ଏପ୍ରିଲ ୭ରୁ ଜେଇଇ ମେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଞ୍ଜିନିୟରିଂ ଓ ଆର୍କିଟେକ୍ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍ର ଦ୍ୱିତୀୟ ପର୍ଯ୍ୟୟ ପରୀକ୍ଷା ଏପ୍ରିଲ୍ ୭ରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନ୍ୟାସନାଲ...
ଆସନ୍ତା ବର୍ଷଠାରୁ ୪ ବର୍ଷ ହେବ ବି.ଇଡି କୋର୍ସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ବର୍ଷଠାରୁ ୨ ବର୍ଷ ବଦଳରେ ୪ ବର୍ଷ ହେବ ବି. ଇଡି। +୨ ପରେ ଆଡମିଶନ କରିପାରିବେ ବିଦ୍ୟାର୍ଥୀ।
ଆସନ୍ତା ବର୍ଷଠାରୁ ବି.ଇଡି (ବ୍ୟାଚଲର ଅଫ୍ ଏଡୁକେସନ) କୋର୍ସର ଅବଧି ୨...
ଯୁକ୍ତ ୨ ପରୀକ୍ଷାକୁ ଜଗିବ ସିସିଟିଭି – ନିର୍ଦ୍ଦେଶ ଦେଲା ସିଏଚ୍ଏସ୍ଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗକୁ ଥିବା ଯୁକ୍ତ ୨ ପରୀକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ରାଜ୍ୟ ସମସ୍ତ ଜୁନିଅର କଲେଜକୁ ସିସିଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ନିର୍ଦ୍ଧାରିତ ସମୟ...
ମେ’ ୧୨ରେ ଓଜେଇଇ
ଓଡ଼ିଶାଲାଇଭ୍ ବ୍ୟୁରୋ
ମେ' ୧୨ରେ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟ, ସରକାରୀ, ବେସରକାରୀ କଲେଜରେ ପାଠ୍ୟକ୍ରମଗୁଡ଼ିକରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ କାଉନସେଲିଂ କରାଯିବ।
ଆଗ୍ରହୀ...
ଆଜିଠୁ ଆରମ୍ଭ ଜେଇଇ ମେନ୍ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ଜେଇଇ ମେନ୍ ପରୀକ୍ଷା ଆଜିଠୁ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ।
ଆଜିଠୁ ଜେଇଇ ମେନ୍ ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟର ୯ଟି ସହରରେ ଜେଇଇ ମେନ୍ ପରୀକ୍ଷା...
ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା, ଇଞ୍ଜିନିୟରିଂ ପଢ଼ିବା ପାଇଁ ଜେଇଇ ରାଙ୍କ ବାଧ୍ୟତାମୂଳକ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା ହୋଇସାରିଛି। ଦୁଇଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ।
୨୦୧୯ରେ ହେବାକୁଥିବା ଜେଇଇ ମେନ୍ ପରୀକ୍ଷା ତାରିଖ ଘୋଷଣା ହୋଇସାରିଛି। ଏହି ପରୀକ୍ଷା ଦୁଇଟି ପର୍ଯ୍ୟାୟରେ...
ଓଡ଼ିଶାରେ ଖୋଲିବ ୯୨ଟି ଏକଲବ୍ୟ ମଡେଲ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଦିବାସୀ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ ଗୁଣାତ୍ମକ ଶିକ୍ଷା ଦେବା ଲାଗି ଆହୁରି ୪୬୨ଟି ଏକଲବ୍ୟ ମଡେଲ୍ ଆବାସିକ ସ୍କୁଲ୍ ପ୍ରତିଷ୍ଠା ହେବ। ସେଥିମଧ୍ୟରୁ ୯୨ଟି ସ୍କୁଲ ଓଡ଼ିଶାରେ ପ୍ରତିଷ୍ଠା ହେବ।...
ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୮ରେ ସରିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଟ୍ରିକ ପରୀକ୍ଷା ଫେବୃଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ସରିବ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏକ ପ୍ରେସମିଟ୍ କରାଯାଇଛି। ଏହି ପ୍ରେସମିଟ୍ରେ ବୋର୍ଡ ସଭାପତି ଜାହାନ୍ ଆରା...
ମାର୍ଚ୍ଚ ୭ରୁ ଯୁକ୍ତ୨ ପରୀକ୍ଷା – ଜାନୁଆରୀ ୨୮ରୁ ଫେବୃଆରୀ ୮ଯାଏଁ ପ୍ରାକ୍ଟିକାଲ, ପ୍ରୋଜେକ୍ଟ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାର୍ଚ୍ଚ ୭ରୁ ଆରମ୍ଭ ହେବ ଯୁକ୍ତ୨ ପରୀକ୍ଷା। ଥିଓରୀ ପୂର୍ବରୁ ହେବ ପ୍ରାକ୍ଟିକାଲ ପରୀକ୍ଷା।
ମାର୍ଚ୍ଚ ୭ର ରାଜ୍ୟରେ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର...
ଶିଶୁମେଳା ଟୁମ୍ପୁଲୁ ଟୁମ୍ପା ୨୦୧୮ – ୧୫ ଜଣଙ୍କୁ ମିଳିଲା କୁନି ଚିତ୍ରକର ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରସ୍ଥିତ ବାଲିପାଟଣାର ବିଶ୍ୱନାଥପୁରରେ ଟୁମ୍ପୁଲୁ ଟୁମ୍ପା ୨୦୧୮ ଆୟୋଜିତ ହୋଇଥିଲା। ଏଥିରେ ଶିଶୁ ଚିତ୍ରକଳା ପ୍ରତିଯୋଗିତା କୁନି ଚିତ୍ରକରର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବାଲିପାଟଣା, ବାଲିଅନ୍ତା ଓ ନିମାପଡ଼ା ବ୍ଲକ୍ର...



















