ମନ୍ତ୍ରୀ ଖୋଲିଦେଲେ ପ୍ରାଥମିକ ଶିକ୍ଷାର ବାସ୍ତବ ଚିତ୍ର: ୨,୨୦୫ ପ୍ରାଥମିକ ସ୍କୁଲରେ ଚାଲିଛି ଗୋଟିଏ ରୁମ୍‌‍ରେ ପଠପଢ଼ା

ଓଡିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ପ୍ରଥମିକ ଶିକ୍ଷା କିପରି ଚାଲିଛି? ଏହାର ବାସ୍ତବ ଚିତ୍ର ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର ବିଧାନସଭାରେ ଉପସ୍ଥାପନ କରିଛନ୍ତି। କହିଛନ୍ତି, ୨,୨୦୫ ସ୍କୁଲରେ ଗୋଟିଏ ରୁମ୍‌ରେ ପାଠପଢ଼ା ଚାଲିଛି।...

ଏବେ ସ୍କୁଲରେ ପିଲା ପଢିବେ କ’ଣ ‘ବ୍ୟାଡ୍‌ ଟଚ୍‌’ ଓ କଣ ‘ଗୁଡ୍‌ ଟଚ୍‌’

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମଗ୍ର ଦେଶରେ ସ୍କୁଲ ପିଲା ଏକ ନୂଆ ପାଠ ପଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ପାଠ ହେଉଛି ସ୍ପର୍ଶ କରିବା ନେଇ। ଏନସିଇଆରଟି ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ସବୁ...

ଏବେ ଗୁରୁକୁଳ ଯିବା ସମୟ: ଦେଶରେ ବିକଳ୍ପ ପାଠ୍ୟକ୍ରମକୁ ଉନ୍ମୋଚନ କଲେ ମୋହନ ଭଗବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଯାହାକୁ କୁହାଯାଏ ଦୁଇ ପାଦ ଆଗକୁ ତ ପାଦେ ପଛକୁ। ଗୋଟିଏ ପଟେ ଦେଶ ସମସ୍ତ ପାଶ୍ଚାତ୍ୟ ଜୀବନଶୈଳୀକୁ ଗ୍ରହଣ କରୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ଏବେ ଘଣ୍ଟାକଣ୍ଟା ଠିକ୍ ଓଲଟା...

କିସ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଉଦ୍‌‍ଘାଟନ କଲେ ମେଗା ଲାଇବ୍ରେରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ''କିସ୍ ବିଶ୍ୱବିଦ୍ୟାଳୟ ଆମ ଦେଶର ଆଦର୍ଶ ଏବଂ ଓଡ଼ିଶାର ଗୌରବ। ୨୫ ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରି କିସ୍ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛି। କିଟ୍ ପରି...

ଚୁଲିରେ ଇଞ୍ଜିନିୟରିଂ ପାଠ, ୮୦୦ କଲେଜରେ ଝୁଲିବ ତାଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୦ ବର୍ଷ ତଳେ ଅବସ୍ଥା ଯାହା ଥଲା ଏବେ ଆଉ ତାହା ନାହିଁ। ଇଞ୍ଜିନିୟରିଂ ପାଠ ନା ଶୁଣିଲେ ଅଭିଭାବକ ନାକ ଟେକୁଛନ୍ତି। ଏଭଳି ଅବସ୍ଥା କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଦେଶରେ...

୨୩ ବର୍ଷର ଲଢ଼େଇ ଶେଷ : ଉପକୃତ ହେବେ ୪୦+୨୦ ହଜାର ଶିକ୍ଷକ, ଅଧ୍ୟାପକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୩ ବର୍ଷର ଲଢ଼େଇରେ ପଡିଲା ପୂର୍ଣ୍ଣଛେଦ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳି ୪୦+୨୦ ହଜାର ଶିକ୍ଷକ, ଅଧ୍ୟାପକଙ୍କୁ ସନ୍ତୁଷ୍ଟ କରିଛନ୍ତି। ସପ୍ତମ ବେତନ କମିଶନ ଲାଗୁ କରି...

ହାଇସ୍କୁଲରେ ମିଶିବ ୟୁପି ସ୍କୁଲ; ସିବିଏସ୍ଇ ପରିସରରେ ଖୋଲିବ ବହି ଦୋକାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇସ୍କୁଲରେ ମିଶିବ ୟୁପି ସ୍କୁଲ୍। ରାଜ୍ୟର ୧୬୦୩ ସରକାରୀ ୟୁପି ସ୍କୁଲକୁ ନିକଟବର୍ତ୍ତୀ ହାଇସ୍କୁଲରେ ମିଶାଯିବ। ଏହି ହାଇସ୍କୁଲ ଗୁଡିକ ଏଣିକି ନୋଡାଲ ହାଇସ୍କୁଲ ନାଁରେ ନାମିତ କରାଯିବ। ଦୁଇ ସ୍କୁଲ...

‘ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କର, ନଚେତ୍‍ ସମ୍ଭାଳ’, ଜିଦ୍‌ରେ ଅଟଳ ଶିକ୍ଷକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରାୟ ୩୦ ହଜାର ଶିକ୍ଷକ ୬ ଦିନ ହେଲା ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମ୍‍ଜିରେ ଧାରଣାରେ ବସି ସରକାରଙ୍କ ହୋସ ଉଡ଼ାଇ ଦେଇଛନ୍ତି। ଶାସକ ଦଳର ୨ ବିଧାୟକ ଆସି ଶିକ୍ଷକ...

ଭିନ୍ନକ୍ଷମଙ୍କ ଦକ୍ଷତା ବିକାଶ ପାଇଁ ନୂଆ ବାଟ – ଜଟଣୀର ସ୍ୱତନ୍ତ୍ର ଆଇଟିଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭିନ୍ନକ୍ଷମମାନଙ୍କ ଦକ୍ଷତା ବିକାଶ ପାଇଁ ଜଟଣୀଠାରେ ସ୍ୱତନ୍ତ୍ର ଆଇଟିଆଇ ଉଦ୍‌ଘାଟିତ, ବିଶ୍ୱ ଦକ୍ଷତା ବିକାଶ ଦିବସ ଅବସରରେ ଗଡ଼ିଲା ସ୍କିଲସ୍ କାରାଭାନ ରାଜ୍ୟର ବିକାଶ ପାଇଁ ପ୍ରସ୍ତୁତ ଦୀର୍ଘମିଆଦି ରୋଡମ୍ୟାପ୍‌ ପଛରେ ଆଜି...

ପ୍ଲେସ୍‌ମେଣ୍ଟ ପାଲା: ଓଡ଼ିଶାରେ ବୈଷୟିକ ଶିକ୍ଷାର ଗତି କୁଆଡ଼େ?

ଭାସ୍କର ପରିଛା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର (ସୋଆ) ପ୍ଲେସ୍‌ମେଣ୍ଟ ଅଫିସର୍ ରାଜ କୁମାର ହୋତା ଗିରଫ ହୋଇ ଜେଲ୍‍ ଯିବା ପରେ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ପିଲାମାନଙ୍କୁ ଚାକିରି ଦିଆଯିବ...