ପ୍ରକାଶ ପାଇଲା ଆଇସିଏସଇ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ଫଳାଫଳ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଲା ଚଳିତ ବର୍ଷର କାଉନସିଲ୍ ଫର୍ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗଜାମ୍ (ଆଇସିଏସଇ) ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳାଫଳ। ଦଶମ ଶ୍ରେଣୀରେ ୯୯.୦୮ ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ...

ଓଡ଼ିଶାର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଜେଇଇ ଓ ନିଟ୍ କୋଚିଂର ସୁଯୋଗ: ମେ’ ୫ରେ ‘ଇନ୍‌ସ୍ପାୟାର...

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଗରିବ ବର୍ଗରୁ ଆସୁଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଜେଇଇ ଓ ନିଟ୍ କୋଚିଂର ସୁବର୍ଣ୍ଣ ସୁଯୋଗ ରହିଛି। ଭାରତ ଓ ଆମେରିକାରେ ସକ୍ରିୟ ଥିବା ସ୍ୱେଚ୍ଛାସେବୀ ସଂସ୍ଥା ‘ଇନ୍‌ସ୍ପାୟାର...

ୟୁଜିସି-ନେଟ୍ ପରୀକ୍ଷା ପାଇଁ ଜାରି ରହିଛି ଆବେଦନ, ମେ’ ୧୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷା ପାଇଁ ଆବେଦନ ଜାରି ରହିଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଅଧ୍ୟାପକ ପଦବୀରେ ନିଯୁକ୍ତି ଓ ଜୁନିୟର ରିସର୍ଚ୍ଚ ଫେଲୋସିପ୍ (ଜେଆରଏଫ) ପାଇବା...

ବାହାରିଲା ୨୦୨୪ ଜେଇଇ ମେନ୍ ରେଜଲ୍ଟ – ୯୯.୯୯ ପ୍ରତିଶତ ନମ୍ବର ସହ ଅନ୍ୱେଶ ଶୁଭମ ପ୍ରଧାନ ଓଡ଼ିଶା...

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ଜେଇଇ ମେନ୍ ୨୦୨୪ ପରୀକ୍ଷା ଫଳ। ଏଥିରେ ସର୍ବଭାରତୀୟ ସ୍ତରରେ ୫୬ ଜଣ ଛାତ୍ର ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ଓଡ଼ିଶାର ଅନ୍ୱେଶ ଶୁଭମ ପ୍ରଧାନ...

ଆଗୁଆ ଖରାଛୁଟି: ସ୍କୁଲ ପିଲାଙ୍କୁ ମିଳିବ ୧୨ ଦିନର ମଧ୍ୟାହ୍ନ ଭୋଜନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଗୁଆ ଖରାଛୁଟି ଘୋଷଣା ହୋଇଥିବାରୁ ସ୍କୁଲ ପିଲାଙ୍କୁ ୧୨ ଦିନର ମଧ୍ୟାହ୍ନ ଭୋଜନ ଦେବା...

ୟୁଜିସି-ନେଟ୍ ପରୀକ୍ଷା ପାଇଁ ଆବେଦନ ଆରମ୍ଭ, ମେ’ ୧୦ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ୟୁଜିସି-ନେଟ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଅଧ୍ୟାପକ ପଦବୀରେ ନିଯୁକ୍ତି ଓ ଜୁନିୟର ରିସର୍ଚ୍ଚ ଫେଲୋସିପ୍ (ଜେଆରଏଫ) ପାଇବା...

ଖରା ଛୁଟି: ଏପ୍ରିଲ ୨୫ରୁ ବନ୍ଦ ରହିବ ଓଡ଼ିଶାର ସବୁ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ସବୁ ସ୍କୁଲରେ ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା ହୋଇଛି। ରାଜ୍ୟରେ ବଢ଼ିଚାଲିଥିବା ଖରାକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ସୋମବାରଠାରୁ ବୁଧବାର ଯାଏଁ ୩ ଦିନ...

ବିଶ୍ୱ ଦକ୍ଷତା କେନ୍ଦ୍ରର ୪୩ ଜଣ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କମ୍ପାନିରେ ନିଯୁକ୍ତି ସୁଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ପାଠ୍ୟକ୍ରମ ଶେଷ କରିଥିବା ଛାତ୍ରଛାତ୍ରୀଙ୍କୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର କମ୍ପାନିରେ ନିଯୁକ୍ତି ସୁଯୋଗ ଦିଆଯାଉଛି। ଏହି...

ଓଡ଼ିଶାରେ ଅସହ୍ୟ ତାତି: ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ସବୁ ସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ତିନିଦିନ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ...

ଘଣ୍ଟି ବାଜିଲେ ପାଣି ପିଇବେ ସ୍କୁଲ ପିଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଆରମ୍ଭ ହୋଇଛି ସକାଳ ସ୍କୁଲ। ସକାଳ ୭ଟାରୁ ୧୧ଟା ୩୦ ଯାଏଁ ସ୍କୁଲ ଚାଲୁଛି। ବର୍ତ୍ତମାନ ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେଉଥିବାରୁ ବିଦ୍ୟାଳୟ...