକୁ ଅପରାଧୀ ଅନୁରୋଧ କରିଛନ୍ତି।...
ନବରଙ୍ଗପୁରରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ, ୨ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବେଆଇନ ନିଶା କାରବାର ପାଇଁ ରାଜ୍ୟର ଦକ୍ଷିଣ ଓଡ଼ିଶା ଜିଲ୍ଲାମାନଙ୍କୁ ସୁରକ୍ଷିତ ସ୍ଥାନ ମଣୁଛନ୍ତି ଅପରାଧୀମାନେ। ଶନିବାର ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଉପରେ ଚଢ଼ାଉ କରାଯାଇ...





















